ୟୁପିଏସ୍‌ସି ଅଧ୍ୟକ୍ଷ ପଦରୁ ମନୋଜ ସୋନିଙ୍କ ଇସ୍ତଫା

ବ୍ୟକ୍ତିଗତ କାରଣ ଦର୍ଶାଇ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଅଧ୍ୟକ୍ଷ ପଦରୁ ମନୋଜ ସୋନି ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାଳ ସରିବା ପୂର୍ବରୁ ସେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କୁ…

୨୪ ଘଣ୍ଟାରେ ଦୁର୍ବଳ ହେବ ଅବପାତ ; ୫ଜିଲ୍ଲାକୁ ଅରେଞ୍ଜ ଓ ୧୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ନ୍ୟୁଜ୍

ବଙ୍ଗୋପସାଗରେ ଅବପାତ ସକ୍ରିୟ ରହିଛି ୨୪ ଘଣ୍ଟାରେ ଧୀରେ ଧୀରେ ଦୁର୍ବଳ ହେବ ଅବପାତ । ଯାହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ।…

ପୋଲ ତଳକୁ ଖସିଲା ବସ ୪୦ ଆହତ

ବୌଦ୍ଧ ଜିଲ୍ଲା ବାମଣ୍ଡା ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସନକ ଦୁର୍ଘଟଣା ଘଟିଛି। ମହାଦେବ ନାମକ ବସ୍‌ ସୁନାଖାଇ ପୋଲ ତଳକୁ ଖସିବାରୁ ୪୦ରୁ ଉର୍ଦ୍ଧ୍ୱ ବସ୍‌ ଯାତ୍ରୀ ଗୁରୁତର ହୋଇଛନ୍ତି ।…

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନାଁରେ ଯୌନ ଶୋଷଣ ମାମଲା: ଉଭୟ କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଥିବା ରାଜଭବନର ମହିଳା କର୍ମଚାରୀଙ୍କ ଆବେଦନକୁ ଭିତ୍ତିକରି ସୁପ୍ରିମକୋର୍ଟ ଶୁକ୍ରବାର ଉଭୟ କେନ୍ଦ୍ର ଓ…

୪ ଜିଲାକୁ ରେଡ୍‌, ୭ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ  

ଭୁବନେଶ୍ୱର, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୫୦ କିମି ଏବଂ ଗୋପାଳପୁର ଓ…

ପାକିସ୍ତାନକୁ ହରାଇଲା ଭାରତ

ଏସିଆ କପ୍‌ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ୨ଟି ମ୍ୟାଚରେ ୟୁଏଇକୁ ନେପାଳ ଓ ପାକିସ୍ତାନକୁ ହରାଇ ଭାରତ ଏହାର ଅଭିଯାନ ଆରମ୍ଭ କରିଛି।…

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଛି। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୨ ଦିନ ତଳେ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ବିଭିନ୍ନ କିସମର…

ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ସୂର୍ଯ୍ୟ ଯାଦବ ହେଲେ ଇଣ୍ଡିଆ ଟିମର ଅଧିନାୟକ । ୱାନ ଡେ ପାଇଁ…

ଜିମ୍ବାୱେକୁ ତାର ନିଜ ମାଟିରେ ହରାଇବା ପରେ ଏବେ ଭାରତୀୟ ଟିମର ପରବର୍ତ୍ତୀ ମିଶନ ହେଉଛି ଶ୍ରୀଲଙ୍କା । ଏଥିପାଇଁ ଆଜି ଟିମ ଇଣ୍ଡିଆ ଘୋଷଣା ହୋଇଛି । ଶ୍ରୀଲଙ୍କାରେ ଭାରତୀୟ ଟିମ ୩ଟି…

ଆଜି ରସଗୋଲା ଦିବସ: ଜାଣନ୍ତୁ କାହିଁକି କରାଯାଏ ପାଳନ

ନୀଳାଦ୍ରି ବିଜେରେ ପ୍ରତିବର୍ଷ ପାଳନ ହୁଏ ରସଗୋଲା ଦିବସ। ୨୦୧୫ରୁ ଓଡ଼ିଶାରେ ଏହି ଦିବସ ପାଳନ କରାଯାଇଆସୁଛି। ଗୁଣ୍ଡିଚା ମନ୍ଦିରରେ ନଅ ଦିନ ରହି ମାଉସୀ ମା’ ଘର ପାଖରେ ଅଟକି ବାଟରେ…

୬ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ

ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୬ ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ତେବେ ଏଫ୍‌ ଆଣ୍ଡ ଏଆର୍‌ଡି ବିଭାଗରେ କାର୍ଯ୍ୟ କରୁଥିବା ଅନୁ ସଚିବ…