ପୁଣି ଭରତପୁର ଥାନା ନାଁରେ ସାଙ୍ଘାତିକ ଅଭିଯୋଗ; ହତ୍ୟାକୁ ଆତ୍ମହତ୍ୟା ବୋଲି ଦର୍ଶାଇବାକୁ କରାଯାଉଛି ବାଧ୍ୟ

ଭୁବନେଶ୍ୱର (ଆମ ଟିଭି):  ପୁଣି ଭରତପୁର ଥାନା ନାଁରେ ସାଙ୍ଘାତିକ ଅଭିଯୋଗ । ଭରତପୁର ଥାନାର SI ହତ୍ୟାକୁ ଆତ୍ମହତ୍ୟା ବୋଲି ରିପୋର୍ଟରେ ଦର୍ଶାଇବାକୁ ଚାପ ପକାଉଥିବା ଅଭିଯୋଗ ଆଣିଲେ ମୃତକଙ୍କ…

ଭୁବନେଶ୍ବର AIIMSରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର (ଆମ ଟିଭି):  ଭୁବନେଶ୍ବର ଏମ୍‌ସରେ ସିବିଆଇ ଚଢ଼ାଉ । ବିଭିନ୍ନ ପଦପଦବୀ ନିଯୁକ୍ତିରେ ବଡ଼ ଧରଣର ଘୋଟାଲା ନେଇ ଆଜି ସିବିଆଇ ଟିମ୍ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା…

କୋଟିଆ ଅଞ୍ଚଳକୁ ଯିବେ ରାଜ୍ୟ ସରକାର: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି): ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୯ ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ଆସିବ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା । ଆସନ୍ତାକାଲି କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା…

ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି

ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବନି ବୋଲି ପୂର୍ବତନ ସାଂସଦ ମହେଶ ସାହୁ କହିଛନ୍ତି। ସେ କହିଛନ୍ତି, ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ…

ଆୟକର ବିଲ୍‌ ୨୦୨୫ ପ୍ରତ୍ୟାହୃତ, ୧୧ରେ ଆଗତ ହେବ ନୂଆ ବିଧେୟକ

ଗତ ଫେବୃୟାରୀ ମାସରେ ଲୋକ ସଭାରେ ଆଗତ ହୋଇଥିବା ଆୟକର ବିଲ୍ ୨୦୨୫ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର। ୧୯୬୧ ଆୟକର ଆଇନକୁ ହଟାଇ ନୂଆ ଆଇନ ଆଣିବା ଉଦ୍ଦେଶ୍ୟରେ ସରକାର ଏହାକୁ ଆଗତ…

ମୋଦୀଙ୍କୁ ନେଇ ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ ସବୁ ଶିଖାଇଦେବି…

ଆମେରିକା ଭାରତ ମଧ୍ୟରେ ଏବେ ସମ୍ପର୍କରେ ତିକ୍ତତା ଆସିଛି । ଭାରତ ଋଷିଆଠାରୁ ତେଲ କିଣିବା ପରେ ରାଗି ପଞ୍ଚମ ହୋଇଛନ୍ତି ଟ୍ରମ୍ପ । ଖାଲି ରାଗିଛନ୍ତି ତାହା ନୁହେଁ ବରଂ ଭାରତ ଉପରେ ୫୦…

କେନ୍ଦ୍ର କ୍ୟାବିନେଟର ୫ ବଡ଼ ନିଷ୍ପତ୍ତି, ଊଜ୍ଜ୍ୱଳା ଯୋଜନା ପାଇଁ ୧୨ ହଜାର କୋଟି

କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ଦିନ ଏକ ଗରୁତ୍ୱପୂର୍ଣ୍ଣ ବୈଠକ କରି ୫୨,୬୬୭ କୋଟି ଟଙ୍କାର ପ୍ୟାକେଜକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ ଏଲପିଜି, ଶିକ୍ଷା, ଭିତ୍ତିଭୂମି, ପୂର୍ବାଞ୍ଚଳର…

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

ଭୁବନେଶ୍ୱର (ଆମ ଟିଭି): – ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ୧(ଓଡ଼ିଶା) ଏୟାର ସ୍କ୍ୱାଡନ୍‌,…

ନିସ୍ ଇନ୍‌ଷ୍ଟିଚ୍ୟୁଟର ନବାଗତ ଛାତ୍ରଛାତ୍ରୀଙ୍କ ସ୍ବାଗତ ଉତ୍ସବ -୨୦୨୫

ଭୁବନେଶ୍ୱର (ଆମ ଟିଭି): ଭୂବନେଶ୍ବର ମଦନପୁରସ୍ଥିତ ନିସ୍ ଇନ୍‌ଷ୍ଟିଚ୍ୟୁଟ ଅଫ ଇନ୍‌ଫରମେସନ୍ ସାଇନ୍ସ ଆଣ୍ଡ ମ୍ୟାନେଜ୍‌ମେଣ୍ଡର ନୂତନ ଶିକ୍ଷାବର୍ଷ ପାଇଁ ନବାଗତ ବିବିଏ, ବିସିଏ, ବିଏସ୍‌ସି…

ସ୍କୋଡା ଅଟୋ ଇଣ୍ଡିଆର ଭୁବନେଶ୍ୱରରେ ଉଦଘାଟିତ ହେଲା ଦୁଇଟି ନୂଆ ଟଚ୍‌ପଏଣ୍ଟ

ଭୁବନେଶ୍ୱର (ଆମ ଟିଭି): 'ଗ୍ରାହକ ପ୍ରଥମ' ନୀତିକୁ ଆଧାର କରି ସ୍କୋଡା ଅଟୋ ଇଣ୍ଡିଆ ନିଜର ନେଟୱାର୍କ ବିସ୍ତାରକୁ ଜୋରଦାର କରିଛି । ଆଜି ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଦୁଇଟି ନୂଆ ଟଚ୍‌ପଏଣ୍ଟର…