ଦିଲ୍ଲୀରେ ବିଜୟ ହେଲା ଆପ୍

ନୂଆଦିଲ୍ଲୀ: ଏମସିଡିର ୨୫୦ଟି ଆସନରୁ ଆପ୍‌ ୧୩୪ଟିରେ ଜିତିଥିବା ବେଳେ ବିଜେପି ୧୦୪ ୱାର୍ଡରେ ବିଜୟୀ ହୋଇଛି। କଂଗ୍ରେସ ମାତ୍ର ୮ଟି ଆସନ ଜିତିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ ୪ଟି…

ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନରେ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ। ତାପୂର୍ବରୁ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ…

ଏବେ ପରଦାରେ ଦେଖିବାକୁ ମିଳିବ ଶାହାରୁଖଙ୍କ ପୁଅ

ମୁମ୍ବାଇ: ବଲିଉଡର ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା। ଶାନ୍ତ ସ୍ୱଭାବ ପାଇଁ ଜଣାଶୁଣା ଆର୍ଯ୍ୟନ୍ ଏବେ ଆକ୍ସନ ଦେଖାଇବେ।…

କାହିଁକି ସବୁ ଦଳକୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ନୂଆ ସାଂସଦମାନଙ୍କର କଷ୍ଟ ବୁଝିବା ସହିତି ସଂସଦରେ ବାଧାବିଘ୍ନ ସୃଷ୍ଟି ନ କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ…

ପୁଣି ବାତ୍ୟା ଭୟ

ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧିରେ ଧିରେ ଘନିଭୂତ ହୋଇ ଏକ ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ଏହି ସାମୁଦ୍ରିକ ଝଡ଼…

ତ୍ରୁଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଗିରଫ

ନୂଆଦିଲ୍ଲୀ: ତ୍ରୁଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଗିରଫ। ସୋମବାର ରାଜସ୍ଥାନ ସ୍ଥିତ ଜୟପୁର ବିମାନ ବନ୍ଦରରୁ ପୁଲିସ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ନିକଟତର…

ଦିଲ୍ଲୀବାସୀଙ୍କୁ ଧନ୍ୟବାଦ୍ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ଏମସିଡି ନିର୍ବାଚନକୁ ନେଇ ଆମ୍ ଆଦମୀ ପାର୍ଟି ଆକ୍ସନ ମୋଡରେ ନଜର ଆସିଛି। ନିର୍ବାଚନ ପରେ ଏବେ ଫଳାଫଳକୁ ଅପେକ୍ଷା ରହିଛି। କିନ୍ତୁ ବିଭିନ୍ନ ଏକଜିଟ୍ ପୋଲର ଫଳାଫଳ ଆସି…

କଂଗ୍ରେସ ଛାଡ଼ିବା କଥାକୁ ନେଇ ଏମିତି କହିଲେ ଶଶି ଥରୁର

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଏନ୍‌ସିପିର କେରଳ ରାଜ୍ୟ ସଭାପତି ପିସି ଚାକୋ ଗତକାଲି ତାଙ୍କ ଦଳରେ ଯୋଗ‌ଦେବାକୁ ପ୍ରସ୍ତାବ ଦେଇଥିଲେ। ଚାକୋ କହିଥିଲେ, ‘ ଯଦି ଥରୁର…

ଦିଲ୍ଲୀ କହିବ ଭାରତ ରାଜନୀତି ଦିଶା

ନୂଆଦିଲ୍ଲୀ: ପୌର ନିର୍ବାଚନର ଫଳାଫଳ କ’ଣ ଜାତୀୟ ରାଜନୀତିରେ ପରିବର୍ତ୍ତନର ବଡ଼ ସଂକେତ ବହନ କରେ? ସବୁବେଳେ କରି ନ ଥାଏ। ତେବେ ୨୦୨୨ ଦିଲ୍ଲୀ ପୌର ନିର୍ବାଚନ ଏପରି କିଛି ସଂକେତ ବହନ…

ଅଭିନେତା ପରେଶ ରାୱଲଙ୍କ ନାଁ ରେ ଏତଲା ଜାଣନ୍ତୁ କାହିଁକି

କୋଲକାତା: ଗୁଜରାଟରେ ବିଜେପି ପାଇଁ ପ୍ରଚାର କରିବା ବେଳେ ଅଭିନେତା ପରେଶ ରାୱଲଙ୍କ ବଙ୍ଗାଳୀ-ବିରୋଧୀ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ…