ଅର୍ଚ୍ଚନାଙ୍କ ସହିତ ୪ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲେ ଇଡି

ଭୁବନେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦାଖଲ କରିଛି। ୨୪୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ…

ସମାନ ନାଗରିକ ସଂହିତାକୁ ନେଇ ଏମିତି ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସମାନ ନାଗରିକ ସଂହିତା (ୟୁସିସି) ଯାଞ୍ଚ କରିବାକୁ ବିଜେପି ଶାସିତ ଗୁଜରାଟ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଗଠିତ କମିଟିକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ ।…

ବ୍ରାଜିଲରେ ଅରାଜକତା ରାଷ୍ଟ୍ରପତି ଭବନକୁ ପଶିଲେ ଜନତା

ନୂଆଦିଲ୍ଲୀ: ବ୍ରାଜିଲରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅରାଜକତା ଓ ହିଂସାକାଣ୍ଡ ଘଟଣାରେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବ୍ରାଜିଲ…

କ୍ଷମା ମାଗିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କାହିଁକି

ମୁୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓରଫ୍ ବିଗ୍ ବି’। ସେ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେତିକି ସକ୍ରିୟ ସୋଶାଲ ମିଡିଆରେ ମଧ୍ୟ ସେତିକି ସକ୍ରିୟ। ସେ ପ୍ରାୟତଃ ନିଜ ଫ୍ୟାନ୍‌ମାନଙ୍କ…

ଯାତ୍ରୀଙ୍କୁ ଛାଡି ପଳାଇଲା ବିମାନ

ବେଙ୍ଗାଲୁରୁ: ଜଣେ କି ଦୁଇ ଜଣ ନୁହଁ। ୫୦ ଜଣ ଯାତ୍ରୀଙ୍କୁ ଛାଡ଼ି ପଳାଇଲା ବିମାନ। ଏମିତି ଏକ ଅଦ୍ଭୁତ ଘଟଣା ଆଜି ବେଙ୍ଗାଲୁରୁ ବିମାନ ବନ୍ଦରରେ ଘଟିଛି। ବିମାନ କମ୍ପାନୀ ‘ଗୋ ଫାଷ୍ଟ’ ପକ୍ଷରୁ…

ଜୀ-ସାର୍ଥକ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ର ଶୁଭ ମହୁରତ*

ଭୁବନେଶ୍ବର (୦୯/୦୧) : ଓଲିଉଡରେ ଓଡ଼ିଆ ସିନେମାର ବଜାର ଏବେ ସରଗରମ। ଏହି ଗରମାଗରମ ମାହୋଲରେ ମନୋରଞ୍ଜନର ତଡ଼କା ଲଗେଇ ଜୀ-ସାର୍ଥକ ଫିଲ୍ମସ ନିବେଦିତ ଏବଂ ଅଜୟ ରାଉତ ପ୍ରଯୋଜିତ ଆଉ ଏକ ନୂଆ…

ଜାତିଗଣନାକୁ ନେଇ ଏମିତି କହିଲେ,, ନୀତିଶ

ନୂଆଦିଲ୍ଲୀ: ବିହାର ସରକାର ଶନିବାର ଜାତି ଜନଗଣନା ଆରମ୍ଭ କରିଛନ୍ତି। ରାଜ୍ୟରେ ସମସ୍ତ ୩୮ଟି ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ଜାତି ଜନଗଣନା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ସମସ୍ତ…

ଫେବୃଆରୀ ଘୁଞ୍ଚିଲା ମହାନଦୀ ଜଳ ମାମଲାର ଶୁଣାଣି

ନୂଆଦିଲ୍ଲୀ : ମଦାନଦୀ ଜଳବିବାଦ ମାମଲାର ଶୁଣାଣି ଫେବ୍ରୁଆରି ୪କୁ ଘୁଞ୍ଚିଛି। ଚଳିତ ମାସ ୧୬ରେ ଆସେସର୍‌ମାନଙ୍କ ସହ ଓଡ଼ିଶା ଓ ଛତିଶଗଡ଼ ବୈଷୟିକ ଟିମ୍‌ର ବୈଠକ ନିର୍ଦ୍ଧାରିତ ହୋଇଥିବାରୁ…

ଦୁଇଟି ନିର୍ବାଚନୀ ମଣ୍ଡଳୀରେ ନାଁ ରହିଛି ଅୱେସିଙ୍କ

ହାଇଦ୍ରାବାଦ : କଂଗ୍ରେସ ଶୁକ୍ରବାର ଅଭିଯୋଗ କରିଛି ଯେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଅୱେସିଙ୍କ ନାମ ହାଇଦ୍ରାବାଦର ଦୁଇଟି ନିର୍ବାଚନମଣ୍ଡଳୀରେ ଭୋଟର ତାଲିକାରେ ଅଛି। ତେଲେଙ୍ଗାନା…

ବରିଷ୍ଠ ବିଜେପି ନେତା କେଶ୍ୱରୀନାଥ ତ୍ରିପାଠୀଙ୍କ ପରଲୋକ

ପ୍ରୟାଗରାଜ: ଆଜି ଭୋର୍‌ ୫ଟା ବେଳେ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ ବରିଷ୍ଠ ‘ବିଜେପି’ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କର ଦେହାନ୍ତ ହୋଇଯାଇଥିବା…