NationalSports ବିଶ୍ବକପ୍ ୨୦୨୩: ଫାଇନାଲରେ ଭାରତ By Ama Tv On Nov 15, 2023 0 Share ନୂଆଦିଲ୍ଲୀ (ଆମ ଟିଭି): ସେମିଫାଇନାଲ୍ ଜିତିଲା ଟିମ୍ ଇଣ୍ଡିଆ-ଫାଇନାଲ୍ରେ ଭାରତ , ନ୍ୟୁଜିଲାଣ୍ଡକୁ ସେମିଫାଇନାଲ୍ରେ ହରାଇଲା ଟିମ୍ ଇଣ୍ଡିଆ। ୭୦ ରନ୍ରେ ଭାରତ ବିଜୟୀ ହୋଇଛି। ସବୁଠୁ ବଡ଼ କଥା ହେଉଛି ମହମ୍ମଦ ସାମି ନେଇଛନ୍ତି ମୋଟ୍ ୭ ଓ୍ୱିକେଟ। 0 Share FacebookTwitterWhatsApp