ମୁଁ ଜଣେ ଦେଶଭକ୍ତ, ଅନ୍ଧଭକ୍ତ ନୁହେଁ: ଉଦ୍ଧବ ଠାକରେ

0

ନୂଆଦିଲ୍ଲୀ(ଆମ ଟିଭି): ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ଅନୁଷ୍ଠିତ ହେବ। ଏହାକୁ ନେଇ ସମସ୍ତେ ଉତ୍ସାହ ଅଛନ୍ତି। ଏହି ସମୟରେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ କହିଛନ୍ତି, ରାମ ମନ୍ଦିର ନିର୍ମାଣ କରାଯାଉଛି ଏବଂ ସମସ୍ତେ ଏଥିରେ ଖୁସି ଅଛନ୍ତି, କିନ୍ତୁ ମୁଁ ଜଣେ ଦେଶଭକ୍ତ, ଅନ୍ଧଭକ୍ତ ନୁହେଁ।

ରାମ ମନ୍ଦିର ନିର୍ମାଣ କରିବା ମୋର ପିତାଙ୍କ ସ୍ବପ୍ନ ଥିଲା ଏବଂ ଏହା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ ଯେ ବର୍ତ୍ତମାନ ମନ୍ଦିର ନିର୍ମାଣ ହେଉଛି, କିନ୍ତୁ ପ୍ରାଣ ପ୍ରତିଷ୍ଠାକୁ ନେଇ ଶଙ୍କରାଚାର୍ୟ୍ୟଙ୍କ ସହ ଆଲୋଚନା ହେବା ଉଚିତ୍। ଉଦ୍ଧବ କହିଛନ୍ତି, ସେ ୨୨ ଜାନୁଆରୀ ସାରେ ଗୋଦାବରୀ ନଦୀ କୂଳରେ ଆରତୀ କରିବେ।

Leave A Reply

Your email address will not be published.