ଶତ୍ରୁ ଚେକ୍ ଦେବ ପ୍ରଳୟ ମିସାଇଲ୍

ନୂଆଦିଲ୍ଲୀ: ସାବଧାନ୍ ଚୀନ୍ ଓ ପାକିସ୍ତାନ। ଔଦ୍ଧତ୍ୟର ସୀମା ଟପିଲେ ପ୍ରଳୟ ରଚିବ ପ୍ରଳୟ। ପଡ଼ୋଶୀଙ୍କୁ ଚେକ୍ ଦେବାକୁ ଭାରତର ବଡ଼ ନିଷ୍ପତ୍ତି। ପାକିସ୍ତାନ ଓ ଚୀନ୍ ସୀମାରେ ମୁତୟନ ହେବ…

ଭାଗବତ କଥା ପ୍ରବଚକଙ୍କୁ ହତ୍ୟା ଧମକ

ମୁମ୍ବାଇ: ଭାଗବତ କଥା ପ୍ରବଚକଙ୍କୁ ହତ୍ୟା ଧମକ। ବୃନ୍ଦାବନର ଠାକୁର ଶ୍ରୀ ପ୍ରୀୟାକାନ୍ତଜୀ ମନ୍ଦିରର ପ୍ରତିଷ୍ଠାତା ଦେବକୀନନ୍ଦନ ମହାରାଜଙ୍କୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ସାଉଦୀ…

ସ୍କୁଲରେ ପିଲା ପିନ୍ଧିବେ ମାସ୍କ

ଭୁବନେଶ୍ୱର:କରୋନାର ନୂଆ ଭାରିଆଣ୍ଟ ପୁଣି ବଢ଼ି ବଢ଼ି ଚାଲିଛି। ଯାହାକୁ ନେଇ ସବୁଠି ଚିନ୍ତା ବଢ଼ୁଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାବେଳେ ସବୁଠି ଭୟଭୀତ ପରିବେଶ ଦେଖିବାକୁ…

କାହିଁକି ଏମିତି କହିଲେ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର

ଶିବମୋଗା: ଖୋଲାଖୋଲି ଭାବେ ହିଂସାତ୍ମକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର। ସେ ଲଭ ଜିହାଦ କରୁଥିବା ଲୋକଙ୍କୁ ଉଚିତ ଜବାବ ଦେବା ପାଇଁ…

ସେନାରେ ସାମିଲ ହେବେ ପ୍ରଥମ ବ୍ୟାଚ ଅଗ୍ନିବୀର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଚୟନ ହୋଇଥିବା ପ୍ରଥମ ବ୍ୟାଚ୍‌ର ଅଗ୍ନିବୀରମାନେ ତାଲିମ ପାଇଁ ଭାରତୀୟ ସେନାରେ ସାମିଲ ହୋଇଛନ୍ତି। ପ୍ରାୟ ୨୦୦ ଜଣ ଆଶାୟୀଙ୍କୁ ଶାରୀରିକ, ମେଡିକାଲ, ରିଟିନ…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଝଟକା

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଓ ତାଙ୍କ ଦଳ ଭାରତ ରାଷ୍ଟ୍ର ସମିତିକୁ ଶକ୍ତ ଝଟକା ଲାଗିଛି। କେସିଆରଙ୍କ ଦଳର କିଛି ବିଧାୟକଙ୍କୁ ବିଜେପି କିଣି…

କରୋନା ପାଇଁ ରାଜ୍ୟକୁ ଏହି ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣ ବୃଦ୍ଧି ହେଉଥିବା ବେଳେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଶନିବାର ଦିନ ନୂଆ କୋଭିଡ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଭବିଷ୍ୟତରେ…

*ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “କାଭିସ୍” ଉଦ୍‌ଯାପିତ*

ଭୁବନେଶ୍ଵର – ତା ୨୩.୧୨ –ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “କାଭିସ୍” ଉଦ୍‌ଯାପିତ ହୋଇଯାଇଛି । ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ସହ ଡିଏଭି ଗାନପୂର୍ବକ ମୁଖ୍ୟ ଅତିଥିଙ୍କ ଦ୍ଵାରା…

କୃଷ୍ଣ ଜନ୍ମଭୂମି ,ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ କୋର୍ଟ

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଥିବା ଶାହି ଇଦଗା ମସଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ କୋର୍ଟ। ମସଜିଦଟି କୃଷ୍ଣ ତ ତିଆରି ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କୃଷ୍ଣ…

କାହିଁକି ଏମିତି କହିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ‘ଘୃଣାର ବଜାରରେ ପ୍ରେମ ଦୋକାନ ଖୋଲିବାକୁ ଆସିଛି। ଆପଣ ମଧ୍ୟ ନିଜର ପ୍ରେମର ଛୋଟ ଦୋକାନ ଖୋଲନ୍ତୁ। ନିର୍ବାଚିତ ହୋଇଥିବା ଲୋକେ ଘୃଣା ବିସ୍ତାର କରୁଛନ୍ତି।’ ଆଜି ଦିଲ୍ଲୀରେ…