ଉତ୍ତରପ୍ରଦେଶ ପୋଲିସ ନାଁରେ ଏମିତି ଅଭିଯୋଗ ଆଣିଲେ ଅଖିଳେଶ

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶର ମୈନ୍‌ପୁରୀ ସଂସଦୀୟ ଆସନରେ ଉପନିର୍ବାଚନ ଆରମ୍ଭ ହେବା ପରେ ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ, ପୁଲିସ ଲୋକମାନଙ୍କୁ…

ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ରାଗି ଏହି ଅଭିନେତା

ବେଙ୍ଗାଲୁର:ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ରାଗି ପାଚି ଲାଲ ହେଲେ ‘ବାହୁବଲୀ’ ଫେମ୍‌ ରାଣା ଦଗୁବତୀ । ଏହି ବେସାମରିକ ବିମାନରେ ଯିବା ସବୁଠୁ ଖରାପ ଅନଭୂତି, ଏଠାକାର ଷ୍ଟାଫ୍‌ଙ୍କର ଦାୟିତ୍ୱବୋଧ…

ଶିଡିରୁ ଖସି ପଡିଲେ ପୁଟିନ

ୱାଶିଂଟନ୍‌: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସୁସ୍ଥ। ମସ୍କୋ ସ୍ଥିତ ନିଜ ସରକାରୀ ବସଭବନର ଶିଡିରୁ ସେ ବୁଧବାର ଖସି ପଡିଥିଲେ। ଏହାପରେ ତାଙ୍କ ମେରୁଦଣ୍ଡ ହାଡରେ ଆଘାତ ଲାଗିଛି। ସେ…

ଆସୁଛି ଆଉ ଏକ ବାତ୍ୟା

ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧିରେ ଧିରେ ଘନିଭୂତ ହୋଇ ଏକ ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ଏହି ସାମୁଦ୍ରିକ ଝଡ଼…

ମୋଦିଙ୍କୁ ପ୍ରଶଂସା କଲେ ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ:  ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନିଜର ଏକ ପଟୋ ଟ୍ୱିଟ୍ କରିଛନ୍ତି। ସେ ନିଜର ଏହି ଟ୍ୱିଟରେ ପ୍ରଧାନମନ୍ତ୍ରୀ…

ଆଜିଠୁ ଭାରତ-ବାଂଲାଦେଶ ଦିନିକିଆ ସିରିଜ୍

ମୀରପୁର: ବାଂଲାଦେଶ ଗସ୍ତରେ ଥିବା ଭାରତୀୟ ଦଳ ରବିବାରଠୁ ଅଭିଯାନ ଆରମ୍ଭ କରିବ । ଶେରେ ବାଂଲା ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ…

କାଲି ପଦ୍ମପୁରରେ ଭୋଟ ଗ୍ରହଣ

ବରଗଡ଼ : ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ପ୍ରଚାର ସରିଥିବା ବେଳେ ଆସନ୍ତାକାଲି ହେବ ଭୋଟ ଗ୍ରହଣ। ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ। ଭୋଟିଂ ଲାଗି ମୋଟ…

ଇସ୍ରାଏଲ୍ ରାଷ୍ଟ୍ରଦୂତ ନାଓର୍ ଗିଲୋନଙ୍କୁ ଧମକ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଥମୁନି ଫିଲ୍ମ କଶ୍ମୀର ଫାଇଲ୍ସକୁ ନେଇ ବିବାଦ। ଏହାକୁ ନେଇ ଏବେ ଭାରତରେ ଥିବା ଇସ୍ରାଏଲ୍ ରାଷ୍ଟ୍ରଦୂତ ନାଓର୍ ଗିଲୋନଙ୍କୁ ଧମକ ମିଳିଛି। ତୁରନ୍ତ ଭାରତ ଛାଡିବାକୁ ତାଙ୍କୁ ଧମକ…

କ୍ଷମା ମାଗିଲେ ସାଂସଦ ବଦରୁଦୀନ୍‌ ଅଜ୍‌ମଲ୍‌

ହୋଜାଇ(ଆସାମ): ହିନ୍ଦୁମାନଙ୍କ ବିବାହ ବିଷୟରେ ବିବାଦୀୟ ମନ୍ତବ୍ୟ ଦେବାର ଦିନକ ପରେ ‘ଅଲ୍‌ ଇଣ୍ଡିଆ ‌ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌’ର (ଏଆଇୟୁଡିଏଫ୍‌) ମୁଖ୍ୟ ଶନିବାର ଦିନ ମୁଁ…

ଇଂଲଣ୍ଡ ରାଜ ମୁକୁଟର କରା ଯିବ ପରିବର୍ତ୍ତନ

ଲଣ୍ଡନ୍‌: ଆସନ୍ତା ବର୍ଷ ମେ ୬ ତାରିଖରେ ୱେଷ୍ଟ୍‌ମିନ୍‌ଷ୍ଟର୍‌ ଆବେରେ ରାଜା ୩ୟ ଚାର୍ଲସ୍‌ଙ୍କ ଅଭିଷେକ ନିମନ୍ତେ ପଦ୍ମରାଗ ମଣି, ଫିରୋଜା ମଣି, ମରକତ ମଣି, ରକ୍ତମଣି, ପୋଖରାଜ ମଣି,…