ଅର୍ଚ୍ଚନା କେଳେଙ୍କାରୀ ମାମଲା: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳୀ ବେହେରା

0

ଭୁବନେଶ୍ୱର(ଆମ ଟିଭି): ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ଭିନ୍ନ ମୋଡ଼ । ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ୍ ମାମଲାରେ ଇଡିରେ ତୃତୀୟ ଥର ପାଇଁ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ।

ପୂର୍ବରୁ ଇଡି ପକ୍ଷରୁ ବାରମ୍ବାର ସମନ ପରେ ବି ହାଜର ହେଉନଥିଲେ ଅର୍ଚ୍ଚନା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଇଡି ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଥିବାବେଳେ ତାଙ୍କର ସହଯୋଗୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଇଡିରେ ହାଜର ହୋଇଛନ୍ତି । ୩ ଜଣଙ୍କୁ ସାମ୍ନାସାମ୍ନି ଜେରା କରାଯାଇପାରେ ବୋଲି କୁହାଯାଉଛି ।

Leave A Reply

Your email address will not be published.