ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ୱର (ଆମ ଟିଭି): ପୁଣି ଦିଲ୍ଲୀ ଗଲେ ମନମୋହନ । ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିନକ ପୂର୍ବରୁ ଦିଲ୍ଲୀ ଗସ୍ତରୁ ଫେରିଥିଲେ ମନମୋହନ। ପୁଣି…

୪ଦିନିଆ ଦିଲ୍ଲୀ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର (ଆମ ଟିଭି): ଦିଲ୍ଲୀ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୪ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି ନବୀନ । ସୁସ୍ଥ ହେବା ପରେ ପ୍ରଥମ ଥର ଦିଲ୍ଲୀ…

“ଖ୍ୱାହିଶ୍ ଦ ୟ୍ଵିଶ” ପ୍ରଥମ ଜାତୀୟ ସ୍ତରର ବହୁଭାଷାଭିଭିକ ସାହିତ୍ୟ ସମ୍ମିଳନୀରେ କଳା ଓ ସାହିତ୍ୟର…

ଭୁବନେଶ୍ୱର (ଆମ ଟିଭି): “ଖୁ।ହିଶ୍ ଦ ୱିଶ୍” ଅନୁଷ୍ଠାନର ପ୍ରଥମ ବହୁଭାଷୀ ସାହିତ୍ୟ ସମ୍ମିଳନୀ, ଗୁରୁ କେଳୁଚରଣ ମହାପାତ୍ର ରିସର୍ଚ୍ଚ ସେଣ୍ଟର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ପ୍ରତିକ୍ରିୟା ଦେଲେ ମୋଦି, ଭାବନାକୁ କଲେ ପ୍ରଶଂସା

ନୂଆଦିଲ୍ଲୀ (ଆମ ଟିଭି) : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥାକୁ ସମର୍ଥନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କୁ ପ୍ରଶଂସା କରିଥିଲେ ଟ୍ରମ୍ପ ।…

ଦିଲ୍ଲୀରେ ଭୁଶୁଡ଼ି ପଡ଼ିଲା ୪ ମହଲା କୋଠା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି

ଦିଲ୍ଲୀ (ଆମ ଟିଭି): ଆଜି ଅପରାହ୍ନରେ ରାଜଧାନୀ ଦିଲ୍ଲୀର ବଦରପୁର ଅଞ୍ଚଳରେ ଏକ ୪ ମହଲା କୋଠା ହଠାତ୍ ଭୁଶୁଡ଼ି ପଡିଛି ।  ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ, ଅଗ୍ନିଶମ ବିଭାଗ…

ଆଜି ରାତିରୁ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିନିର୍ଘଣ୍ଟ, କାଲି ଦିନ ୧୨ଟା ୩୦ ସୁଦ୍ଧା ସମସ୍ତ…

ପୁରୀ (ଆମ ଟିଭି) : ଆସନ୍ତାକାଲି ଚନ୍ଦ୍ରଗ୍ରହଣ, ଆଜି ରାତିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯିବ ସ୍ବତନ୍ତ୍ର ନୀତିକାନ୍ତି । ରାତି ୨ଟାରୁ ଦ୍ବାରଫିଟା ପରେ , ୨ଟା ୩୦ରେ ହେବ ଭିତର ଶୋଧ । ୨ଟା…

ଇସ୍କନ ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ, ମହାପ୍ରଭୁଙ୍କ ସବୁ ନୀତି ନିଜେ ମହାପ୍ରଭୁ ନିର୍ଦ୍ଧାରଣ…

ଭୁବନେଶ୍ୱର (ଆମ ଟିଭି): ମହାପ୍ରଭୁଙ୍କ ସବୁ ନୀତି ନିଜେ ମହାପ୍ରଭୁ ନିର୍ଦ୍ଧାରଣ କରିଛନ୍ତି  ।  ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ ।  ଆଜି ଇସ୍କନର ଅଦିନିଆ ରଥଯାତ୍ରା ନେଇ…

ବିଧାନସଭାରେ ହଙ୍ଗାମା: ବିଧାୟକଙ୍କ ମଧ୍ୟରେ ମାରପିଟ୍‌

ପଶ୍ଚିମବଙ୍ଗ ବିଧାନସଭାରେ ଗୁରୁବାର ପ୍ରବଳ ହଟ୍ଟଗୋଳ ହୋଇଥିଲା। ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଟିଏମସି କର୍ମୀମାନେ ମୁହାଁମୁହିଁ ହୋଇଥିଲେ। ଏହାପରେ ମାର୍ଶାଲମାନଙ୍କୁ ଡକାଯାଇଥିଲା।…

୨୦ ହଜାର କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବ କ୍ଷେପଣାସ୍ତ୍ର, ତିଆରି କରିଛି ଚୀନ

ରାଜଧାନୀ ବେଜିଂର ତିଆନାନମେନ୍ ସ୍କୋୟାରରେ ଆୟୋଜିତ ହୋଇଛି ବିଜୟ ଦିବସ ପରେଡ୍  ।  ଏହି ସମୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ, ୟୁରୋପ ଏବଂ ଆମେରିକାକୁ ଏକ କଡ଼ା ବାର୍ତ୍ତା…

ପ୍ରକାଶ ପାଇଲା ଏନଆଇଆରଏଫ୍ ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ତାଲିକା: ଦିଲ୍ଲୀ ଏମସ୍ ଅଷ୍ଟମ ଓ ନବମ ସ୍ଥାନରେ ଜେଏନୟୁ

ପ୍ରକାଶ ପାଇଲା ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା। କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କି ଫ୍ରେମୱର୍କ-୨୦୨୫। ତାଲିକାର ଶୀର୍ଷରେ ରହିଛି ଆଇଆଇଟି…