ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍: ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ (ଆମ ଟିଭି): ୨ ସପ୍ତାହରୁ ଅଧିକ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ପୁଣି ପଶ୍ଚିମ ଗାଜା ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଫଳରେ…

“My Sweet Housewife” – ଓଡ଼ିଆ ସିନେମାରେ ମହିଳା ସଶକ୍ତିକରଣର ଏକ ଉତ୍ସବ

ଭୁବନେଶ୍ୱର, ଅତ୍ୟନ୍ତ ଗର୍ବ ଓ ଆଶାର ସହ ଆମେ ଘୋଷଣା କରୁଛୁ ଯେ ମହିଳା ସଶକ୍ତିକରଣ ଭଳି ଏକ ଗୁରୁତ୍ୱପର୍ଣ୍ଣ ପ୍ରସଙ୍ଗ ଉପରେ ଆଧାରିତ  ଓଡିଆ ସିନେମା "My Sweet Housewife"ର ସଙ୍ଗୀତ…

ୟୁକ୍ରେନ ପାଇଁ ୧୫୦ ମିଲିୟନ ଡଲାର ସହାୟତା ରାଶି ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ (ଆମ ଟିଭି): ଗତ ଦେଢ ବର୍ଷରୁ ଅଧିକ ହେବ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧର ଅନ୍ତ କେବେ, ତାହା କେହି ଆକଳନ କରିପାରୁନାହାନ୍ତି । ଏହି ଯୁଦ୍ଧରେ…

ଭୟଙ୍କର ହେଉଛି ଯୁଦ୍ଧ; ସିରିଆ ଉପରେ ଏୟାର ଷ୍ଟ୍ରାଇକ କଲା ଆମେରିକା

ନୂଆଦିଲ୍ଲୀ (ଆମ ଟିଭି): ଭୟଙ୍କର ହେଉଛି ହମାସ- ଇସ୍ରାଏଲ ଯୁଦ୍ଧ । ଉତ୍ତର ଇରାନରେ ଥିବା ଆମେରିକାର ସେନା ଶିବିର ଉପରେ ଆକ୍ରମଣ ପରେ ଆମେରିକା ପ୍ରତିଆକ୍ରମଣ କରିଛି । ସିରିଆ ଉପରେ ଏୟାର…

ଡେଙ୍ଗୁ କବଳରେ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ (ଆମ ଟିଭି): ରାଜଧାନୀ ଦିଳ୍ଲୀରେ କାୟା ମେଲାଉଛି ଡେଙ୍ଗୁ। ସବୁଠାରୁ ଭୟାନକ କଥା ହେଉଛି ଗତ କିଛି ବର୍ଷ ମଧ୍ୟରେ ଚଳିତ ବର୍ଷ ସର୍ବାଧିକ ଡେଙ୍ଗୁ ରୋଗୀ ଅଛନ୍ତି। ଦିଲ୍ଲୀରେ…

ରାତି ପାହିଲେ ମା’ ଗଜଲକ୍ଷ୍ମୀଙ୍କ ପୂଜା

ଭୁବନେଶ୍ୱର(ଆମ ଟିଭି): ରାତି ପାହିଲେ ମା’ ଗଜଲକ୍ଷ୍ମୀଙ୍କ ପୂଜା। ମା’ଙ୍କ ଆବାହନକୁ ନେଇ ସଜେଇ ହୋଇଛି ବିଭିନ୍ନ ପୂଜା ମଣ୍ଡପ।ବିଶେଷ କରି ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଉତ୍ସବମୁଖର ହୋଇ…

ଇସ୍ରାଏଲ-ହମାସ ଯୁଦ୍ଧ: ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୫୦ଜଣ ବନ୍ଧକ ମୃତ

ନୂଆଦିଲ୍ଲୀ (ଆମ ଟିଭି): ଗତ ୨୦ ଦିନ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି । ଗାଜା ଉପରେ ଇସ୍ରାଏଲର ସେନା ଲଗାତର ଆକ୍ରମଣ କରିଚାଲିଛନ୍ତି । ଅନ୍ୟପକ୍ଷରେ…

ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୫ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଗତକାଲି କୁପୱାଡ଼ା ଜିଲ୍ଲାର ମାଛିଲ୍‌ ସେକ୍ଟରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଅନୁପ୍ରେବଶ…

ଦିନିକିଆ ବିଶ୍ୱକପ୍: ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ପୁଣି ଏକ ଝଟକା । ଦିନିକିଆ ବିଶ୍ୱକପ୍ ମହାସମର ଜାରି ରହିଛି । ଏହାରି ଭିତରେ ଆସନ୍ତା ଅକ୍ଟୋବର ୨୯ ତାରିଖରେ ହେବାକୁ ଥିବା…

୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ (ଆମ ଟିଭି): ସମସ୍ତ ଖେଳପ୍ରେମୀମାନଙ୍କ ପାଇଁ ଖୁସି ଖବର । ପୁଣି ଏକ ଇତିହାସ ରଚିବାକୁ ଯାଉଛି ଭାରତ । ୨୦୩୦ରେ ୟୁଥ୍ ଅଲିମ୍ପିକ୍ସ ଓ ୨୦୩୬ରେ ଅଲିମ୍ପିକ୍ସର ଆୟୋଜନ କରିବ ଭାରତ ।…