ଅକ୍ଟୋବର ୧୫ ଭାରତ, ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: କ୍ରିକେଟ ଦିନିକିଆ ବିଶ୍ୱକପ୍‌ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଇସିସି ଖୁବ୍‌ଶୀଘ୍ର ଏହା ତାଲିକା ଜାରି କରିପାରେ। ତେବେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଉପରେ…

୧୫ରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ବିପର୍ଯ୍ୟୟ

ନୂଆଦିଲ୍ଲୀ : ପୂର୍ବ କେନ୍ଦ୍ର ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’ । ଅତି ଭୀଷଣ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଏହା ଉତ୍ତର ଦିଗରେ ଗତି କରୁଛି। ଆସନ୍ତା ୧୫ ତାରିଖ ସକାଳେ…

ଟ୍ରେନ ଟ୍ରାଜେଡି; ଆକ୍ସନ ମୋଡରେ ସିବିଆଇ

ବାଲେଶ୍ଵର : ବାହାନଗା ଟ୍ରେନ ଦୁର୍ଘଟଣାରେ ୩ ଜଣଙ୍କୁ ସିବିଆଇ ଉଠାଇ ନେଇଥିବା ଚର୍ଚ୍ଚା ହେଉଛି। ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଟିମ୍ ରେଲୱେର୨ କର୍ମଚାରୀଙ୍କୁ ଉଠାଇ ନେଇଥିବା ସୂଚନା…

ବିଜୁଳି କଟକୁ ନେଇ ଶକ୍ତି ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର:  ଗତ କିଛି ଦିନ ହେଲାଣି ଅସହ୍ୟ ତାତି ରାଜ୍ୟବାସୀଙ୍କୁ କଲବଲ କରୁଛି। ଏପରି ସମୟରେ ବାରମ୍ବାର ପାୱାର କଟ୍‌ ହେବା ଯୋଗୁ ଲୋକେ ଗରମରେ ଛଟପଟ୍ ହେଉଛନ୍ତି। ଏହିପରି ସମୟରେ ଶକ୍ତି…

ଭାରତର ଜଳବାୟୁ ପରିବର୍ତ୍ତନକୁ ନେଇ ଉଦବେଗ ପ୍ରକାଶ କଲା;ୟୁଏନଇପି

କୋଏମ୍ବାଟୁର: ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି)ର ନିର୍ବାହୀ ନିର୍ଦ୍ଦେଶକ ଏରିକ ସୋଲହେମ କହିଛନ୍ତି ଯେ, ଜନସଂଖ୍ୟା ବିସ୍ଫୋରଣ ଯୋଗୁ ଜଳବାୟୁ ପରିର୍ତ୍ତନ ଦ୍ବାରା ଭାରତ…

ଶରତ ପାୱାରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ଏନସିପି ଚିଫ୍‌ ଶରଦ ପାୱାରଙ୍କୁ ମିଳିଛି ହତ୍ୟା ଧମକ । ଏହି ଘଟଣାର ତନାଘନା କରି ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଣେର ଜଣେ ଆଇଟି ଇଞ୍ଜିନିୟରଙ୍କୁ ଗିରଫ କରିଛି।ଗତକାଲି ମୁମ୍ବାଇ…

ଆହୁରି ଦୁଇ ଦିନ ତାତି, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର :  ରାଜ୍ୟବାସୀଙ୍କୁ ଆହୁରି ୨ ଦିନ କଲବଲ କରିବ ତାତି। ଆସନ୍ତା ୨ ଦିନ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ନେଇ ହିଟ୍ ୱେଭ୍ ସତର୍କତା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

୧୯୯୪ ବ୍ୟାଚ୍ ରେଭେ‌ନ୍‌ସା ମହାବିଦ୍ୟାଳୟ, ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ବନ୍ଧୁ ମିଳନ

ଭୁବନେଶ୍ୱର: ରବିବାର ଦିନ ରେଭେ‌ନ୍‌ସା ମହାବିଦ୍ୟାଳୟ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ୧୯୯୪ ବ୍ୟାଚ୍‌ର ଏକ ବନ୍ଧୁମିଳନ ଭୁବନେଶ୍ବରସ୍ଥ ଜୟଦେବ ବାଟିକାଠାରେ ଅନୁଷ୍ଠିତ…

ରଜରେ କଲବଲ କରିବ ତାତି

ଭୁବନେଶ୍ୱର : ରଜ ପାଖେଇ ଆସୁଥିବା ବେଳେ ମୌସୁମୀ ବାୟୁ ଓଡ଼ିଶା ଆସି ନାହିଁ। ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେଉଥିବା ବେଳେ ପୂରା ରାଜ୍ୟ ଅସହ୍ୟ ତାତିରେ କଲବଲ ହେଉଛି। ଏଭଳି ସ୍ଥିତିରେ ଆଜି…

ରାମଲିଲା ମଇଦାନରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଆଜି ରାମଲିଲା ମଇଦାନରେ ଆମ୍‌ ଆଦମୀ ପାର୍ଟିର ମେଗା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶକୁ ସମ୍ବୋଧିତ କରୁଥିବାବେଳେ ସିଏମ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀ…