‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ପ୍ରି-ରଜ ସେଲିବ୍ରେସନ

ଭୁବନେଶ୍ୱର (ଆମ ଟିଭି): ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନ୍ନରରେ ରଜ ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଥିବା ବିଗ ବଜେଟ ର ଫିଲ୍ମ "ଲଭ ଇନ ଲଣ୍ଡନ" ର ପ୍ରି-ରଜ…

ଟାଟା ପାୱାର ପାଖରେ ମୁଣ୍ଡ ବିକ୍ରି କରିଦେଇଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର (ଆମ ଟିଭି): ବିଦ୍ୟୁତ୍ କାଟକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଲାଣି । ଏହାରି ଭିତରେ ଶକ୍ତିମନ୍ତ୍ରୀଙ୍କ ଉଦଭ୍ରାନ୍ତ ମନ୍ତବ୍ୟକୁ ଅତି ଦୁର୍ଭାଗ୍ୟଜନକ ବୋଲି…

ମାଡ଼ିଆସୁଛି ବାତ୍ୟା ବିପର୍ଯ୍ୟୟ: ଉପକୂଳରେ ଲାଗିଲା ୧୪୪ ଧାରା

ନୂଆଦିଲ୍ଲୀ (ଆମ ଟିଭି): ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ୟ୍ୟୟ’ ଦେଶର ପଶ୍ଚିମ ଉପକୂଳରେ ଏହାର ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିଛି। ମୁମ୍ବାଇରୁ କେରଳ ପର୍ୟ୍ୟନ୍ତ ଉପକୂଳରେ ପ୍ରବଳ ପବନ ବହୁଛି।…

ଜୁନ୍ ୧୯ରୁ +୩ ନାମଲେଖା ଆରମ୍ଭ

ଭୁବନେଶ୍ୱର (ଆମ ଟିଭି): +୩ ନାମଲେଖା ପାଇଁ ତାରିଖ ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ଜୁନ ୧୯ ରୁ ଜୁଲାଇ ୪ ଯାଏଁ ଅନଲାଇନ ଆବେଦନ କରିପାରିବେ ଛାତ୍ରଛତ୍ରୀ । ଜୁନ୍ ୧୯ ତାରିଖ ଅପରାହ୍ନ…

ରାପିଡୋ, ଓଲା ଓ ଉବର ବାଇକ୍ ଟ୍ୟାକ୍ସି ହେଲା ବ୍ୟାନ୍

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଦିଲ୍ଲୀର ବାଇକ୍ ଟ୍ୟାକ୍ସି ଡ୍ରାଇଭରମାନଙ୍କ ପାଇଁ ଆସିଛି ଏକ ଖରାପ ଖବର । ବାସ୍ତବରେ ବାଇକ୍ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ…

ବାହାନଗା ରେଳ ଦୁର୍ଘଟଣା: ୩ଜଣଙ୍କୁ ଉଠାଇନେଲା ସିବିଆଇ

ବାହାନଗା (ଆମ ଟିଭି): ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ସିବିଆଇ ତାର ତଦନ୍ତ ଜାରି ରଖିଛି । ୧୦ ଜଣିଆ ସିବିଆଇ ଦଳ…

ନୂଆ ରୂପ ପାଇବ ରକ୍ତତୀର୍ଥ ଇରମ

ଭଦ୍ରକ (ଆମ ଟିଭି): ନୂଆ ରୂପ ପାଇବ ରକ୍ତତୀର୍ଥ ଇରମ । ବଦଳିଯିବ ଏହାର ନକ୍ସା । ବିକଶିତ ହେବ, ବିଶ୍ବବିଦିତ ହେବ ଇରମ ଇତିହାସ । ଏଥିପାଇଁ ଶୀଘ୍ର ପ୍ଲାନ୍ ପ୍ରସ୍ତୁତ କରି ଦେଲେ ୭ ଦିନରେ…

ବାହାନଗା ରେଳ ଦୁର୍ଘଟଣା: ଧାରଣା ଦେବେ ୧୨ଟି ବିରୋଧୀ ଦଳ

ନୂଆଦିଲ୍ଲୀ (ଆମ ଟିଭି): ବାହାନଗା ରେଳ ଦୁର୍ଘଟଣାରେ ସିବିଆଇର ତଦନ୍ତ ଏବେ ବି ଜାରି ରହିଛି । ଏହାରି ଭିତରେ ଦୁର୍ଘଟଣା ନେଇ ଧାରଣା ଦେବେ ୧୨ଟି ବିରୋଧୀ ରାଜନୈତିକ ଦଳ । ରେଳ ଦୁର୍ଘଟଣା…

ବାତ୍ୟା ବିପର୍ଯ୍ୟୟ ମୁକାବିଲା: ମୋଦୀ ଡାକିଲେ ସମୀକ୍ଷା ବୈଠକ

ନୂଆଦିଲ୍ଲୀ (ଆମ ଟିଭି): ବାତ୍ୟା ବିପର୍ଯ୍ୟୟକୁ ନେଇ ସବୁଠି ହାଇଆଲର୍ଟ । ଏହରି ଭିତରେ ‘ବିପର୍ୟ୍ୟୟ’ ସମ୍ବନ୍ଧିତ ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଡକାଇଲେ ବୈଠକ । ଦ୍ୱିପହର…

ପରଲୋକରେ ଲୋକପ୍ରିୟ ବଲିଉଡ ଅଭିନେତା ମଙ୍ଗଲ ଧୀଲନ

ମୁମ୍ବାଇ (ଆମ ଟିଭି): ବଲିଉଡରୁ ଆଉ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି । ଲୋକପ୍ରିୟ ବଲିଉଡ୍ ଅଭିନେତା ମଙ୍ଗଲ ଧୀଲନଙ୍କର ବିୟୋଗ ହୋଇଛି । କ୍ୟାନ୍ସରରେ ପୀଡିତ ହୋଇ ଲୁଧିଆନା ହସ୍ପିଟାଲରେ…