ରିଲିଜ୍ ହେଲା ନୂଆ ମ୍ୟୁଜିକ୍ ଭିଡିଓ “ତୋର ମୋର ପ୍ରେମ ଦୁନିଆଟା ଜାଣିବ”
ଭୁବନେଶ୍ୱର (ଆମ ଟିଭି): ଆପଣଙ୍କ ପ୍ରିୟ ୟୁଟୁବ୍ ଚ୍ୟାନେଲ୍ ରାଘ୍ ଭି ମିଡିଆରେ ନୂଆ ମିୟୁଜିକ ଭିଡ଼ିଓ” ,ତୋର ମୋର ପ୍ରେମ ଦୁନିଆଟା ଜାଣିବ ” , ଆଜି ରିଲିଜ ହେବାକୁ ଯାଉଛି। ଏହି ଗୀତରେ କଣ୍ଠ ଦାନ କରିଛନ୍ତି ,ଆପଣଙ୍କ ପ୍ରିୟ କଣ୍ଠଶିଳ୍ପୀ ହୂମାନ ସାଗର ,ଗୀତଟିକୁ ଲେଖିଛନ୍ତି ପୁଷ୍ପକ ପରିଡା।
ଗୀତଟିକୁ ନେଇ ନିର୍ଦ୍ଦେଶକ ରଜତ ପରିଡା ବେଶ୍ ଆଶାବାଦୀ ଥିବା ବେଳେ ,ଅଭିନୟରେ ଅଭିଜିତ ,ପ୍ରିୟଙ୍କା ମନସ୍ୱନୀ ରହିଛନ୍ତି।ଆଗରୁ ଅନେକ ହିଟ ଗୀତ ଦେଇଥିବା ରାଘଭି ମିଡିଆର୍ ଅନେକ ଗୀତକୁ ଆପଣଙ୍କ ଆଦୃତି ମିଳିଛି।ଆପଣ ଏହି ଗୀତକୁ ସେହି ଭଳି ଭଲ ପାଇବା ଦିଅନ୍ତୁ।ଆସନ୍ତାକାଲି ରାଘଭି ମିଡିଆ ୟୁ ଟୁବ ଚଂନେଲ ରେ ରିଲିଜ ପରେ ଦେଖିବାକୁ ପାଇବେ।