ବାବୁ ବାବୁ ଙ୍କ ନିର୍ଦ୍ଦେଶନାରେ ଗୋଟିଏ ଦିନରେ ରିଲିଜ ହେଲା ୪ଟି ମ୍ୟୁଜିକ୍ ଭିଡିଓ*

0

ପୂଜା ବଜାର କୁ ଆଖି ଆଗରେ ରଖି ବାବୁ ବାବୁ ଙ୍କ ନିର୍ଦ୍ଦେଶନାରେ ଗୋଟିଏ ଦିନରେ ରିଲିଜ ହେଲା ୪ଟି ମ୍ୟୁଜିକ୍ ଭିଡିଓ “ତୁମେ ବିଦ୍ୟାଦାତା ବିଘ୍ନ ବିନାଶକ” , “ମନ ନେଇଗଲା ସେ ଅଚିହ୍ନା ଝିଅ” , ବିଜିଲି ଚମକିଲା ମେଘ ବର୍ଷିଲା” ଏବଂ “ମଲ୍ଲିଫୁଲ ତିନ୍ ତିନ୍ ଟା”।

ଏହି ରିଲିଜ୍ ସମୟରେ ୪ ଗୀତ ର ସବୁ କଳାକାର ମାନେ ଉପସ୍ଥିତ ରହି ସିଡି ଉନ୍ମୋଚନ କରିଥିଲେ । ଏଣୁ ପୂଜା ର ମାହଲ ଏବେ ଠାରୁ ଆରମ୍ଭ ହେଉଥିବା ରୁ ଗୀତ ଗୁଡ଼ିକୁ ଦର୍ଶକ ମାନେ ବେଶ୍ ଭଲପାଇବା ଦେବେ ବୋଲି ନିର୍ଦ୍ଦେଶକ ବାବୁ ବାବୁ କହିଛନ୍ତି ।

Leave A Reply

Your email address will not be published.