ଆସୁଛି ଡବଲ ଲଘୁଚାପ ! ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର  : ଆସୁଛି ଡବଲ ଲଘୁଚାପ । ଗୋଟିଏ ବଙ୍ଗୋପସାଗରରେ ଅନ୍ୟଟି ଆରବ ସାଗରରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ସମୁଦ୍ର ପତନଠାରୁ ୩.୧ କିମି ଉପରସ୍ଥ ବାୟୁମଣ୍ଡଳରେ…

ରଥଯାତ୍ରା ପ୍ରସ୍ତୁତି ନେଇ ବଡ଼ ବୈଠକ, ରିପିଟ ନହେଉ ଦଳଚକଟା ଘଟଣା, କେମିତି ହେବ ଭିଡ଼ ନିୟନ୍ତ୍ରଣ ସେ ନେଇ ଆଲୋଚନା

ପୁରୀ : ରଥଯାତ୍ରା ପ୍ରସ୍ତୁତି ନେଇ ବଡ଼ ବୈଠକ। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ରାଜ୍ୟ ଅତିଥି ଭବନରେ ହୋଇଛି ବୈଠକ । ରିପିଟ ନହେଉ ଦଳଚକଟା ଘଟଣା । କେମିତି ହେବ ଭିଡ଼…

ଦୋହଲିଗଲା ମୁଖ୍ୟମନ୍ତ୍ରୀ ବିଜୟଙ୍କ ସ୍ଥିତି, ସମର୍ଥନ ପ୍ରତ୍ୟାହାର କରିବାକୁ ଧମକ ଦେଇଛି CPIM

ତାମିଲନାଡୁ : ତାମିଲନାଡୁରେ ନୂଆ ସରକାର ଗଠନ ହେବାର କିଛି ଦିନ ପରେ ତାମିଲନାଡୁ ରାଜନୀତିରେ ରାଜନୈତିକ ଉତ୍ତେଜନା ବୁଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଥାଲପତି ବିଜୟଙ୍କ TVK ଦଳକୁ ବାହାରୁ…

ମେଲୋଡି ମୁହୂର୍ତ୍ତର ଭିଡିଓ ଭାଇରଲ, ମେଲୋନିଙ୍କୁ ଉପହାରରେ ମେଲୋଡି ଚକୋଲେଟ୍ ଦେଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଇଟାଲୀ ଗସ୍ତରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଭାରତରୁ ମେଲୋନିଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପହାର ନେଇ ପ୍ରଦାନ କରିଛନ୍ତି । ଏହି…

ଇରାନ ଯୁଦ୍ଧ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି !

ନୂଆଦିଲ୍ଲୀ : ଇରାନ ଯୁଦ୍ଧ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଖୁବ୍ ଶୀଘ୍ର ଏକ ବୈଠକ ହେବାର ସମ୍ଭାବନା ରହିଛି। ଏହା…

ବଦଳିଲା CRUTର ନାଁ

ବଦଳିଲା ସରକାର CRUTର ନା । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟରୁ ହେଲା କମ୍ପ୍ରିହେନସିଭ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ । ଏ ନେଇ ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର ।…

ଆଜି ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ

ଆଜି ଦେଶବ୍ୟାପୀ ବନ୍ଦ ରହିବ ଔଷଧ ଦୋକାନ । ଅନଲାଇନ ଔଷଧ ବିତରଣକୁ ବିରୋଧ କରି ଦେଶର ବିଭିନ୍ନ ଘରୋଇ ଔଷଧ ଦୋକାନ ସଂଘ ଦିନିକିଆ ବନ୍ଦ ଡାକରା ଦେଇଛନ୍ତି। ରାଜ୍ୟର ପ୍ରାୟ ୩୦ ହଜାର ଔଷଧ…

ପ୍ରେମ, ବିଚ୍ଛେଦ ଓ ସ୍ମୃତିର ଭାବପ୍ରବଣ କାହାଣୀ ନେଇ ଫେରିଲେ ଇମତିଆଜ୍ ଅଲି

ପ୍ରସିଦ୍ଧ ନିର୍ଦ୍ଦେଶକ ଇମତିଆଜ୍ ଅଲି ତାଙ୍କର ନୂତନ ଚଳଚ୍ଚିତ୍ର ‘ମେ ୱାପସ୍ ଆଉଙ୍ଗା’ ମାଧ୍ୟମରେ ପୁଣିଥରେ ଦର୍ଶକଙ୍କ ପାଇଁ ଆଣିଛନ୍ତି ଏକ ହୃଦୟସ୍ପର୍ଶୀ ପ୍ରେମ କାହାଣୀ । ଦିଲଜିତ୍…

ରୁଟିନ୍ ଚେକଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅମିତାଭ ବଚ୍ଚନ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ବଲିଉଡର ଶେହନଶାହ ଭାବେ ପରିଚିତ ଅମିତାଭ ବଚ୍ଚନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପେଟ ସମ୍ବନ୍ଧୀୟ କିଛି ସମସ୍ୟା କାରଣରୁ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା…

ଓଡ଼ିଆ ସିନେମା ‘ଅନନ୍ତା’ ହାତେଇ ନେଲା ସମସ୍ତ ମୁଖ୍ୟ ଅୱାର୍ଡ

​ନିକଟରେ ଅନୁଷ୍ଠିତ ଅଠାବନତମ ବାଣୀଚିତ୍ର ଅୱାର୍ଡରେ ଓଡ଼ିଆ ସିନେମା 'ଅନନ୍ତା' ବାଜିମାତ କରିଛି। ଏହି ସିନେମାଟି ପାଖାପାଖି ସମସ୍ତ ମୁଖ୍ୟ ଅୱାର୍ଡକୁ ନିଜ ନାମରେ କରିନେଇଛି। ବିଶେଷ ଭାବରେ,…