ତ୍ରୁଣମୂଳ କଂଗ୍ରେସ ନେତାଙ୍କୁ ବୋମା ମାଡ଼

ନୂଆଦିଲ୍ଲୀ :ତ୍ରୁଣମୂଳ କଂଗ୍ରେସ ନେତାଙ୍କୁ ବୋମା ଲଗାଇ ଉଡ଼ାଇଦେଲେ। ଏଭଳି ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗର ବୀରଭୂମିରୁ। ଏଠାରେ ଟିଏମ୍‌ସି ନେତାଙ୍କ ଉପରକୁ ବୋମାମାଡ଼ ହୋଇଛି।…

ପୁଣି କେନ୍ଦ୍ରକୁ ଟାର୍ଗେଟ କରି ଏମିତି କହିଲା ବିଜେଡି

ଭୁବନେଶ୍ବର : ରେଳ ବଜେଟ୍‌ରେ ଓଡ଼ିଶାକୁ ୧୦,୦୧୨କୋଟି ମିଳିବା ପରେ ଆଜି ବି‌େଜଡି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ଶନିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି…

ନବ ଦାସଙ୍କ ହତ୍ୟା ମାମଲା, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି…

ପରଲୋକରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପଭେଜ ମୁଶାରଫ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ସାମରିକ ଶାସକ ତଥା ଅବସରପ୍ରାପ୍ତ ଜେନେରାଲ୍‌ ପର୍‌ୱେଜ୍‌ ମୁଶାରଫ୍‌ଙ୍କର ଆଜି ଦେହାନ୍ତ ହୋଇଯାଇଥିବା ‘ଜିଓ ନ୍ୟୁଜ୍‌’ ରିପୋର୍ଟ କରିଛି। ୨୦୧୬ରୁ ସେ…

ନିର୍ବାଚନ ଲଢ଼ିବାକୁ ନେଇ ଏମିତି କହିଲେ,ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ହେବ ବୋଲି କର୍ଣ୍ଣାଟକ ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ବୋଲି ‘ଇଣ୍ଡିଆ ଟୁଡେ’…

ପଦ୍ମଭୂଷଣ ବାଣୀ ଜୟରାମଙ୍କ ପରଲୋକ

ମୁମ୍ବାଇ: ସଙ୍ଗୀତ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କିଛି ଦିନ ତଳେ ପଦ୍ମଭୂଷଣ ପୁରସ୍କାର ପାଇଥିବା ଲୋକପ୍ରିୟ ଗାୟିକା ବାଣୀ ଜୟରାମଙ୍କ ଦେହାନ୍ତ ହୋଇଛି। ଚେନ୍ନାଇସ୍ଥିତ ତାଙ୍କ…

ଦେଶ ପରେ ଦେଶ ଘୁରି ବୁଲୁଛି ଚୀନ ବେଲୁନ

ଓ୍ବାସିଂଟନ : ଚୀନର ବିଶାଳ ଗୁପ୍ତଚର ବେଲୁନକୁ ନେଇ ଚର୍ଚ୍ଚା ଜାରି ରହିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଚୀନର ବେଲୁନ ଦେଖାଯିବା ପରେ ଏବେ ଲାଟିନ ଆମେରିକା( ଦକ୍ଷିଣ ଆମେରିକା)ରେ ବି ଏପରି…

କାହିଁକି ଏମିତି କହିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ଲଣ୍ଡନ୍‌: ପ୍ରଧାନମନ୍ତ୍ରୀ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବି ବୋଲି ଜାଣି ସୁଦ୍ଧା ଦେଶକୁ ସାହାଯ୍ୟ କରିବା ମୋର ‘ଧର୍ମ’ ବୋଲି ମନକୁ ଆସିବାରୁ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହେଲି…

ବିଧାୟକଙ୍କୁ ମହୁମାଛି ଆକ୍ରମଣ

ଭୁବନେଶ୍ୱର :ମହୁମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଆହତ ହୋଇଛନ୍ତି। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସାପରେ ବିଧାୟକ…

ସୌମ୍ୟ ମାରିଲେ ତେରେଛା ବାଣ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ :ମୋତେ ବି ସୁରକ୍ଷା ପାଇଁ ଜଣେ ପିଏସ୍‌ଓ ମିଳିଛନ୍ତି। ସେ ବି ପାଖରେ ବନ୍ଧୁକ ରଖୁଛନ୍ତି। ବେଳେବେଳେ ମନକୁ ପ୍ରଶ୍ନ ଆସୁଛି, ସେ ଗୋପାଳ ଦାସ ହୋଇ ଯିବେନି ତ ?’ ନବ ଦାସ…