ବିଜେପିରେ ମିଶିଲେ ଅଜୟ ଆଲୋକ: ଜାଣନ୍ତୁ ସେ କିଏ?

0

ନୂଆଦିଲ୍ଲୀ (ଆମ ଟିଭି): ବିଜେପିରେ ମିଶିଲେ ଅଜୟ ଆଲୋକ । ପୂର୍ବତନ ଜେଡିୟୁ ନେତା ଅଜୟ ଆଲୋକ ବିଜେପିରେ ସାମିଲ ହୋଇଛନ୍ତି। ଶୁକ୍ରବାର ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ବିଜେପିକୁ ଆସିବା ପରେ ମୋତେ ଲାଗୁଛି ମୁଁ ମୋ ନିଜ ପରିବାରକୁ ଆସିଛି, ଯାହାର ମୁଖ୍ୟ ହେଉଛନ୍ତି ମୋଦୀ ଜୀ। ଯଦି ମୋଦୀ ଭିଜନ୍ରେ ମୁଁ ଏକ ପ୍ରତିଶତ ବି ଯୋଗଦାନ କରିପାରିଲି, ତେବେ ଏହା ମୋ ପାଇଁ ଗର୍ବର ବିଷୟ ହେବ।

ଅପରପକ୍ଷେ, ଆନନ୍ଦ ମୋହନଙ୍କୁ ଜେଲ୍ରୁ ମୁକ୍ତ କରିବାକୁ ନେଇ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ଅଜୟ ଆଲୋକ।

Leave A Reply

Your email address will not be published.