ଅଧିନାୟକ ହେବା ପାଇଁ ହାର୍ଦ୍ଦିକ-ସୂର୍ଯ୍ୟକୁମାର ମୁହାଁମୁହିଁ: ଗମ୍ଭୀର-ରୋହିତଙ୍କ ପସନ୍ଦ କିଏ ଜାଣନ୍ତୁ…

କୋଲକାତା: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ ଜୁଲାଇ ୨୭ରୁ ଆରମ୍ଭ ହେବାକୁ ଯାଉଛି। ଯେଉଁଥିପାଇଁ ଖୁବ ଶୀଘ୍ର ଟିମ୍ ଇଣ୍ଡିଆ ଦଳ ଘୋଷଣା କରାଯିବ। ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ…

ଆଜି ରଥ ଉପରେ ହେବ ଶ୍ରୀଜିଉଙ୍କ ଅଧରପଣା ନୀତି । କାଲି ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ

ଆଜି ଦ୍ୱାଦଶୀ ତିଥି । ପରମ୍ପରା ଅନୁୟାୟୀ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଧରପଣା ନୀତି ହେବ । ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା ଅଧରହାଣ୍ଡିରେ ଏହି ପଣା ପ୍ରଭୁଙ୍କୁ ସମର୍ପଣ…

ଆଜି ମନ୍ତ୍ରୀ ପରିଷଦ ବୈଠକ

ଲୋକସେବା ଭବନରେ ଗୁରୁବାର ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ…

ଖୋଲିଲା ଭିତର ରତ୍ନ ଭଣ୍ଡାର

ଖୋଲିଲା ଭିତର ରତ୍ନ ଭଣ୍ଡାର। ନିର୍ଦ୍ଧାରିତ ସମୟ ୯ଟା ୫୧ରେ ଖୋଲିଲା ରତ୍ନଭଣ୍ଡାର। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ…

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ପୁଣି କରୋନା

କରୋନାରେ ଆକ୍ରାନ୍ତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ବାଇଡେନଙ୍କଠାରେ କୋଭିଡ-୧୯ର ସାମାନ୍ୟ…

କଣ ରହିଛି କିମ୍ବଦନ୍ତୀ ଓ କାହିଁକି ହୁଏ ସୁନାବେଶ ? ଆଉ କିଏ କରେ ସୁନାବେଶ, ଜାଣନ୍ତୁ ସଠିକ୍ କାହାଣୀ

ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କ ବାର ମାସରେ ତେର ପର୍ବ ପାଳନ ହୁଏ । ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ବିଭିନ୍ନ ବେଶ ମଧ୍ୟରୁ ସୁନାବେଶ…

ଜାଣନ୍ତୁ ଆଜି କେମିତି ଯିବେ ପୁରୀ

ଆଜି ଶ୍ରୀଜିଉଙ୍କ ସୁନାବେଶ। ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶକୁ ଦର୍ଶନ ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଭକ୍ତଙ୍କ ଭିଡ଼କୁ ନଜରରେ ରଖି ପୁରୀରେ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ…

ଅଧାରେ ଅଟକିଲା ବିବାଦୀୟ IASଙ୍କ ଟ୍ରେନିଂ ; ନକଲି ସାର୍ଟିଫିକେଟ୍ ବିବାଦ ପୂଜା ଖେଡକରଙ୍କ ଚିନ୍ତା ବଢାଇଲା । ମାନସିକ…

ଅଧାରେ ଅଟକିଲା ଆଇଏଏସ ପୂଜା ଖେଡକରଙ୍କ ଟ୍ରେନିଂ । ନକଲି ସାର୍ଟିଫିକେଟ୍ ନେଇ ବିବାଦ ଭିତରେ ପୂଜା ଖେଡକରଙ୍କ ଆଇଏଏସ୍ ଟ୍ରେନିଂକୁ ସ୍ଥଗିତ ରଖାଯାଇଛି। ମହାରାଷ୍ଟ୍ର ସରକାର ତାଙ୍କ ବିରୋଧରେ…

ଓମାନ ଉପକୂଳରେ ବୁଡ଼ିଲା ତେଲ ଟ୍ୟାଙ୍କର ବୋଝେଇ ଜାହାଜ । ୧୩ ଭାରତୀୟଙ୍କ ସହ ୧୬ କ୍ରୁ ମେମ୍ୱର ନିଖୋଜ ।

ମଝି ସମୁଦ୍ରରେ ବୁଡ଼ିଲା ଜାହାଜ। ୧୩ ଜଣ ଭାରତୀୟଙ୍କ ସମେତ ୧୬ଜଣ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ତେଲ ଟ୍ୟାଙ୍କର ଓମାନ ଉପକୂଳରେ ବୁଡ଼ିଯାଇଥିବା ସୂଚନା ମିଳିଛି। ଓମାନର ସାମୁଦ୍ରିକ ସୁରକ୍ଷା…

ଏଣିକି ଅନଲାଇନରେ ମିଳିବ ମଦ ; ଘରେ ବସି ମଦ ଅର୍ଡର କରିପାରିବେ ଲୋକେ , ଦେଶରେ ଆରମ୍ଭ ହେଲା ପାଇଲଟ୍ ପ୍ରୋଜେକ୍ଟ

ଏଣିକି ଖୁବଶୀଘ୍ର ଅନଲାଇନରେ ମିଳିବ ମଦ । ଘରେ ବସି ମଦ ଅର୍ଡର କରିପାରିବେ ଲୋକେ। ଏନେଇ ଦେଶରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ । ପରୀକ୍ଷଣ ସଫଳ ହେଲେ ୧୦ ମିନିଟରେ ଘରେ ମଦ ପହଞ୍ଚିବେ ୪…