ବିଜେପି ପାଇଁ ପାର୍ଟି ଆଗ, ମାଟି ପଛ: ବିଜେଡି

ଭୁବନେଶ୍ୱର (ଆମ ଟିଭି): ପୁଣି ମହାନଦୀ ପ୍ରସଙ୍ଗକୁ ନେଇ ସରଗରମ ରାଜ୍ୟ ରାଜନୀତି । ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ରହିଛନ୍ତି ନୀରବ । ରାଜ୍ୟବାସୀଙ୍କ ସ୍ବାର୍ଥ ପ୍ରତି ଆଖି…

ବିଜେପିରେ ମିଶିଲେ ଅଜୟ ଆଲୋକ: ଜାଣନ୍ତୁ ସେ କିଏ?

ନୂଆଦିଲ୍ଲୀ (ଆମ ଟିଭି): ବିଜେପିରେ ମିଶିଲେ ଅଜୟ ଆଲୋକ । ପୂର୍ବତନ ଜେଡିୟୁ ନେତା ଅଜୟ ଆଲୋକ ବିଜେପିରେ ସାମିଲ ହୋଇଛନ୍ତି। ଶୁକ୍ରବାର ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ…

ସି ଭି ରମଣ ଗ୍ଲୋବାଲ ୟୁନିଭରସିଟି ରେ G20 କନକ୍ଲେଭ

ଭୁବନେଶ୍ୱର (ଆମ ଟିଭି): ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ବାରା ଏକ ଆଙ୍କର ପ୍ରତିଷ୍ଠାନ ଭାବରେ ପରିଚିତ ଭୁବନେଶ୍ବରର ସି.ଭି. ରମଣ ଗ୍ଲୋବାଲ ୟୁନିଭରସିଟି (ସିଜିଇଉ) ଓ ଏହାର…

ପଶ୍ଚିମବଙ୍ଗରେ ରାମନବମୀ ହିଂସା: ଯାଞ୍ଚ କରିବ ଏନଆଇଏ

ନୂଆଦିଲ୍ଲୀ (ଆମ ଟିଭି): ପଶ୍ଚିମବଙ୍ଗରେ ପଶିବ ଏନଆଇଏ । ପଶ୍ଚିମବଙ୍ଗ ରାମନବମୀ ହିଂସାର ଯାଞ୍ଚ କରିବ କେନ୍ଦ୍ରୀୟ ସଂସ୍ଥା ଏନଆଇଏ । ହାଓ୍ବଡାରେ ରାମନବମୀ ସମାରୋହ ବେଳେ ଦୁଇ ଗୋଷ୍ଠୀ…

ରତ୍ନଭଣ୍ଡାର ପ୍ରସଙ୍ଗ: ବିଜେପିକୁ କାଉଣ୍ଟର କଲା ବିଜେଡି

ଭୁବନେଶ୍ୱର (ଆମ ଟିଭି): ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ପ୍ରେସମିଟ୍ କରିଥିବା ବିଜେପିକୁ କାଉଣ୍ଟର କରିଛି ବିଜେଡି । ବିଜେଡି କହିଛି, ମନଗଢ଼ା କାହାଣୀ କହି ବିଜେପି ପ୍ରେସମିଟ୍ କରୁଛି ।…

ରତ୍ନଭଣ୍ଡାର ଚାବିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର (ଆମ ଟିଭି): ପୁଣି ଉଠିଲା ମହାପ୍ରଭୁଙ୍କ ରତଭଣ୍ଡାର ପ୍ରସଙ୍ଗ । ରତ୍ନଭଣ୍ଡାରକୁ ନେଇ ରାଜନୀତି ପୁଣି ଉଷ୍ମ ହୋଇଛି । ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ…

ଦନ୍ତେୱାଡ଼ା ଯିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ

ରାୟପୁର(ଆମ ଟିଭି): ଛତିଶଗଡ଼ ଦନ୍ତେୱାଡାରେ ଘଟିଥିବା ନକ୍ସଲ ଆକ୍ରମଣ ଘଟଣା ମସସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହାରି ଭିତରେ ଯାହା ଖବର ମିଳିଛି, ଆଜି ଦନ୍ତେୱାଡ଼ା ଯିବେ ଛତିଶଗଡ ମୁଖ୍ୟମନ୍ତ୍ରୀ…

ବ୍ରାହ୍ମଣୀ ନବୀଦରେ ବୁଡ଼ିଗଲା ଡଙ୍ଗା: ଜଣେ ମୃତ, ଜଣେ ନିଖୋଜ୍

କେନ୍ଦ୍ରାପଡ଼ା(ଆମ ଟିଭି): କେନ୍ଦ୍ରାପଡ଼ା ରାଜନଗର ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଆଜି ଘଟିଛି ଅଘଟଣ । ବୁଡ଼ିଲା ଡ଼ଙ୍ଗା । ଆଳି ଏକମାଣିଆରୁ କେରଡ଼ା ଗଡ଼ ଯାଉଥିବା ବେଳେ ଡ଼ଙ୍ଗା…

ଖରାଛୁଟି: ସ୍କୁଲ ପିଲାଙ୍କୁ ମିଳିବ ଆଇନ ଓ ଫଲିକ ଏସିଡ ଟାବଲେଟ୍

ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାରି ଭିତରେ ଆଉ ଏକ ବଡ଼ ଖବର ଆସି ପହଞ୍ଚିଛି । ଖରାଛୁଟିରେ…

ବିକ୍ରି ହୋଇଗଲା ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ କ୍ୟାପିଟାଲ

ନୂଆଦିଲ୍ଲୀ(ଆମ ଟିଭି): ଖସୁଛି ଅନୀଲ ଅମ୍ବାନୀଙ୍କ ସାମ୍ରାଜ୍ୟ । ଏହାରି ଭିତରେ ସବୁଠାରୁ ଅଧିକ ଋଣଭାରରେ ଥିବା ରିଲିଆନ୍ସ ଗ୍ରୁପର ରିଲିଆନ୍ସ କ୍ୟାପିଟାଲ ନିଲାମ ହୋଇଯାଇଛି । ଏକ ରିପୋର୍ଟରେ…