ଯୌନ ନିର୍ଯାତନା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ

ଯୌନ ନିର୍ଯାତନା ମାମଲାରେ ତେଲଙ୍ଗାନା ପୁଲିସ ଶନିବାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବି.ସଞ୍ଜୟ କୁମାରଙ୍କ ପୁଅ ବି.ଭଗୀରଥ ସାଇଙ୍କୁ ଗିରଫ କରିଛି। ଭଗୀରଥ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଯୌନ…

ରୁପା ଆମଦାନୀ ଉପରେ କଟକଣା

କେନ୍ଦ୍ର ସରକାର ରୂପା ଆମଦାନୀ ଉପରେ ଶନିବାର କଟକଣା ଲାଗୁ କରିଛନ୍ତି। କାରଣ ମୂଲ୍ୟବାନ ଧାତବ ଆମଦାନୀକୁ ନିୟନ୍ତ୍ରଣ କରିବା ଏବଂ ଦେଶର ବାହ୍ୟ କ୍ଷେତ୍ର ଉପରେ ଚାପ ହ୍ରାସ କରିବା ପାଇଁ ସରକାର…

ଆଜି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ରବିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଆଜି ରାଜ୍ୟ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ, ବଢ଼ିଲା ବିଚାରପତିଙ୍କ ସଂଖ୍ୟା 

ସୁପ୍ରିମକୋର୍ଟରେ ୪ ନୂଆ ବିଚାରପତି । ମୋଟ ୩୮ ଜଣ ହେବେ ବିଚାରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ ଜାରି କରିଛନ୍ତି । ଏହା ଦ୍ୱାରା…

ତୈଳ ସଙ୍କଟ ଭିତରେ ଭାରତ ପାଇଁ ଆଶ୍ବସ୍ତିକର ଖବର

ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣକୁ ବଢିଥିବା ଚିନ୍ତା ଭିତରେ ଭାରତ ପାଇଁ ଏକ ଆଶ୍ଵସ୍ତିକର ଖବର । ପ୍ରାୟ ୨୦ ହଜାର ଟନ୍ ଏଲ୍ପିଜି ଧରି ଟ୍ୟାଙ୍କର ସିମି ସୁରକ୍ଷିତ ଭାବେ…

ବଢ଼ିଲା ଘରୋଇ ବସ ଭଡ଼ା, କିଲୋମିଟର ପିଛା ୨ ପଇସା ବୃଦ୍ଧି

ବସରେ ଯାତାୟାତ କରୁଥିବା ଯାତ୍ରୀଙ୍କ ପକେଟକୁ ମହଙ୍ଗା ମାଡ଼। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ବଢ଼ିଲା ଘରୋଇ ବସ ଭଡ଼ା । ସାଧାରଣ ବସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି । ଏକ…

ଆମେରିକାର ବଡ଼ ନିଷ୍ପତ୍ତି, ଯୁଦ୍ଧବିରତିକୁ ୪୫ ଦିନକୁ ବୃଦ୍ଧି

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଆମେରିକା ମଧ୍ୟସ୍ଥତାରେ ୱାଶିଂଟନରେ ଦୁଇ ଦିନିଆ ଉଚ୍ଚସ୍ତରୀୟ ଆଲୋଚନା ପରେ ଇସ୍ରାଏଲ ଏବଂ…

କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟନୁଷ୍ଠାନ, ଚାକିରିରୁ ବହିଷ୍କୃତ ହେଲେ IAS ଅଫିସର

IAS ଅଫିସର ଚାକିରିରୁ ବହିଷ୍କୃତ!। ଦୁର୍ନୀତି ଅଭିଯୋଗରେ ଆଇଏଏସ ପଦ୍ମା ଜୈସୱାଲ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ୨୦ ବର୍ଷ ତଳର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର…

ମେ ୧୮ ଓ ୨୫ରେ ଜନ ଅଭିଯୋଗ ଶୁଣାଣି ବନ୍ଦ

ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଆସନ୍ତା ମେ ୧୮ ଓ ୨୫ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଜଣାଇ ଦିଆଯିବ।…

ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କ ସହିତ, ମୁଖ୍ୟମନ୍ତ୍ରୀଙ୍କ ମାନସ ମନ୍ଥନ

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଏବଂ ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସଂସ୍କୃତି ଭବନଠାରେ ଆୟୋଜିତ ଏକ…