ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ: ପଛରେ ରହିଛି ଏଭଳି କାରଣ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ସାରେ ଦିଲ୍ଲୀ ଯାତ୍ରା କରିବେ। ଶନିବାର ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

କାର୍‌ଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

ଶୁକ୍ରବାର ଅର୍ଥାତ୍‌ ଜୁଲାଇ ୨୬ରେ ସମଗ୍ର ଦେଶ ପାଳୁଛି କାର୍‌ଗିଲ ବିଜୟ ଦିବସ। ୧୯୯୯ର କାର୍‌ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଶହୀଦ ହୋଇଥିବା ସେହି ବୀରମାନଙ୍କୁ ସ୍ମରଣ କରିବା ପାଇଁ…

ରାଜ୍ୟରେ ଲାଗୁ ହେଲା ଶ୍ରୀଅନ୍ନ ଅଭିଯାନ, ମାତ୍ର ଏତିକି ଟଙ୍କାରେ ମିଳିବ ପେଟ ପୂରା ଖାଇବା

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ବଜେଟରେ ଶ୍ରୀଅନ୍ନ ଅଭିଯାନ ବିଷୟରେ ମୁଖ୍ୟମନ୍ତ୍ରୀ ଘୋଷଣା…

କାର୍‌ଗିଲ୍‌ରୁ ପାକିସ୍ତାନକୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖର ୟୁନିଅନ ଟେରିଟୋରୀରେ ପହଞ୍ଚିଥିଲେ। କାର୍‌ଗିଲ ବିଜୟ ଦିବସ ଅବସରରେ ସେ ଓ୍ବାର୍‌ ମେମୋରିଆଲରେ ପହଞ୍ଚି ପାକିସ୍ତାନ ବିରୋଧରେ ଯୁଦ୍ଧରେ ଶହୀଦ ହୋଇଥିବା…

ଆସନ୍ତା ୨୯ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଆସନ୍ତା ୨୯ ତାରିଖ ଅର୍ଥାତ୍‌ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ସୂଚନା ଦିଆଯାଇଛି।…

ଜଳମଗ୍ନ ଗୁଜରାଟ, ପ୍ରବଳ ବର୍ଷାରେ ୮ ମୃତ

ପ୍ରବଳ ବର୍ଷା ଯୋଗୁ ଅନେକ ଗାଁକୁ ରାସ୍ତା କଟି ଯାଇଛି। ଏଥିସହ ରେଳ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପାଣି ଘେରରେ ଗୁଜରାଟ। ସୁଧୁରୁନି ବନ୍ୟା ସ୍ଥିତି। ତଳିଆ ଅଞ୍ଚଳରେ…

କଙ୍ଗନାଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରି ଆସନ୍ତା ଅଗଷ୍ଟ ୨୧ ସୁଦ୍ଧା ଏହାର ଜବାର ରଖିବାକୁ ନିର୍ଦ୍ଦେଶ

ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। ସେ ତାଙ୍କ ସାଂସଦ ପଦ ହରାଇପାରନ୍ତି। ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନରୁ ବିଜେପି ସାଂସଦ କଙ୍ଗନା ରାଣାଓ୍ୱତ…

ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ … ଦମ୍ ଦେଖାଇଲା ବାଲିଷ୍ଟିକ୍ ମିସାଇଲ ଡିଫେନ୍ସ, ଚାନ୍ଦିପୁର ଅବଦୁଲ କଲାମ ଦ୍ୱୀପରୁ…

ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଆଗୁଆ ପାଦ। ଦମ୍ ଦେଖାଇଲା ବାଲିଷ୍ଟିକ୍ ମିସାଇଲ ଡିଫେନ୍ସ। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ତିନି ନମ୍ବର ଲଞ୍ଚପ୍ୟାଡ଼ ଓ ଧାମରା ସ୍ଥିତ ଅବଦୁଲ…

ଆହୁରି ୩ ଦିନ ବର୍ଷା ; ଏହ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି

ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆହୁରି ତିନି ଦିନ ବର୍ଷିବ। ଆଜି କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…

ହୀରାକୁଦ ଜଳସ୍ତର ବଢ଼ିଲା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୬୦୪ ଫୁଟକୁ ଛୁଇଁଲାଣି। ଜଳସ୍ତର ୨ ଫୁଟ ବଢିଛି।…