କୁସ୍ତି ଖେଳାଳିଙ୍କୁ ଅଣଦେଖାର ତଦନ୍ତ ହେବ: ମନ୍ତ୍ରୀ

ଟ୍ରେନ୍‌ରେ ଲାର୍ଟିନ୍‌ ପାଖରେ ବସି କୁସ୍ତି ଖେଳାଳି ଉତ୍ତ ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତିି ଘଟଣାରେ କେତେ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ASI) ପକ୍ଷରୁ…

ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ ଅଭିଯୋଗ କରିଥିଲେ…

ବଢିଲା ରେଳ ଟିକଟ ଦର

ବଢିଲା ରେଳ ଟିକଟ ଦର । ସାରା ଦେଶରେ ରେଳ ଟିକଟ ଦର ବଢିଛି । ବର୍ଦ୍ଧିତ ଟିକଟ ଦର ଅନୁସାରେ , ନନ୍ ଏସିରେ ୫୦୦ କିମି ଯାତ୍ରା କରିବ ପାଇଁ ଅଧିକ ୧୦ଟଙ୍କା ଦେବାକୁ ପଡିବ । ସାଧାରଣ ବର୍ଗରେ…

ଏତଲା ଦେଲେ ହ୍ୟୁମାନଙ୍କ ମାଆ

କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ମୃତ୍ୟୁ ମାମଲାରେ ଥାନାରେ ଏତଲା ହୋଇଛି। କଟକ ମର୍କତ ନଗର ଥାନାରେ ହ୍ୟୁମାନଙ୍କ ମାଆ ଏତଲା ଦେଇଛନ୍ତି। ନିଜ ପୁଅକୁ ନିର୍ଯ୍ୟାତନା ଦିଆଯାଇଥିବା ହ୍ୟୁମାନଙ୍କ ମାଆ…

ଜମ୍ମୁ-କାଶ୍ମୀରରେ ଘରୁ ଖାଦ୍ୟ ଚୋରୀ କଲେ ଆତଙ୍କବାଦୀ

ଜମ୍ମୁ-କାଶ୍ମୀରରେ ଏକ ଘରୁ ଆତଙ୍କବାଦୀ ଖାଦ୍ୟ ଚୋରୀ କରିଥିବା ଘଟଣା ସାମ୍ନାକୁ ଆସିଛି । ଆତଙ୍କବାଦୀ ଖାଦ୍ୟ ଚୋରୀ କରି ଜଙ୍ଗଲ ଅଡ଼େ ପଳାଇ ଥିବା ସୂଚନା । ମିଳିଥିବା ସୂଚନା ଅନୁସାରେ…

ସିରିଜ୍‌ ଜିତିଲା ଭାରତ-ଶେଷ ଟି୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନ୍‌ରେ ହରାଇଲା,

ଅହମ୍ମଦାବାଦ ଟି-୨୦ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୩୦ ରନ୍‌ରେ ପରାସ୍ତ କରିଛି । ଗୋଟିଏ ମ୍ୟାଚ ବାତିଲ୍‌ ହୋଇଥିବା ବେଳ ଭାରତ ତିନୋଟି ଏବଂ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍‌ ଜିତିଛି ।…

ପରୀ ଫିଲ୍ମର ପ୍ରଚାର ଓ ପ୍ରସାର ପାଇଁ ଯାଜପୁରରେ ଟିମ୍*

ଓଡ଼ିଆ ଚଳଚ୍ଚିତ୍ରର ମାନ ବଢିବା ସହିତ ଦର୍ଶକଙ୍କର ଭଲ ପାଇବା ବହୁଳ ମାତ୍ରାରେ ବଢ଼ିବାରେ ଲାଗିଛି l ଓଡିଶା ମାଟିର ମୌଳିକ କାହାଣୀକୁ ନେଇ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ହିଟ୍ ହେବାରେ…

ପରଲୋକରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଡିଜାଇନର ମୂର୍ତ୍ତିକାର ରାମ ସୂତାର, ଆଜି ହେବ ଶେଷକୃତ୍ୟ

ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି, ଷ୍ଟାଚ୍ୟୁ ଅଫ୍ ୟୁନିଟି ଡିଜାଇନ୍ କରିଥିବା ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ…

ରାଜଧାନୀରେ ଆଜିଠୁ ନୂଆ ନିୟମ, ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଗାଡ଼ିରେ ତେଲ ପକାଇପାରିବେ ନାହିଁ

ସାଂଘାତିକ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ । ଦିଲ୍ଲୀରେ ଆଜିଠୁ ନୋ ପିୟୁସି ନୋ ଫୁଏଲ୍ ନିୟମ ଲାଗୁ । ପ୍ରଦୂଷଣ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ । ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା…