ଆଜି ୩୭୦ ଉପରେ ଆସିବ ରାୟ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଠିକ୍ ଥିଲା ନା ଭୁଲ୍? ଏ ପ୍ରଶ୍ନ ଉପରେ ଆଜି ପଡିବ ପୂର୍ଣ୍ଣଚ୍ଛେଦ। ବହୁ ବିବାଦୀୟ ଏହି ମାମଲା ଉପରେ ଆଜି ଆସିବ ସୁପ୍ରିମ ରାୟ। ଦୀର୍ଘ ଦିନ ଧରି ଏହି…

ଆଜି ଶପଥ ନେବେ ବିଷ୍ଣୁଦେଓ

ବହୁ ମାନସ ମନ୍ଥନ ପରେ ଶେଷରେ ବିଜେପି ନେତା ବିଷ୍ଣୁଦେଓ ସାଏ ହେବାକୁ ଯାଉଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ଆଜି ରାଇଜ ମୁଖିଆ ଭାବେ ଶପଥ ନେବେ ସାଏ। ଗତକାଲି ବିଧାୟକ ଦଳ ବୈଠକରେ ସର୍ବସମ୍ମତି…

କେସିଆରଙ୍କୁ ଭେଟିଲେ ରେବନ୍ତ

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବାନ୍ତ ରେଡ୍ଡୀ ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆର୍‌ଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ…

ଟଙ୍କା ଫେରାଇ ଦେଲେ ବିଜେପି ବିଧାୟକ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିିଳିଛି । ହେଲେ ଫଳ ବାହାରିବାର ୮ ଦିନ ପରେ ମଧ୍ୟ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ସେ ନେଇ ଦଳ ତରଫରୁ ନିଷ୍ପତ୍ତି ହୋଇପାରି ନାହିଁ…

୧୯ ରେ ଇଣ୍ଡିଆ ମେଣ୍ଟ ବୈଠକ ?

୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ସହ ରେଜଲ୍ଟ ପ୍ରକାଶ ପାଇବା ପରେ ପୁଣି ଚର୍ଚ୍ଚାରେ ଇଣ୍ଡିଆ ମେଣ୍ଟ। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଚେକ ଦେବା ପାଇଁ ବିରୋଧୀ ଗଠନ କରିଥିବା…

ନିଜର ଉତ୍ତରାଧିକାରୀ ନାମ ଘୋଷଣା କଲେ ମାୟାବତୀ

ବହୁଜନ ସମାଜ ପାର୍ଟି (BSP) ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଜି ତାଙ୍କ ରାଜନୀତିକ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ସେ ତାଙ୍କ ପୁତୁରା ଆକାଶ…

ବିଷ୍ଣୁଦେଓ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ

ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାୟପୁରରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ଉପରେ ବାଜିଛି ମୋହର। ସେ ଜଣେ ଆଦିବାସୀ ନେତା। ଏଥର ସେ…

ବିଜେପି ବିଧାୟକଂକ ବଡ ନିଷ୍ପତ୍ତି

ଶପଥ ନେବେନି ତେଲଙ୍ଗାନାର ନବ ନିର୍ବାଚିତ ବିଜେପି ବିଧାୟକ ଟି ରାଜା ସିଂହ। ସେ ଶପଥ ଗ୍ରହଣ କରିବାକୁ ରୋକ୍ ଠୋକ୍ ମନା କରି ଦେଇଛନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ ଯଦି AIMIMର ଅକବରଉଦ୍ଦିନ…

ନିଜ କମ୍ପାନୀର ସିଇଓଙ୍କୁ ମିଳିଲା ନାହିଁ ଯାତ୍ରା କରିବା ପାଇଁ ବିମାନ

ନୂଆଦିଲ୍ଲୀ: ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏୟାର ଏସିଆ ସିଇଓଙ୍କୁ ଯାତ୍ରା ପାଇଁ ନିଜ କମ୍ପାନୀର ବିମାନ ମିଳିଲା ନାହିଁ। ଯାହା ଯୋଗୁଁ ତାଙ୍କୁ ଅନେକ ସମସ୍ୟାର…

ପୁଣି ବିଶ୍ୱରେ ମୋଦୀଙ୍କ କ୍ରେଜ

ପ୍ରଧାନମନ୍ତ୍ରୀ ଦୁନିଆର ସବୁଠାରୁ ଲୋକପ୍ରିୟ ନେତା । ଆମେରିକାର କନସଲଟାନ୍ସି ଫର୍ମ ‘ମର୍ଣ୍ଣିଂ କନସଲ୍ଟ’ର ସର୍ଭେରେ ଏହା ସାମ୍ନାକୁ ଆସିଛି । ସର୍ଭେରେ ମୋଦୀଙ୍କୁ ୭୬ ପ୍ରତିଶତ ଆପ୍ରୁଭାଲ…