ନେପାଳରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା, କରାଯାଉଛି ଅନ୍ତିମ ସଂସ୍କାର

ନେପାଳ : ନେପାଳରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା । ୪୨୦୦ରୁ ଅଧିକ ନିଖୋଜ । ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳର ରସୁୱା ତଥା ଆଖପାଖ ଅଞ୍ଚଳରେ…

ରାମ ମନ୍ଦିର ନାମରେ ୪ କୋଟି ଟଙ୍କାର ଚେକ୍ ଦେଲେ ମହିଳା, ଆକାଉଣ୍ଟରେ ମିଳିଲା ମାତ୍ର ୩ ଟଙ୍କା

ଅଯୋଧ୍ୟା : ଆପଣ ଚେକ୍ ବାଉନ୍ସ ହେବା ବିଷୟରେ ଅନେକ ଥର ଶୁଣିଥିବେ କିମ୍ବା ନିଜେ ଶିକାର ହୋଇଥିବେ । ଏମିତି ଏକ ଘଟଣା ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ସହିତ ଜଡିତ ଚେକ୍ ବାଉନ୍ସ ମାମଲା…

ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ

ଭୁବନେଶ୍ୱେର : ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ । କେରଳର ତିରୁବନନ୍ତପୁରମସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ : ବିକ୍ରମ ପଣ୍ଡାଙ୍କୁ ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ । ବ୍ରହ୍ମପୁରର ବହୁଚର୍ଚ୍ଚିତ…

ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ, ଜାରି ହେଲା ରେଡ ଆର୍ଲଟ

ଭୁବନେଶ୍ୱର: ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ । ଜାରି ହେଲା ରେଡ ଆର୍ଲଟ। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ସକ୍ରିୟ…

ଭୁବନେଶ୍ୱରରେ ହେଟିକ୍ ର ନୂତନ ଏକ୍ସକ୍ଲୁସିଭ୍ ଷ୍ଟୋର୍ ଶୁଭାରମ୍ଭ

ଭାରତରେ ନିଜର ଅନୁଭୂତିମୂଳକ ଖୁଚୁରା ବ୍ୟବସାୟର ପ୍ରସାରକୁ ମଜବୁତ୍ କରିବା ଦିଗରେ ଅଗ୍ରଣୀ ଫର୍ଣ୍ଣିଚର୍ ଫିଟିଙ୍ଗସ୍ ବ୍ରାଣ୍ଡ୍ ହେଟିକ୍ ଏକ ନୂତନ ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ…

ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଦେହାନ୍ତ, ୮୬ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଦେହାନ୍ତ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ହେଉଥିଲେ । ଆଜି ସକାଳ ୫ ଘଣ୍ଟା ସମୟରେ ୮୬…

ସରକାରୀ କର୍ମଚାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ଭରଣପୋଷଣ ଖର୍ଚ୍ଚ ନଦେଲେ ଦରମା କାଟ୍

​ଭୁବନେଶ୍ୱର : ପତ୍ନୀ-ପିଲାଙ୍କୁ ଭରଣପୋଷଣ କିମ୍ବା ଛାଡ଼ପତ୍ର ସହାୟତା ଖର୍ଚ୍ଚ ନଦେଲେ କଟିବ ସରକାରୀ କର୍ମଚାରୀଙ୍କ ଦରମା । ​କର୍ମଚାରୀଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟମନ୍ତ୍ରୀ…

ପଞ୍ଜାବ ଫିରୋଜପୁରରେ AAP ନେତାଙ୍କୁ ହତ୍ୟା, କାର୍ ରେ ପିଛା କରିଥିଲେ ଆକ୍ରମଣକାରୀ

ପଞ୍ଜାବ : ପଞ୍ଜାବ ଫିରୋଜପୁର ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ଜଣେ ନେତାଙ୍କୁ ହତ୍ୟା କରାଯାଇଛି । ମାମଡୋଟ ସହରରେ ଶନିବାର ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟରେ ଏହି ଗୁଳିକାଣ୍ଡ ଘଟିଥିବା…

ବିଜୟ ସରକାର ହଟାଇଲେ ଷ୍ଟାଲିନଙ୍କ ସୁରକ୍ଷା, Z+ ସିକ୍ୟୁରିଟ୍ ପରିବର୍ତ୍ତେ ମିଳିବ Z ସୁରକ୍ଷା

ତାମିଲନାଡୁ : ତାମିଲନାଡୁରେ ବିଜୟ ସରକାର ପୂର୍ବ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସୁରକ୍ଷା ହଟାଯାଇଛି । ଡିଏମକେ ମୁଖ୍ୟଙ୍କୁ ପୂର୍ବରୁ Z+ ସିକ୍ୟୁରିଟ୍ ମିଳିଥିଲା । ଯାହାକୁ ଏବେ ହଟାଇ…