ଭୁବନେଶ୍ୱର (ଆମ ଟିଭି): ରାଜଧାନୀ ଭୁବନେଶ୍ବରରେ ଲଞ୍ଚ ହେଲା ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର । ଯେତେବେଳେ ଆପଣ ଆପଣଙ୍କ ଗାଡି କୁ ପାର୍କ କରି ଚାଲିଯାନ୍ତି, ଆପଣଙ୍କ ଗାଡି ସମ୍ବନ୍ଧ ରେ କିଛି ଜାଣି ପାରନ୍ତି ନାହିଁ ଯେ କେଉଁ ଗାଡି ଆପଣଙ୍କ ରାସ୍ତା ଅବରୋଧ କରୁଛି କିମ୍ବା ଅସୁବିଧା ସୃଷ୍ଟି କରୁଛି ଓ ଆପଣ ସେ ଗାଡି ମାଲିକଙ୍କ ସହ କିପରି ଯୋଗାଯୋଗ କରିବେ ଏହି ସବୁ ଅସୁବିଧାର ସମାଧାନ ମିଳିବ ଅତି ସହଜରେ ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର ଦ୍ବାରା ଯାହା ଏକ ନିଆରା ଏବଂ ଅଭିନବ ପ୍ରୟାସ ଯାହାକି ଆପଣଙ୍କ ଗାଡି, ଆପଣଙ୍କ ମୋବାଇଲ୍ ନମ୍ବର ଏବଂ ଆପଣଙ୍କ ଆଖପାଖର ଲୋକଙ୍କୁ ଅତି ସହଜରେ ସଂଯୋଗ କରିବ ।
ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର ହେଉଛି ଏକ ସ୍ଥାୟୀ ଭିନିଲ୍ ଷ୍ଟିକର୍ ଯେଉଁଥିରେ ଏକ କ୍ୟୁଆର କୋଡ୍ ଅଛି ଯେଉଁଥିରେ ଆପଣଙ୍କ ମୋବାଇଲ ନମ୍ବର ସଂଯୁକ୍ତ କରିପାରିବେ ଓ ଆପଣ ଏହାକୁ ମାଗଣା ଡ଼ାଡି’ସ୍ ରୋଡ ଆପ୍ ରେ ପଞ୍ଜୀକୃତ କରିପାରିବେ । ଏହି କ୍ୟୁଆର କୋଡ୍ ରେ ଥିବା ଆପଣଙ୍କ ସମସ୍ତ ବିବରଣୀ ସୁରକ୍ଷିତ ଏବଂ ଗୋପନୀୟ ରଖା ଯାଏ. ଯେକୋଣସି ବ୍ୟକ୍ତି ଯଦି ଏହି କ୍ୟୁଆର କୋଡ୍ କୁ ସ୍କାନ କରିବେ କିମ୍ବା ଡ଼ାଡି’ସ୍ ରୋଡ ଆପ ରେ ଆପଣଙ୍କ ଗାଡି ନମ୍ବର ଦେବେ ସେମାନେ ଆପଣଙ୍କ ନମ୍ବର ନ ଜାଣି ମଧ୍ୟ, ଆପଣଙ୍କୁ ତୁରନ୍ତ ଯୋଗାଯୋଗ କରି ପାରିବେ ।
କେବଳ ଏତିକି ନୁହେଁ ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର ଦ୍ବାରା ଦୁର୍ଘଟଣା ସମୟରେ ଜରୁରୀକାଳୀନ ସତର୍କ ସୂଚନା ପାଇପାରିବେ, ପାର୍କିଂ ସମସ୍ୟା ର ସୂଚନା ପାଇପାରିବେ, ଗାଡି ମାଲିକ ସହ ଯୋଗାଯୋଗ କରି ପାରିବେ, ଗାଡି ର ସବୁ କାଗଜ ପତ୍ର କୁ ଷ୍ଟୋର କରି ପାରିବେ, କାଗଜ ପତ୍ର ଏବଂ ଆପଣଙ୍କ ବ୍ୟକ୍ତିଗତ ବିବରଣୀ ର ଗୋପନୀୟତା ସୁନିଶ୍ଚିତ ମଧ୍ୟ କରିପାରିବେ, ଗାଡିର ବୀମା ଏବଂ ପ୍ରଦୂଷଣ କାଗଜ ପତ୍ର ସମ୍ବନ୍ଧୀୟ ତଥ୍ୟ ମଧ୍ୟ ପାଇ ପାରିବେ ।
ଡ଼ାଡି’ସ୍ ରୋଡ କ୍ୟୁଆର ଷ୍ଟିକର କୁ ଥରେ ମାତ୍ର କିଣିଲେ ଆଜୀବନ ମାଗଣା ହେଲ୍ପଲାଇନ ସେବା ମଧ୍ୟ ପାଇବେ । ଏହାକୁ ଆପଣ ସବୁ ପ୍ରକାର ଗାଡି ପାଇଁ କିଣି ପାରିବେ. ଏହାକୁ ଲଗାଇବା ଏବଂ ବ୍ୟବହାର କରିବା ମଧ୍ୟ ସହଜ ଅଟେ ।
Contact number:9663446423