ବିଶ୍ୱବିଦ୍ୟାଳୟ ହେଲା ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟ

ଭୁବନେଶ୍ବର: ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ…

ପାଇଖାନାରୁ ମିଳିଲା ଗୋପାଳଙ୍କ ହାତ ଲେଖା ଚିଠି

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ନୂଆ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ବହୁ ଆଗରୁ…

ଜୀ-ସାର୍ଥକର ‘ଝିଲି’ ମେଗା ଧାରାବାହିକ ଏବେ ଦର୍ଶକଙ୍କ ପ୍ରଥମ ପସନ୍ଦ ।

ଭୁବନେଶ୍ବର ( ୩୧ /୦୧) : ବର୍ତ୍ତମାନ ଜୀ-ସାର୍ଥକରେ ସନ୍ଧ୍ୟା ୭ଟା ରେ ଚାଲିଥିବା ମେଗା ଧାରାବାହିକ 'ଝିଲି' ଲୋକପ୍ରିୟତା ଶୀର୍ଷରେ। ଏହି ଧାରାବାହିକରେ ଝିଲି ଓ ସିଦ୍ଧ ଯୋଡ଼ି ଦର୍ଶକମାନଙ୍କ…

ପ୍ରତିଷ୍ଠା ହେବ ନୂଆ ୫୦ଏୟାରପୋର୍ଟ

ନୂଆଦିଲ୍ଲୀ : ଦେଶରେ ଆଉ ୫୦ଟି ନୂଆ ଏୟାରପୋର୍ଟ ଖୋଲିବ। ସେହିପରି ଅଧିକ ଏୟାରଷ୍ଟ୍ରିପ, ହେଲି ପୋଡ୍‌ ଓ ଓ୍ୱାଟର୍‌ ଏରୋ ଡ୍ରୋନ୍ସ ମଧ୍ୟ ତିଆରି ହେବ। ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ ବେଳେ…

ବଜେଟ୍,, କାହା ଭାଗ୍ୟରେ କେତେ ବଡିବ

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ନିର୍ବାଚନ ବର୍ଷ ହୋଇଥିବାରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବାକୁ ମୋଦି ସରକାର ଭରପୂର ଚେଷ୍ଟା…

ଗରିବ କଏଦୀଙ୍କୁ ସାହାର୍ଯ୍ୟ କରିବେ ସରକାର

ନୂଆଦିଲ୍ଲୀ: ଜାମିନ ପାଇବାରୁ ବଞ୍ଚିତ ହେଉଥିବା ଗରିବ କଏଦୀମାନଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଆଜି କେନ୍ଦ୍ର ବଜେଟ୍‌ ୨୦୨୩-୨୪ ଉପସ୍ଥାପନ କରିବା ବେଳେ ଦେଇଥିବା…

ବଜେଟକୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି । ତେବେ ବଜେଟ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି…

ଓଡ଼ିଶା ଆସିବେ ରାଷ୍ଟ୍ରପତି, ଜାଣନ୍ତୁ କାହିଁକି

ଭୁବନେଶ୍ବର: ଆଗାମୀ ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏନେଇ ରମାଦେବୀ…

ଅର୍ଥ ମନ୍ତ୍ରୀଙ୍କ ୧୦ଟି ବଡ ଘୋଷଣା, ଜାଣନ୍ତୁ କଣ

ନୂଆଦିଲ୍ଲୀ: ମଧ୍ୟବିତ୍ତ ଶ୍ରେଣୀକୁ ସୁହାଇବା ଭଳି ବିଭିନ୍ନ ଭିତ୍ତିଭୂମି, କୃଷି ଓ ଆୟକର ଆଦି ଉପରେ ବିଶେଷ ଧ୍ୟାନ ଦେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିଛନ୍ତି।…

ନବ ଦାସଙ୍କ ହତ୍ୟାକୁ ନେଇ ଏମିତି କହିଲେ ବିଜୟ ମହାପାତ୍ର

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି, ଏଭଳି ଘଟଣା ଭାରତରେ ବି ହୋଇନଥିବ।…