ଭୁବନେଶ୍ବର (ଆମ ଟିଭି): ଘୁଞ୍ଚିଲା ଆରଆଇ ପରୀକ୍ଷା । ଓଡ଼ିଶା ସବ-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OSSSC) ୨୦ ଜୁନ୍ ରେ ହେବାକୁ ଥିବା ରାଜସ୍ୱ ପରିଦର୍ଶକ (RI) ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖିଛି ।
ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖକୁ ଘୁଞ୍ଚିଲା । NEET-UG ପରୀକ୍ଷା କାରଣରୁ ଘୁଞ୍ଚିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।