ପାକିସ୍ତାନର ସବୁ OTT ପ୍ଲାଟଫର୍ମ ବ୍ୟାନ୍ କଲା ଭାରତ

0

ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତ ଲଗାତାର ପାକିସ୍ତାନ ଉପରେ କଡ଼ା ପଦକ୍ଷେପ ନେଉଛି । ମେ’୭ ତାରିଖ ରାତିରେ ଭାରତ ପାକିସ୍ତାନରେ ଥିବା ଅନେକ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରି ମାଟିରେ ମିଶାଇଥିଲେ । ଏହା ପୂର୍ବରୁ ଭାରତ ସରକାର ପାକିସ୍ତାନର ଅନେକ ସେଲିବ୍ରିଟିଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ୟାନ୍ କରିଛନ୍ତି । ଆଉ ଏହାରି ଭିତରେ ଭାରତ ଏବେ ଏକ ବଡ଼ ପଦକ୍ଷେପ ନେଇଛି । ପାକିସ୍ତାନର ବିଭିନ୍ନ ଡ୍ରାମା ସିରିଜ୍ କଣ୍ଟେଣ୍ଟକୁ ବ୍ୟାନ୍ କରିଛି ଭାରତ ।

Leave A Reply

Your email address will not be published.