ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ୍ ଖାତାଦେଖା

କଟକ (ଆମ ଟିଭି): ସରିଲା ମାଟ୍ରିକ୍ ପରୀକ୍ଷା, ଏବେ ଆରମ୍ଭ ହେବ ଖାତାଦେଖା । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ…

ବଲିଉଡରୁ ଆସିଲା ଆଉ ଏକ ଦୁଃଖଦ ଖବର

ମୁମ୍ବାଇ (ଆମ ଟିଭି): ଆଉ ନାହାନ୍ତି ବଲିଉଡର ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ପ୍ରଦୀପ ସରକାର । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ କିଡନୀ ରୋଗରେ ପୀଡ଼ିତ…

ଏପ୍ରିଲ ପହିଲାରୁ କଡ଼ାକଡ଼ି ହେବ ନିୟମ

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି । ଏହାସାଙ୍ଗରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ…

ମୁକ୍ତିଲାଭ କରୁଛି ତିନି ଓଡ଼ିଆ ସିନେମା ‘ମନ ମ୍ୟୁଜିୟମ୍’, ‘ନାରୀ ନୁହେଁ ତୁ ଅର୍ଦ୍ଧନାରୀ’ ଏବଂ ‘ମନସ୍କ’

ଭୁବନେଶ୍ୱର (ଆମ ଟିଭି): ଶୁକ୍ରବାର ଫ୍ରାଇଡେ ରିଲିଜ୍ ଅବସରରେ ବଡ଼ ପରଦାରେ ମୁକ୍ତିଲାଭ କରୁଛି ୩ଟି ଓଡ଼ିଆ ଚଳଚ୍ଚିତ୍ର । ସେ ଭିତରେ ରହିଛି ; ‘ମନ ମ୍ୟୁଜିୟମ୍’, ‘ନାରୀ ନୁହେଁ ତୁ…

ଦେଶରେ ପୁଣି ବଢିଲାଣି କରୋନା

ନୂଆଦିଲ୍ଲୀ (ଆମ ଟିଭି): କିଛି ବର୍ଷର ବ୍ୟବଧାନ ପରେ ପୁଣି ଦେଶରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ୧୩୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛି । ୧୪୦ ଦିନ ପରେ ଦେଶରେ…

ଉତ୍ତରାଖଣ୍ଡରେ ଲୁଚିଛି ପଳାତକ ଅମ୍ରିତପାଲ ସିଂ!

ନୂଆଦିଲ୍ଲୀ (ଆମ ଟିଭି): ଖଲିସ୍ତାନୀ ନେତା ଅମ୍ରିତପାଲ ସିଂଙ୍କୁ ନେଇ ଏବେ ଚିନ୍ତାରେ ପଞ୍ଜାବ ପୋଲିସ । ଏହାରି ଭିତରେ ପଳାତକ ଅମ୍ରିତପାଲ ସିଂଙ୍କୁ ନେଇ ଆସିଛି ବଡ ସୂଚନା । ପୁଲିସକୁ ଚକମା…

କଂଗ୍ରେସ ଡାକିଲା ଜରୁରୀ ବୈଠକ: କାହିଁକି ଜାଣନ୍ତୁ?

ନୂଆଦିଲ୍ଲୀ (ଆମ ଟିଭି): ମୋଦୀଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇ ଏବେ ହରଡ଼ଘଣାରେ ପଡ଼ିଛନ୍ତି ରାହୁଲ ଗାନ୍ଧୀ । ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ପରେ କଂଗ୍ରେସ ଡାକିଲା ଜରୁରୀ ବୈଠକ । ଦିଲ୍ଲୀ…

ଆସୁଛି ଆଉ ଏକ ପଶ୍ଚିମା ଝଡ଼: ଜାଣନ୍ତୁ କେଉଁଠି ବର୍ଷିବ ଅଧିକ?

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ଆସୁଛି ଆଉ ଏକ ପଶ୍ଚିମାଝଡ । ଯାହା ପ୍ରଭାବରେ ରାଜ୍ୟରେ ଆସନ୍ତା ୨୬ ତାରିଖରୁ ଝଡ-ପବନ ସହ ବର୍ଷା…

ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି

ଭୁବନେଶ୍ୱର(ଆମ ଟିଭି): ବଦଳିଲେ ରାଜ୍ୟ ବିଜେପିର ସଭାପତି । ଓଡ଼ିଶା ବିଜେପିର ନୂଆ ସଭାପତି ହେଲେ ବିଜେପିର ବରିଷ୍ଠ ନେତା ମନମୋହନ ସାମଲ । ମନମୋହନଙ୍କୁ ନିଯୁକ୍ତ କଲେ ବିଜେପିର ରାଷ୍ଟ୍ରୀୟ…

ଅମୃତପାଲ ସିଂଙ୍କୁ ଗିରଫ ପାଇଁ ନାକେଦମ୍ ପଞ୍ଜାବ ପୋଲିସ

ନୂଆଦିଲ୍ଲୀ(ଆମ ଟିଭି): ଖଲିସ୍ତାନୀ ନେତା ଅମୃତପାଲ ସିଂଙ୍କୁ ଗିରଫ କରିବା ପାଇଁ ନାକେଦମ୍ ହେଲାଣି ପଞ୍ଜାମ ପୋଲିସ । ବେଶ ବଦଳାଇ ଚମ୍ପଟ ମାରିବାରେ ଲାଗିଛି ଅମୃତପାଲ। ରବିବାର କାରରେ ଫେରାର…