ଏବେ ପାଳି ଗୁଗୁଲର କର୍ମଚାରୀଙ୍କୁ କରିବ ଛଟେଇ, ଚାଲିଛି ଯୋଜନା

ନୂଆଦିଲ୍ଲୀ : ଟେକନଲୋଜୀ ଶିଳ୍ପରେ ଏବେ ବ୍ୟାପକ ଛଟେଇ ଚାଲିଛି । ପ୍ରଥମେ ଟ୍ବିଟର, ତାପରେ ମେଟା ଓ ଆମାଜନ ପରେ ଏବେ ଗୁଗୁଲ ମଧ୍ୟ ଛଟେଇ କରିବାକୁ ଘୋଷଣା କରିଛି । କମ୍ପାନି ପକ୍ଷରୁ ଅତି କମରେ…

ଇଡିରେ ହାଜର ହେଲେ ପ୍ରଯୋଜକ ଅକ୍ଷୟ ପରିଜା

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ପ୍ରଯୋଜକ ଅକ୍ଷୟ ପରିଜା ଆଜି ଦିନ ୨ଟାରେ ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହୋଇଛନ୍ତି। ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର…

କାହିଁକି ମାଡ଼ ଖାଇଲେ ଆପ ବିଧାୟକ, ଜାଣନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି। ବିଜେପି ଓ ଆମ୍ ଆଦମୀ ପାର୍ଟି ପରସ୍ପରକୁ ଟାର୍ଗେଟ୍ କରିବାର ଗୋଟିଏ ମଉକା ଛାଡୁନାହାନ୍ତି। କେବଳ ସେତିକି…

ଆରମ୍ଭ ହେଲା ଜୀ-ସାର୍ଥକର ଲୋକପ୍ରିୟ ରିଅଲିଟି ଶୋ ‘ଦିଦି ନମ୍ବର-୧’ ର ସିଜନ-୨ 

ଭୁବନେଶ୍ୱର(୧୯/୧୧) : ପ୍ରଥମ ସିଜନର ବିପୁଳ ସଫଳତା ପରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନଭେମ୍ବର ୨୧ ରୁ ସୋମବାରରୁ ରବିବାର ସନ୍ଧ୍ୟା ୫ ଟାରେ ରିଅଲିଟି ଶୋ 'ଦିଦି ନମ୍ବର -୧'…

ନିଜ ଦୋଷ ମାନିଲା ଅଫତାବ, କହିଲା ରାଗରେ ଏମିତି କିଛି

ନୂଆଦିଲ୍ଲୀ: ଆଜି ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଭିଡିଓ କନଫରେନ୍ସିଂରେ ଦିଲ୍ଲୀ ସାକେତ କୋର୍ଟରେ ହାଜର କରାଯାଇଥିଲା। ଅଧିକ ପଚରାଉଚରା ପାଇଁ ପୁଲିସ ତାକୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ…

ସ୍ୱାଭାବିକ ହେଲା କୋରେଇରେ ଟ୍ରେନ ଚଳାଚଳ

ଯାଜପୁର :୧୫ ଘଣ୍ଟାପରେ ଯାଜପୁର ଜିଲ୍ଲା କୋରେଇ ଷ୍ଟେସନ ଦେଇ ସ୍ୱାଭାବିକ ହୋଇଛି ରେଳ ଚଳାଚଳ। ଆଜି ସକାଳେ ୨ଟି ମାଲବାହୀ ଟ୍ରେନ୍ ଓ ଏକ ଯାତ୍ରୀବାହୀ ଟ୍ରେନ୍‌ କୋରେଇ ଷ୍ଟେସନ ଦେଇ ଗତି…

ପୁଣି ସତ୍ୟପାଲ ମଲ୍ଲିକଙ୍କ ବୟାନକୁ ନେଇ ଚର୍ଚ୍ଚା

ମଧ୍ୟପ୍ରଦେଶ: ‘ଇନ୍ଦିରା ଗାନ୍ଧୀ ଦିନେ ନିଜକୁ ସର୍ବଶକ୍ତିମାନ ଭାବୁଥିଲେ, କିନ୍ତୁ ତାଙ୍କ ସରକାର ଭାଙ୍ଗିଯାଇଥିଲା । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦିନେ ଚାଲିଯିବେ।’ ଗତ…

କଂଗ୍ରେସ ଉପରେ ପୁଣି ବର୍ଷିଲେ ମୋଦି, କହିଲେ ଯାତ୍ରା ଦ୍ଵାରା କ୍ଷମତା ନେବାକୁ ଚେଷ୍ଟା କରୁଛି କଂଗ୍ରେସ

ଅହମ୍ମଦାବାଦ: ଗୁଜରାଟ ନିର୍ବାଚନୀ ପ୍ରଚାର ଅଭିଯାନରା ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ…

ଫିଲ୍ମ ଫ୍ଲପ ନେଇ ଏମିତି କହିଲେ ସୈଫ ଅଲି ଖାନ

ମୁମ୍ବାଇ : ସୈଫ ଅଲି ଖାନ ଏବଂ ହ୍ରିତିକ ରୋଶନଙ୍କ ନିକଟରେ ରିଲିଜ୍ ହୋଇଥିବା ‘ବିକ୍ରମ ବେଧା’ ବକ୍ସ ଅଫିସରେ କମାଲ ଦେଖାଇ ପାରିଲାନି। ଫିଲ୍ମଟି ବକ୍ସ ଅଫିସରେ ବହୁତ ରୋଜଗାର କରିବ ବୋଲି…

ଜୋମାଟୋ ନେଲା ଏମିତି ବଡ ନିଷ୍ପତ୍ତି, ଜାଣନ୍ତୁ କଣ

ନୂଆଦିଲ୍ଲୀ:  ଅନଲାଇନରେ ଖାଦ୍ୟ ଡେଲିଭରି କରୁଥିବା ଜୋମାଟୋ ତାର ବିଭିନ୍ନ ବିଭାଗରେ କର୍ମଚାରୀମାନଙ୍କୁ କମ୍ପାନୀ ଛାଡ଼ିବାକୁ ନୋଟିସ ଦେଇଛି। କମ୍ପାନୀର ଥିବା ୱାର୍କ ଫୋର୍ସର ୩ ପ୍ରତିଶତ…