କଲାମ ଦ୍ୱୀପରୁ ଅଗ୍ନି-୪ର ହେଲା ସଫଳ ପରୀକ୍ଷଣ

0

ଭଦ୍ରକ (ଆମ ଟିଭି): ସୋମବାର ଭଦ୍ରକ ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୪ ମିଶାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ପରମାଣୁ ଶକ୍ତି ସମ୍ପନ୍ନ ଅଗ୍ନି-୪ ମିସାଇର । ଏନେଇ ସୂଚନା ଦେଇଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ।

ସାମରିକ ବଳ କମାଣ୍ଡ ନେତୃତ୍ୱରେ ପରୀକ୍ଷଣ ହୋଇଥିବା ଏହି ମିଶାଇଲ୍‌ର ଦୂରଗାମୀ କ୍ଷମତା ୪ ହଜାର କିମି ରହିଛି।ମିଶାଇଲ ପରୀକ୍ଷଣ ସମ୍ପର୍କରେ ସୂଚନା ଦେଇ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ମଧ୍ୟମ ଦୂରଗାମୀ ରେଞ୍ଜର ବାଲିଷ୍ଟିକ ମିସାଇଲ୍ ଅଗ୍ନି-୪ ୭.୩୦ ସମୟରେ ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଲଞ୍ଚ କରାଯାଇଛି।

Leave A Reply

Your email address will not be published.