ସ୍କୁଲ ଛୁଟି ଘୋଷଣା Ama Tv Jul 25, 2025 0 ରାଜ୍ୟର ବିଭିନ୍ନ ଜିଲାରେ ଲଘୁଚାପ ଜନୀତ ବର୍ଷା ଲାଗି ରହିଥିବା ବେଳେ ବଡ଼ ଘୋଷଣା କରିଛି ପ୍ରଶାସନ। ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁ ବୁଡିଲା ପୋଲ। କାଳିମେଳା-ପଡିଆ ମୁଖ୍ୟ ରାସ୍ତାର…
ସମୃଦ୍ଧ ଓଡ଼ିଶା ୨୦୩୬ ଲକ୍ଷ୍ୟ : ଆରମ୍ଭ ହେବ ଓଡ଼ିଶା ଟେକ୍ସ ୨୦୨୫ ଓଡ଼ିଶାରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜି Ama Tv Jul 25, 2025 0 ଟେକ୍ସଟାଇଲ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଲୋକସେବା ଭବନ କନ୍ଭେନ୍ସନ୍ ହଲ୍ରେ ଆରମ୍ଭ ହେଲା ଓଡ଼ିଶା ଟେକ୍ସ ୨୦୨୫ । ଏହି ଶିଳ୍ପୀ ସମ୍ମିଳନୀକୁ ଉଦଘାଟନ କରିବେ…
ବହୁଚର୍ଚ୍ଚିତ ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ଆଜି ସୁପ୍ରିମକୋର୍ଟରେ ଶୁଣାଣି Ama Tv Jul 24, 2025 0 ନୂଆଦିଲ୍ଲୀ (ଆମ ଟିଭି) : ବହୁଚର୍ଚ୍ଚିତ ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା । ଦୋଷୀ ସାବ୍ୟସ୍ତ ୧୨ଜଣଙ୍କୁ ବମ୍ବେ ହାଇକୋର୍ଟ ଖଲାସ କରିବା ବିରୋଧରେ ମହାରାଷ୍ଟ୍ର ସରକାର କରିଥିବା…
ବାତ୍ୟା ନୁହେଁ ଘୁର୍ଣ୍ଣିବଳୟ… ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା Ama Tv Jul 24, 2025 0 ଭୁବନେଶ୍ବର (ଆମ ଟିଭି) : ବାତ୍ୟା ନୁହେଁ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପଶ୍ଚିମ କେନ୍ଦ୍ର ଓ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହେବ। ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି…
ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ Ama Tv Jul 24, 2025 0 ରାଜନଗର (ଆମ ଟିଭି) : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା…
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ Ama Tv Jul 24, 2025 0 ପୁରୀ (ଆମ ଟିଭି): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚିତାଲାଗି ନୀତି । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ଣ ୨ଟା ୩୦ ରୁ ସନ୍ଧ୍ୟା ୬ଟା…
ମୋହନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ ବୋଲି କଂଗ୍ରେସର ଆହ୍ବାନ ପରେ ଅଡୁଆରେ ବିଜେଡି Ama Tv Jul 24, 2025 0 ଭୁବନେଶ୍ବର (ଆମ ଟିଭି): ମୋହନ ସରକାରଙ୍କୁ ଅକଳରେ ପକାଇବା ପାଇଁ ପ୍ରଦେଶ କଂଗ୍ରେସ ଯଥା ସମ୍ଭବ ତାହାର କାର୍ଯ୍ୟରେ ଲାଗିଯାଇଛି। ଗୋଟିଏ ପଟେ କଂଗ୍ରେସ ତାହାର ଦବଦବା ଦେଖାଇବାକୁ ଚାହୁଁଥିବା…
ଭାରତର ବଡ଼ ନିଷ୍ପତ୍ତି, ୫ ବର୍ଷ ପରେ ଚାଇନା ନାଗରିକଙ୍କୁ ଭିଜା ଦେବାକୁ ଯାଉଛନ୍ତି ସରକାର Ama Tv Jul 23, 2025 0 ଭାରତ ସରକାର ଦୀର୍ଘ ପାଞ୍ଚ ବର୍ଷ ପରେ ଚାଇନା ନାଗରିକଙ୍କୁ ପର୍ଯ୍ୟଟନ ଭିଜା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ପ୍ରକ୍ରିୟା ୨୪ ଜୁଲାଇ, ୨୦୨୫ ରୁ ପୁନଃ ଆରମ୍ଭ ହେବ। ବେଜିଂରେ ଥିବା…
ଆସନ୍ତାକାଲି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ Ama Tv Jul 23, 2025 0 ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। କାରଣ କାଲି ଚିତାଲାଗି ଅମାବାସ୍ୟା। ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି କାରଣରୁ ସାଧାରଣ ଦର୍ଶନ ବନ୍ଦ…
ଆତଙ୍କବାଦରେ ବୁଡ଼ି ରହିଛି ପାକିସ୍ତାନ, ଜାତିସଙ୍ଘରେ ପାକ୍ କୁ ଜବାବ ଦେଲା ଭାରତ ପାକ୍କୁ ସିଧା ଟାର୍ଗେଟ୍ କଲା… Ama Tv Jul 23, 2025 0 ଜାତିସଙ୍ଘରେ ପାକିସ୍ତାନକୁ ତୀବ୍ର ସାମଲୋଚନା କଲା ଭାରତ । ପାକ୍କୁ ସିଧା ଟାର୍ଗେଟ୍ କରି ଭାରତ କହିଛି , ପାକିସ୍ତାନ କଟ୍ଟରପନ୍ଥୀ ଓ ଆତଙ୍କବାଦରେ ବୁଡ଼ି ରହିଛି । କେବଳ ଆତଙ୍କବାଦ…