ଜୀ ସାର୍ଥକରେ ଜୁଲାଇ ୨୭ ସନ୍ଧ୍ୟା ୭.୩୦ ରେ ଆସୁଛି ନୂତନ ମେଗା ଧାରାବାହିକ ‘ଶ୍ରାବଣୀ’: ଏକ ହୃଦୟସ୍ପର୍ଶୀ…

ଜୀ ସାର୍ଥକ ଓଡ଼ିଶାର ଏକ ପ୍ରମୁଖ ମନୋରଞ୍ଜନ ଚ୍ୟାନେଲ ଭାବରେ ଓଡ଼ିଆ କଳା, ସଂସ୍କୃତି ତଥା ନାରୀତ୍ଵକୁ ସବୁବେଳେ ଅଗ୍ରାଧିକାର ଦେଇ ଆସିଛି ଓ ସେହି ପରିପ୍ରେକ୍ଷିରେ ଆସନ୍ତା ଜୁଲାଇ ୨୭ ତାରିଖ…

ରାମ ମନ୍ଦିର ଦାନ ଚୋରିକୁ ସୁପ୍ରିମକୋର୍ଟ କହିଲେ-ଅପାରଧିକ ମାମଲା, ରାଜନୀତି କରନି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଉତ୍ତରପ୍ରଦେଶ ସରକାରଙ୍କୁ ଅଯୋଧ୍ୟା ରାମ ମନ୍ଦିରରେ ଦାନର କଥିତ ହଡପ ଯାଞ୍ଚ ଲାଗି ଏକ ଏସଆଇଟି ଗଠନ କରିବାର ସମ୍ଭାବନା ସମ୍ପର୍କରେ ଅବଗତ କରାଇବାକୁ…

ରଥ ଭାଙ୍ଗିଲେ ଆଭିମାନିନୀ ମାଆ ମହାଲକ୍ଷ୍ମୀ, ମଙ୍ଗଳବାର ଦକ୍ଷିଣମୋଡ଼ ହେବ ତିନି ରଥ

ପୁରୀ : ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପବିତ୍ର ହେରାପଞ୍ଚମୀ ନୀତି ପାଳିତ ହୋଇଛି । ବିଧି ପରମ୍ପରା ପୂର୍ବକ ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ…

ଜୁଲାଇ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି: ୨୨ରୁ ପଞ୍ଜିକରଣ

ଭୁବନେଶ୍ୱର: ଆଗାମୀ ଜୁଲାଇ ୨୭ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ଅଶୋକ ନଗର (ୟୁନିଟ-୨) ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ସକାଳ ୮ ଘଟିକା…

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

ପୁରୀ: ପୁରୀରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା କଟକର ଅନୀଲ ଦାସ ଓ ମୁମ୍ବାଇର ଅଶୋକ ସୁବାରେ ରାଇକରଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ରିଲିଫ…

ୟୁକ୍ରେନ ନିକଟ ସମୁଦ୍ରରେ ମାଲବାହୀ ଜାହାଜ ଉପରେ ମିସାଇଲ୍ ଆକ୍ରମଣ: ୪ ଭାରତୀୟ ମୃତ

ନୂଆଦିଲ୍ଲୀ: ଗିନି-ବିସାଉର ପତାକା ଲଗାଇ 'ଏମଭି ଗୋଲ୍ଡେନ୍ ଲିଓ' ନାମକ ଏକ କାର୍ଗୋ ଜାହାଜ ଜୁଲାଇ ୧୯ (ରବିବାର) ସନ୍ଧ୍ୟାରେ ଓଡେସା ବନ୍ଦରରୁ ମକା ନେଇ ବାହାରୁଥିବା ସମୟରେ ମିସାଇଲ ମାଡ଼…

ଠାକୁରଙ୍କ ଆଡ଼ପ ବିଜେ ପୂର୍ବରୁ ବିବାଦ, ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳାର ଭାଙ୍ଗିଦେଲେ ୩ ଚୁଲି

ପୁରୀ: ଠାକୁରଙ୍କ ଆଡ଼ପ ବିଜେ ପୂର୍ବରୁ ବିବାଦ । ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳାର ୩ ଚୁଲି ଭାଙ୍ଗିଦେଲେ । ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଛି ତିନି ରଥ । ଆଜି ଅପରାହ୍ନରେ ଆଡ଼ପ…

ଦୁଇ ଲଘୁଚାପ ସତ୍ତ୍ବେ ୫ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ବର : ଜୁନ୍ ୧ରୁ ଜୁଲାଇ ୧୭ସୁଦ୍ଧା ରାଜ୍ୟରେ ସ୍ବାଭାବିକ ୩୮୨.୮ମି.ମି. ବର୍ଷା ହେବାକୁ ଥିବା ବେଳେ ୪୪୬.୯ମି.ମି. ବର୍ଷା ହୋଲାଣି। ଏହା ସ୍ବାଭାବିକ ବର୍ଷାଠାରୁ ୧୭% ଅଧିକ। ଜୁନ ୧ରୁ…

ସନ୍ଧ୍ୟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ

ପୁରୀ : ଜନ୍ମବେଦୀରେ ଲୀଳା କରୁଛନ୍ତି ମହାପ୍ରଭୁ। ଶନିବାର ଚତୁର୍ଦ୍ଧାମୂର୍ତ୍ତି ଆଡପ ମଣ୍ଡପ ବିଜେ କରିବେ। ସନ୍ଧ୍ୟାରେ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ବଡ ଠାକୁର, କାଳିଆ…

ଦେଶରେ ବୃଦ୍ଧି ପାଉଛି କରୋନା, ଏପର୍ଯ୍ୟନ୍ତ ୩୩୯ ମାମଲା

ନୂଆଦିଲ୍ଲୀ : ପୁଣି ଥରେ ଦେଶରେ କରୋନା ଚିନ୍ତା ବଢାଇଛି। ଦେଶରେ କରୋନା ବୃଦ୍ଧି ପାଉଛି, ଏବଂ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସାରା ଦେଶରେ ୩୦୦ରୁ ଅଧିକ କରୋନା ରୋଗୀ ଚିହ୍ନଟ…