ମିଶନ ଶକ୍ତି ମହିଳା ସଦସ୍ୟଙ୍କୁ ବାରମ୍ବାର ଅପମାନିତ କରୁଛନ୍ତି ବିଜେପି ନେତା: ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର (ଆମ ଟିଭି): ମିଶନ ଶକ୍ତିକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ମିଶନ ଶକ୍ତି ମହିଳା ସଦସ୍ୟଙ୍କୁ ବାରମ୍ବାର ଅପମାନିତ କରୁଛନ୍ତି ବିଜେପି ନେତା । ସାଧାରଣ ମହିଳାଙ୍କୁ ବି…

ପବନ ବହିଲେ ବିଜୁଳି କାଟିବାକୁ ବାଧ୍ୟ: ଶକ୍ତି ମନ୍ତ୍ରୀଙ୍କ ଅଜବ ଉତ୍ତର

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଆଘୋଷିତ ବିଦ୍ୟୁତ୍ କାଟକୁ ନେଇ ଏବେ ସବୁଠି ଅସନ୍ତୋଷ ଦେଖିବାକୁ ମିଳୁଛି । ରାଜଧାନୀ ଭୁବନେଶ୍ୱରରେ ବି ଘଣ୍ଟା ଘଣ୍ଟା ବିଜୁଳି କଟୁଛି । କିନ୍ତୁ ଆଜି…

ବାହାନଗାରେ ଏବେ ଅଟକିବନି କୌଣସି ଟ୍ରେନ୍

ବାହାନଗା (ଆମ ଟିଭି): ବାହାନଗାରେ ରେଳ ଦୁର୍ଘଟଣା ପରେ ଏବେ ସେଠାରେ ଦୁର୍ଘଟଣାକୁ ନେଇ ତଦନ୍ତ ଜାରି ରହିଛି । ସେଥିପାଇଁ ବାହାନଗା ଷ୍ଟେସନରେ ଏବେ ଅଟକିବନି କୌଣସି ଟ୍ରେନ୍ । ତଦନ୍ତ…

ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛି: ରୋହିତ ପୂଜାରୀ

ଭୁବନେଶ୍ୱର(ଆମ ଟିଭି): ଆଜି ରୋହିତ ପୂଜାରୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ୀ ପଦରୁ ବିଦା କରିଛନ୍ତି ନବୀନ । ମନ୍ତ୍ରିପଦରୁ ବାଦ୍ ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ରୋହିତ ପୂଜାରୀ ।…

ହ୍ୱାଇଟ୍ ହାଉସ ଭିତରେ ରାହୁଲ ଗାନ୍ଧୀଙ୍କ ଗୁପ୍ତ ବୈଠକ: ଜାଣନ୍ତୁ କିଏ କିଏ ଥିଲେ ଉପସ୍ଥିତ

ନୂଆଦିଲ୍ଲୀ(ଆମ ଟିଭି): ତାଙ୍କର ଆମେରିକା ଗସ୍ତ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଗୁପ୍ତ ବୈଠକ ବିଷୟରେ ଅନେକ ଚର୍ଚ୍ଚା ହେଉଛି। ଦାବି କରାଯାଇଛି ଯେ ରାହୁଲଙ୍କ ଏହି ଗୁପ୍ତ ବୈଠକ…

କରମଣ୍ଡଳ କବଳରୁ ବର୍ତ୍ତିଗଲେ ଏହି ଯୁବକ

ବାହାନଗା (ଆମ ଟିଭି): ବାହାନଗା ରେଳ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସ୍ତା ଅଞ୍ଚଳର ଯୁବକ । ଏ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦୁଧହଂସା ପଂଚାୟତରର ଗୌରାଙ୍ଗ…

ଟାଟା ପାୱାର ଉପରେ ବର୍ଷିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର (ଆମ ଟିଭି): ଟାଟା ପାୱାର ଉପରେ ବର୍ଷିଲେ ପ୍ରଦୀପ ଜେନା । ଟାଟା ପାୱାର ମନ୍ଥର କାର୍ୟ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଦୀର୍ଘ ୩ ଘଣ୍ଟା…

ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର(ଆମ ଟିଭି): ପ୍ରବଳ ତାତିରୁ ମିଳିଲା ଆଶ୍ୱସ୍ତି । ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ଘଡଘଡି ସହ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଧୂଳିଝଡ ସାଙ୍ଗକୁ ବର୍ଷା…

ପ୍ରକାଶ ପାଇଲା +୨ କଳା ରେଜଲ୍ଟ

ଭୁବନେଶ୍ୱର(ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ପରୀକ୍ଷାର୍ଥୀ  www.orissaresults.nic.in ରେ ନିଜ ରେଜଲ୍ଟ ଜାଣିପାରିବେ ।…

ଯାଜପୁର ରେଳ ଦୁର୍ଘଟଣା: ଚେତିଲା ରେଳ ବିଭାଗ

ଯାଜପୁର(ଆମ ଟିଭି): ଯାଜପୁର ଟ୍ରେନ୍ ଦୁର୍ଘଟଣା ପରେ ଚେତିଲା ରେଳ ବିଭାଗ । ଟ୍ରାକରେ ରହୁଥିବା ବଗି ପାଇଁ କରାଗଲା ଚେନ୍ ଲକିଂ ବ୍ୟବସ୍ଥା । ଏହା ସହ ପଥର ଲଗାଇ ଟ୍ରେନ୍ ଲକ୍ କରି ରଖାଯାଇଛି ।…