ଆଜି ଅଁଳା ନବମୀ

ପୁରୀ(ଆମ ଟିଭି): ଆଜି ପବିତ୍ର ଅଁଳା ନବମୀ। ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ପୁରୀ ସାକ୍ଷୀଗୋପାଳରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଲମ୍ବା ଧାଡ଼ିରେ ଯାଇ ଶ୍ରଦ୍ଧାଳୁମାନେ ରାଧାପାଦ…

କେଜ୍ରିୱାଲଙ୍କ ବଡ ଘୋଷଣା ଏଣିକି ଶ୍ରମିକଙ୍କୁ ମିଳିବ ୫ ହଜାର ଟଙ୍କା

ନୂଆଦିଲ୍ଲୀ: ଏଣିକି ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା। ପଞ୍ଜିକୃତ ଶ୍ରମିକଙ୍କୁ ମାସକୁ ୫ ହଜାର ଟଙ୍କା ଯୋଗାଇ ଦେବେ ସରକାର। ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ମୁଖ୍ୟ ମନ୍ତ୍ରୀଙ୍କ ବଡ ଘୋଷଣା, ଜଳସାଥୀଙ୍କୁ ମିଳିବ ସାଇକେଲ

ଭୁବନେଶ୍ଵର, : ଜଳସାଥୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଜଳସାଥୀମାନଙ୍କ ଯାତାୟତ ସୁବିଧା ପାଇଁ ସାଇକେଲ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଜଳସାଥୀମାନଙ୍କ ପାଇଁ…

ଭାରତ ଯୋଡୋ ଯାତ୍ରାରେ ସାମିଲ ପୂଜା ଭଟ୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ର ୫୬ ତମ ଦିନର ଆରମ୍ଭ ଆଜି ସକାଳେ ତେଲେଙ୍ଗାନାର ହାଇଦ୍ରାବାଦ ସହରରୁ ହୋଇଛି। ରାହୁଲ ଗାନ୍ଧୀଙ୍କ ସହ ଏହି ଯାତ୍ରାରେ…

ସଉଦି ଆରବ ଉପରେ ଆକ୍ରମଣ କରିବାକୁ ଇରାନର ପ୍ରସ୍ତୁତି

ରିୟାଦ: ସାଉଦି ଆରବ ଆମେରିକାକୁ ଚେତାବନୀ ଦେଇଛି ଯେ ଇରାନ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଇରାନ ପକ୍ଷରୁ ଗୁପ୍ତ ସୂଚନା ସେୟାର କରାଯିବା ପରେ ଆମେରିକାର ଗଲ୍ଫ ଦେଶରେ ନିୟୋଜିତ…

ଡ. ଜାମସେଦ ଜେ ଇରାନୀଙ୍କ ପରଲୋକ

ଜାମସେଦପୁର: ଟାଟା ଷ୍ଟିଲର ପୂର୍ବତନ ପ୍ରବନ୍ଧକ ନିର୍ଦ୍ଦେଶକ(ଏମଡି) ତଥା ପଦ୍ମଭୂଷଣ ଡ. ଜାମସେଦ ଜେ ଇରାନୀଙ୍କ ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଜାମସେଦପୁର ଟାଟା ମେନ…

ଆଜି ବନ୍ଦ ହେବ ଧାମନଗର ଉନିର୍ବାଚନରେ ପାଇଁ ପ୍ରଚାର

ତିହିଡି: ଆଜି ସରୁଛି ଧାମନଗର ଉପନିର୍ବାଚନର ପ୍ରଚାର। ସନ୍ଧ୍ୟା ପରେ ସବୁ ଦଳର ଷ୍ଟାର ପ୍ରଚାରକ ଘରକୁ ଫେରିଯିବେ । ଏହା ପରେ ଆରମ୍ଭ ହେବ ଅସଲ ଖେଳ । କିଣାବିକା ବି ହେବ । ମନ ଜିଣିବାକୁ ନାନା…

ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଲେ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ୫୦ଦିନରୁ ଅଧିକ ହୋଇଯାଇଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଏବେ ହାଇଦ୍ରାବାଦରେ ପହଞ୍ଚି ସାରିଛି । ଏହିକ୍ରମରେ ନବନିର୍ବାଚିତ…

ସଲମାନଙ୍କୁ y+ ସୁରକ୍ଷା, ଯୋଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ X ସିକ୍ୟୁରିଟି ପାଉଥିବା ବଲିଉଡ୍ ଷ୍ଟାର ସଲମାନ ଖାନଙ୍କୁ ଏବେ Y+ ସୁରକ୍ଷା…

କ୍ଷମତା କିଛି ଲୋକଙ୍କ ହାତରେ ରହିଛି, କହିଲେ ମମତା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଅଳ୍ପ ସଂଖ୍ୟକ ଲୋକ ଦେଶର ସମସ୍ତ ଗଣତାନ୍ତ୍ରିକ ଶକ୍ତିଗୁଡିକୁ ନିଜ ଅକ୍ତିଆରରେ ରଖିଛନ୍ତି। ଏହି ଦେଶର ସଂଘୀୟ…