ଏଲନ ମସ୍କଙ୍କୁ ଭେଟିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଳୀ (ଆମ ଟିଭି): ଆଜିଠୁ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜୁନ ୨୧ରୁ ତାଙ୍କର ଗସ୍ତ ୨୪ ତାରିଖ ଯାଏ ଚାଲିବ । ପ୍ରଧାନମନ୍ତ୍ରୀ ନିଜର ଏହି ଯାତ୍ରାରେ ଅନେକ…

ଏଣିକି ସବୁ ଟ୍ରକରେ ଲାଗିବ ଏସି

ନୂଆଦିଲ୍ଳୀ (ଆମ ଟିଭି): ପରିବହନ କ୍ଷେତ୍ରରେ କେନ୍ଦ୍ର ସରକାର ଦିନକୁ ଦିନ ନୂଆ ପଦକ୍ଷେପ ନେଉଛନ୍ତି । ଏହାରି ଭିତରେ ଦେଶର ଟ୍ରକ୍ ଚାଳକଙ୍କ ପାଇଁ ଆସିଛି ଏକ ଖୁସି ଖବର । କେନ୍ଦ୍ର ପରିବହନ…

ବାହାନଗା ରେଳ ଦୁର୍ଘଟଣା: ସୋର ସେକ୍ସନ ସିଗନାଲ୍ ଜେଇ ଅମିର ଖାନଙ୍କ ଘର ସିଲ୍ କଲା ସିବିଆଈ

ବାହାନଗା (ଆମ ଟିଭି): ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ରେଲୱେ ସୋର ସେକ୍ସନ ସିଗ୍ନାଲ ଜେଇ ଅମିର ଖାନ୍ଙ୍କ ଭଡ଼ା ଘର ସିଲ୍ କରାଯାଇଛି । ସୋରଠାରେ ଜେଇଙ୍କ ଏହି ଭଡ଼ା ଘର…

ଜୁନ୍ ୨୧ରୁ ବଢିବ ବର୍ଷା: ତାତିରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର(ଆମ ଟିଭି): ତାତିରୁ ମିଳିବ ଆଶ୍ୱସ୍ତି । ଜୁନ୍ ୨୧ରୁ ବଢିବ ବର୍ଷାର ବିସ୍ତୃତି। ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି। ୨୨ ତାରିଖରେ କିଛି…

ଖରା ସ୍ଥିତି ଦେଖି ସ୍କୁଲ ଛୁଟି ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଆମ ଟିଭି): ଖରା ସ୍ଥିତିକୁ ଦେଖି ନିଆଯିବ ସ୍କୁଲ ଛୁଟି ନିଷ୍ପତ୍ତି। ଜିଲ୍ଲାର ଜିଲ୍ଲାପାଳ ଏନେଇ ନିଷ୍ପତ୍ତି ନେବେ। ଜିଲ୍ଲାରେ ଖରାର ସ୍ଥିତି ଅନୁସାରେ ଜିଲ୍ଲାପାଳ ସ୍କୁଲ ଛୁଟି…

୨୨ରେ କଳାହାଣ୍ଡି ଆସୁଛନ୍ତି ଜେପି ନଡ୍ଡା

ଭୁବନେଶ୍ୱର(ଆମ ଟିଭି): ଆସନ୍ତା ୨୨ ତାରିଖରେ କଳାହାଣ୍ଡି ଆସୁଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ଏନେଇ ଭାଜପା କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସ୍ଥିତ ଲାଲ…

ରଥଯାତ୍ରା ପାଇଁ ମୂତୟନ ହୋଇଛନ୍ତି ୫୦୦ ବିଦ୍ୟୁତ୍ କର୍ମଚାରୀ

ପୁରୀ (ଆମ ଟିଭି): ରଥଯାତ୍ରା ପାଇଁ ମୁତୟନ ହୋଇଛନ୍ତି ୫୦୦ ବିଦ୍ୟୁତ କର୍ମଚାରୀ । ରଥଯାତ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି। ୫୦୦ କର୍ମଚାରୀ ମୁତୟନ ହୋଇଥିବା ନେଇ…

ଏବେ ସାଉଥ ଇଣ୍ଡିଆ କମ୍ପାନୀ ଓଡ଼ିଶାରେ ରାଜ୍ କରୁଛି: ମୋହନ ମାଝୀ

ଭୁବନେଶ୍ୱର (ଆମ ଟିଭି): ଅପରାଜିତା, ମନମୋହନଙ୍କ ପରେ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଟାର୍ଗେଟରେ ୫ଟି ସଚିବ । କହିଲେ, ଇଷ୍ଟ ଇଣ୍ଡିଆ କମ୍ପାନୀ ଦୁଇ ଶହ ବର୍ଷ ଶାସନ କରିଥିଲା ଆଉ ଏବେ ସାଉଥ୍…

ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ (ଆମ ଟିଭି): ରାତିପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରତ୍ନବେଦୀ ଛାଡି ଜନ୍ମବେଦୀକୁ ଚାଲି ଆସିବେ ତିନି ଠାକୁର । ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ । ଏହା ପୂର୍ବରୁ ଆଜି…

ଷ୍ଟଲୱାର୍ଟ ପ୍ରୋଜେକଟ୍ସ ପ୍ରାଇଭେଟ ଲିମିଟେଡ଼ (SPPL)ର‌ ଷ୍ଟଲ୍ଓ୍ବାର୍ଟ ସ୍କାଏସିଟି ଲୋକାର୍ପିତ

ଭୁବନେଶ୍ୱର(ଆମ ଟିଭି): ଓଡିଶାର ଆଗ୍ରଣୀ ରିଅଲ ଇଷ୍ଟେଟ କମ୍ପାନୀ ଷ୍ଟଲ୍ଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ୍‌ ଲିମିଟେଡ୍ ଭୁବନେଶ୍ୱର ସ୍ଥିତ ଜୟଦେବବିହାର - ନନ୍ଦନକାନନ ମାର୍ଗରେ ପଟିଆ ନିକଟରେ…