ସାବୁନ-ସାମ୍ପୁ ପ୍ୟାକେଟ୍‌ରେ ଲାଗିବ ଆମିଷ-ନିରାମିଷ ଚିହ୍ନ, ଆସିଲା ନୂଆ ନିୟମ

0

ନୂଆଦିଲ୍ଲୀ : ଖାଦ୍ୟ ସାମଗ୍ରୀ ଭଳି ବ୍ୟକ୍ତିଗତ ଯତ୍ନ ସାମଗ୍ରୀର ପ୍ୟାକେଟ୍‌ରେ ମଧ୍ୟ ଆମିଷ ଓ ନିରାମିଷ ସାମଗ୍ରୀ ବ୍ୟବହାର ପାଇଁ ରହୁଥିବା ଚିହ୍ନ ରହିବା କେନ୍ଦ୍ର ଖାଉଟି ମନ୍ତ୍ରାଳୟ ପକ୍ଷରୁ ଏ ରୁ ଏ ନେଇ ନୂଆ ନିୟମ ପ୍ରସ୍ତୁତ କରାଯାଇଛି । ଏହାଦ୍ଵାରା ଓ ଅନ୍ୟାନ୍ୟ ବ୍ୟକ୍ତିଗତ ଯତ୍ନ ସାବୁନ, ସାମ୍ପୁ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ଯତ୍ନ ସାମଗ୍ରୀଗୁଡ଼ିକ କେଉଁ ପ୍ରକାର ଉପାଦାନଗୁଡିକରେ ପ୍ରସ୍ତୁତ ହୋଇଛି ଗ୍ରାହକ ପ୍ରସ୍ତୁତ ଜାଣିପାରିବେ ବିଶେଷକରି ପ୍ରାଣୀଙ୍କଠାରୁ ସଂଗୃହୀତ ଉପାଦାନ ଜାଣିହେବ ବ୍ୟବହୃତ ହୋଇଛି କି ନାହିଁ ତାହା ଜାଣି ଗତ ୨୧ ତାରିଖରେ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ୟାକେଜିଂ ନିୟମରେ ଏକ ନୂଆ ବିଷୟ ଯୋଡ଼ାଯାଇଛି ।

 

ଯେଉଁ ସାମଗ୍ରୀଗୁଡ଼ିକ ନିରାମିଷ ସାମଗ୍ରୀରେ ପ୍ରସ୍ତୁତ ହୋଇଛି ସେଥିରେ ଉତ୍ପାଦନକାରୀ ଓ ଆମଦାନିକାରୀମାନେ ସବୁଜ ବିନ୍ଦୁ ରଖିବେ ପ୍ରାଣୀରୁ ସଂଗୃହୀତ ଉପାଦାନରେ ନିର୍ମିତ ପଦାର୍ଥ ଉପରେ ନାଲି /ଧୂସର ବିନ୍ଦୁ ରହିବ ତାହା ପୁଣି ଉତ୍ପାଦ ପ୍ୟାକେଟର ପ୍ରମୁଖ ପ୍ରଦର୍ଶନ ପ୍ୟାନେଲରେ ଭଲ ଭାବେ ଛପାଯିବ ନୂଆ ନିୟମ କମ୍ପାନି, ଉତ୍ପାଦନକାରୀ ଓ ଆମଦାନିକାରୀଙ୍କୁ ପ୍ରଭାବିତ କରିବା କାରଣ ସେମାନଙ୍କୁ ଉତ୍ପାଦଗୁଡ଼ିକୁ ଅତି ନିକଟରୁ ନିରୀକ୍ଷଣ କରିବାକୁ ହେବା ଯେଉଁସବୁ ଉପାଦାନକୁ ନେଇ ସାମଗ୍ରୀ ପ୍ରସ୍ତୁତ ହୋଇଛି ତାହାର ବାର୍ଭା ଠିକ୍‌ ଭାବେ ପ୍ୟାକେଟ୍‌ରେ ଦିଆଯାଇଛି ବୋଲି ସେମାନଙ୍କୁ ନିଶ୍ଚିତ କରିବାକୁ ହେବ ।

Leave A Reply

Your email address will not be published.