ସମୁଦ୍ର ମଝିରେ ବଡ଼ ଅଘଟଣ; ବାତ୍ୟା ପାଇଁ ଧାମରା ବନ୍ଦରରେ ଫସିଲା ୨ ଟ୍ରଲର

0

ଧାମରା (ଆମ ଟିଭି): ଲ୍ୟାଣ୍ଡଫଲ କରି ସାରିଛି ବାତ୍ୟା ଦାନା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଏତେ ଥିଲା ଯେ, ଆକଳନ ମଧୟ କରିବା ମୁସ୍କିଲ । ସମୁଦ୍ର ଉପକୂଳରେ ଛିଡ଼ା ହେବା ମଧ୍ୟ ଅସମ୍ଭବ ହୋଇପଡ଼ିଥିଲା । ଏହାରି ଭିତରେ ଧାମରାରେ ଉଚ୍ଚ ଜୁଆର ଦେଖିବାକୁ ମିଳିଥିଲା । 

ଅନ୍ୟପଟେ, ବାତ୍ୟା ପାଇଁ ଧାମରା ବନ୍ଦରରେ ଫସିଲା ୨ ଟ୍ରଲର । ଫସିଥିବା ଟ୍ରଲର ଦୁଇଟି ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି । କିଛି ଦୂରରେ ଲଙ୍ଗର ପକାଇ ରହିଛନ୍ତି । ଟ୍ରଲରରେ କେତେ ମତ୍ସ୍ୟଜୀବୀ ଅଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି । 

Leave A Reply

Your email address will not be published.