ଭୁକମ୍ପରେ ଥରିଲା ଇଣ୍ଡୋନେସିଆ
ଇଣ୍ଡୋନେସିଆ: ଭୁକମ୍ପରେ ଥରିଲା ଇଣ୍ଡୋନେସିଆ। ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ଥିବା ଜଣାପଡ଼ିଛି।
ତେବେ ଭୂକମ୍ପଜନିତ କ୍ଷୟକ୍ଷତିର କୌଣସି ସୂଚନା ନାହିଁ। ଅପରପକ୍ଷରେ ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ସୁନାମି ସତର୍କତା ଦିଆଯାଇନାହିଁ।