୨୩ବର୍ଷର ସରକାର ହେଲେ ଓଡିଶା ପଛୁଆ ରାଜ୍ୟ

0

ଭବାନୀପାଟଣା(ଆମ ଟିଭି): ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲେ ଜେପି ନଡ୍ଡା । ଭବାନୀପାଟଣାରେ ବିଜେପିର ମହା ଜନସମ୍ପର୍କ ଅଭିଯାନ ସଭାରେ ରାଜ୍ୟ ସରକାରଙ୍କୁ ନେଇ ଉଠାଇଛନ୍ତି ଏକାଧିକ ପ୍ରଶ୍ନ । ସେ ପ୍ରଶ୍ନ କରିଛନ୍ତି ଓଡ଼ିଶାରେ ଶାସନ ଚଳାଉଛି କିଏ ? ନେତା ନା ଅଧିକାରୀ ? ଓଡ଼ିଶାରେ ଶାସନ ଚଳାଉଛି କିଏ ଜଣାପଡ଼ୁ ନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ବିଜେଡି ଏମ୍ପି,ବିଧାୟକଙ୍କ କଥା କେହି ଶୁଣୁନାହାନ୍ତି । ଅଧିକାରୀଙ୍କ ହାତରେ ପୂରା ଶାସନ ଟେକି ଦେଇଛନ୍ତି ନବୀନ ସରକାର । ଏଭଳି ସରକାର ରହିବା ଦରକାର କି ବୋଲି ପ୍ରଶ୍ନ କରିଛି । ସେହିପରି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ପଦ୍ମ ଫୁଟିବ ବୋଲି ଦାବି କରିଛନ୍ତି ।

Leave A Reply

Your email address will not be published.