ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (ଆମ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିବା ସହିତ ରାଜ୍ୟର ସମସ୍ତ ଅଞ୍ଚଳରେ ଅସାମାଜିକ ବ୍ୟକ୍ତି,…

ନୂଆପଡ଼ା ଉପନିର୍ବାଚନ ପାଇଁ ଷ୍ଟିଅରିଂ, ଜୋନାଲ୍ ଏବଂ ଲୋକାଲ୍ ଆକ୍ସନ କମିଟି ଗଠନ କଲା ବିଜେଡି

ଭୁବନେଶ୍ୱର (ଆମ ଟିଭି): ନୂଆପଡ଼ା ଉପନିର୍ବାଚନ ପାଇଁ ଷ୍ଟିୟରିଂ ଓ ଜୋନାଲ୍‌ କମିଟି ଗଠନ କଲା ବିଜେଡି । ନୂଆପଡା ଉପନିର୍ବାଚନକୁ ନଜରରେ ରଖି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି…

ବାଲିଯାତ୍ରା ପଡ଼ିଆ ହେବ ‘ନୋ ଡ୍ରୋନ୍ ଜୋନ୍’,ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ କଟକଣା

କଟକ (ଆମ ଟିଭି): ବାଲିଯାତ୍ରା ସମୟରେ ବାଲିଯାତ୍ରା ପଡ଼ିଆଠାରୁ ୫ କି.ମି. ପରିଧି ଭିତରେ ଉଡିପାରିବନି ଡ୍ରୋନ୍।  ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ, ତଳ ଓ ଉପର ବାଲିଯାତ୍ରା ପଡ଼ିଆକୁ ନୋ ଡ୍ରୋନ୍…

ଜୀ ସାର୍ଥକର ଓଡିଆ ଫିଲ୍ମ ‘ଉଦ୍ଧାର କରିବୁ ସାତ ପୁରୁଷ’ର ଅଡିଓ ରିଲିଜ୍, ଆସନ୍ତା ଅକ୍ଟୋବର ରବିବାର…

ଭୁବନେଶ୍ୱର (ଆମ ଟିଭି):  ଜୀ ସାର୍ଥକର ସମସ୍ତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ସୁପରହିଟ ଫିଲ୍ମ ସବୁ ଓଡିଆ ଦର୍ଶକଙ୍କ ମନ ଜିତିବାରେ ସବୁବେଳେ ସଫଳ ହୋଇଛି l ସେହିପରି ଆଉ ଏକ ନୂଆ…

ଆସନ୍ତା ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା , ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (ଆମ ଟିଭି): ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା…

ଆଜିଠୁ କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ରରେ ସଂକଳ୍ପ କଲେ ହଜାର ହଜାର ବ୍ରତଧାରୀ

ପୁରୀ (ଆମ ଟିଭି): ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସ ହେଉଛି ପୁଣ୍ୟର ମାସ । ସେଥିପାଇଁ ୧ ମାସ ଧରି ହବିଷ୍ୟାଳିମାନେ ପାଳନ କରନ୍ତି…

ବିହାର ନିର୍ବାଚନ: ମାୟାବତୀଙ୍କ ବଡ଼ ଘୋଷଣା, ସମସ୍ତ ଆସନରେ ପ୍ରାର୍ଥୀ ଦେବ ବିଏସପି

ବିହାର (ଆମ ଟିଭି): ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ।  ବିହାର ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ  ।  ପ୍ରଥମ ପର୍ଯ୍ୟାୟ…

୪ଲକ୍ଷ ମହିଳାଙ୍କୁ ପାକିସ୍ତାନ ଦେଇଥିଲା ଯୌନ ନିର୍ଯାତନା: ଜାତିସଂଘରେ ପାକିସ୍ତାନର ପୋଲ ଖୋଲିଲା ଭାରତ

ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନ ପୁଣିଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନର ସମ୍ମୁଖୀନ ହୋଇଛି । ଭାରତ ଜାତିସଂଘରେ ପାକିସ୍ତାନକୁ ଦାୟୀ କରିଛି । ଭାରତ ଏହାର ଉଚିତ ଜବାବ ଦେଇ ଦାବି କରିଛି…

ବ୍ରହ୍ମପୁରରେ ବିଜେପି ନେତାଙ୍କୁ ଗୁଳିମାଡ଼ କରି ହତ୍ୟା; ପୂରା ଅଞ୍ଚଳରେ କୋକୁଆ ଭୟ

ଭୁବନେଶ୍ବର (ଆମ ଟିଭି):ଗାଡ଼ିରେ ଆସିଲେ, ଗୁଳି କରି ଚାଲିଗଲେ । ବ୍ରହ୍ମପୁର ସହର ବୈକୁଣ୍ଠ ନଗର ‘ମୋ କୁଡ଼ିଆ’ ହୋଟେଲ ପାଖରେ ଗତ  ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ବ୍ରହ୍ମପୁର ସହରର…

ମାଉଣ୍ଟ ଏଭରେଷ୍ଟରେ ପ୍ରବଳ ତୁଷାରପାତ, ଫସିଲେ ୧୦୦୦ରୁ ଅଧିକ ପର୍ବତାରୋହୀ

ବେଜିଂ (ଆମ ଟିଭି): ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟରେ ତୁଷାରପାତ ଯୋଗୁଁ ୧୦୦୦ ରୁ ଅଧିକ ପର୍ବତାରୋହୀ ଫସି ରହିଛନ୍ତି । ସେମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି…