ଜେଲ୍ ରୁ ବାହାରିଲେ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ

0

ଭୁବନେଶ୍ୱର (ଆମ ଟିଭି): ମୁକୁଳିଲେ ଅର୍ଚ୍ଚନା ନାଗ।  ଝାରପଡା ଜେଲରୁ ମଙ୍ଗଳବାର ହନିଟ୍ରାପ କୁଇନ୍‌‌ ଅର୍ଚ୍ଚନା ନାଗ ବାହାରିଛନ୍ତି। ଦୀର୍ଘ ୧୪ ମାସ ପରେ ଜେଲ୍‌‌ରୁ ବାହାରିଛନ୍ତି।

ଜେଲରୁ ବାହାରି ନିଜ ପ୍ରତିକ୍ରିୟା ରଖି ଅର୍ଚ୍ଚନା କହିଛନ୍ତି, କୋର୍ଟଙ୍କ ଉପରେ ଭରସା ଅଛି, ତଦନ୍ତରେ ସହଯୋଗ କରିବି। ଅର୍ଚ୍ଚନାଙ୍କୁ ନେବା ପାଇଁ ତାଙ୍କ ସ୍ୱାମୀ ଜଗବନ୍ଧୁ ଆସିଥିଲେ।

Leave A Reply

Your email address will not be published.