ବଜେଟକୁ ନେଇ ଏମିତି କହିଲେ ମୋଦି

ନୂଆଦିଲ୍ଲୀ : ଆଜିଠୁ ବସିଛି ସଂସଦର ବଜେଟ୍‌ ଅଧିବେଶନ। ଆସନ୍ତାକାଲି ଆସିବ ସାଧାରଣ ବଜେଟ୍‌। ଆଜି ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ…

ଆନ୍ଧ୍ର ପ୍ରଦେଶ ସରକାରଙ୍କ ବଡ ଘୋଷଣା, ଜାଣନ୍ତୁ କଣ

ନୂଆଦିଲ୍ଲୀ : ବଦଳିବ ଆନ୍ଧ୍ର ପ୍ରଦେଶର ରାଜଧାନୀ। ବିଶାଖାପଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ। ଆଗାମୀ କିଛି ମାସ ମଧ୍ୟରେ ରାଜଧାନୀ ବଦଳିବା ପ୍ରକ୍ରିୟା ଶେଷ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ…

ଆଶାରାମ ବାପୁଙ୍କୁ ଆଜୀବନ ଜେଲ

ନୂଆଦିଲ୍ଲୀ : ଆଶ୍ରମ ଭିତରେ ମହିଳା ଅନୁଗାମୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଆତ୍ମଘୋଷିତ ବାବା ଆଶାରାମ ବାପୁକୁ ଆଜୀବନ ଜେଲଦଣ୍ଡ ମିଳିଛି। ସୋମବାର ଗୁଜରାଟର ଗାନ୍ଧିନଗରରେ ଥିବା ଗୋଟିଏ…

ଆଜି ବଜେଟ୍ ଅଧିବେଶନ, ସର୍ବଦଳୀୟ ବୈଠକକୁ ଆସିଲାନି କଂଗ୍ରେସ

ନୂଆଦିଲ୍ଲୀ: ଆଜି ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସଂସଦର କେନ୍ଦ୍ରୀୟ କକ୍ଷରେ ଉଭୟ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେବେ।…

ବିବିସିକୁ ଗାଳିଦେଲା ଋଷ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବିସି ଦ୍ବାରା ପ୍ରସ୍ତୁତ ଦୁଇଟି ଭାଗଯୁକ୍ତ ଡକୁମେଣ୍ଟାରିକୁ ନେଇ ଭାରତ ଓ ବିଦେଶରେ ବ୍ୟାପକ ଅସନ୍ତୋଷ ଦେଖାଦେଇଥିବା ବେଳେ…

ମୋଦିଙ୍କୁ ସାକ୍ଷାତ କଲେ କୋରୋସି

ନୂଆଦିଲ୍ଲୀ : ଜାତିସଂଘ ସାଧାରଣ ପରିଷଦ ଅଧ୍ୟକ୍ଷ ସାବା କୋରୋସି ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିଛନ୍ତି। ଏକ ଟ୍ବିଟ୍‌ରେ ପ୍ରଧାନମନ୍ତ୍ରୀ…

ଆଜି ଇଣ୍ଟିଗ୍ରେଟେଡ୍ ପରୀକ୍ଷା ଦେବ ଅର୍ଚ୍ଚନା ନାଗ

ଭୁବନେଶ୍ବର: ବହୁଚର୍ଚ୍ଚିତ ହନି ଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ। ହନିଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ ଆଇନ ପରୀକ୍ଷା ଦେବା ପାଇଁ ଫର୍ମ…

*ଡିସିବି ପ୍ରିମିଅର ଲିଗ ସିଜନ – ୧ ଉଦଯାପିତ*

ଭୁବନେଶ୍ୱର :ଭୁବନେଶ୍ୱର ରେଲୱେ ଷ୍ଟାଡିଅମ, ମଞ୍ଚେଶ୍ୱର ଠାରେ ଡିସିବି ପ୍ରିମିଅର ଲିଗ ସିଜନ ୧ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରାୟ ଦେଢ଼ ମାସ ଧରି ଚାଲିଥିବା ବେଳେ ଆଜି ଉଦଯାପିତ…

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଗୁଳି ମାରିଥିବା ଦୁବୃର୍ତ୍ତଙ୍କୁ କାବୁ କଲା ପୋଲିସ

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ…

ନବ ଦାସଙ୍କୁ ଏୟାରଲିଫ୍ଟରେ ଅଣା ଗଲା ଭୁବନେଶ୍ୱର, ଅପୋଲୋ ହସ୍ପିଟାଲରେ ହେବେ ଭର୍ତ୍ତି

ଝାରସୁଗୁଡ଼ା: ଗୁଳିମାଡ଼ର ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…