ନବଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଆମ ଟିଭି): ନବଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବାସଭବନରେ ପହଞ୍ଚି ଜଣାଇଲେ ଶ୍ରଦ୍ଧାଞ୍ଜଳି । ପାର୍ଥିବଶରୀରରେ ପୁଷ୍ପଗୁଚ୍ଛ ଦେଇ ଶେଷ ଦର୍ଶନ…

ଚର୍ଚ୍ଚାରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ମହିଳାଙ୍କୁ ଦେଇଥିବା ଗୁରୁମନ୍ତ୍ର

ଗୌହାଟୀ (ଆମ ଟିଭି): ପୁଣି ଚର୍ଚ୍ଚାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବୟାନ । ମହିଳାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ଗୁରୁମନ୍ତ୍ର। ସଠିକ ସମୟରେ ବିବାହ…

ବିଜେଡି ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର (ଆମ ଟିଭି): ଦିଲ୍ଲୀ ଦରବାରରେ ପୁଣି ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗ ଉଠାଇବ ବିଜେଡି । ବିଜେଡି ସଂସଦୀୟ ଦଳ ବୈଠକରେ ସାଂସଦଙ୍କୁ ଏନେଇ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା…

ବଦଳିଲା ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାଁ

ନୂଆଦିଲ୍ଲୀ (ଆମ ଟିଭି): ରାଷ୍ଟ୍ରପତି ଭବନରୁ ହଟିଲା ମୋଗଲଙ୍କ ଚିହ୍ନ । ମୋଗଲ ଗାର୍ଡେନର ନାଁ ବଦଳାଇଦିଆଯାଇଛି । ରାଷ୍ଟ୍ରପତି ଭବନରେ ଥିବା ଏହି ଉଦ୍ୟାନର ନାମ ପରିବର୍ତ୍ତନ କରାଯାଇ ଅମୃତ…

ବିଜେପି ନେତାଙ୍କ ନଜରରେ ଆମେ ଶୁଦ୍ର: ଅଖିଳେଶ ଯାଦବ

ଲକ୍ଷେ୍ନø(ଆମ ଟିଭି): ବିଜେପିକୁ ନେଇ ବଡ଼ ବୟାନ ଦେଇଛନ୍ତି ଅଖିଳେଶ ଯାଦବ । ବିଜେପିକୁ ଟାର୍ଗେଟ କରିବା ସହ, ଭାରତୀୟ ଜନତା ପାର୍ଟି ଆମକୁ ଶୁଦ୍ର ବୋଲି ଭାବୁଛି ବୋଲି କହିଛନ୍ତି ଅଖିଳେଶ ।…

ସଂସ୍କୃତ ଭାଷା କାହିଁକି ଦେଶର ସରକାରୀ ଭାଷା ହୋଇପାରିବନି: ଏସ ଏ ବୋବଡେ

ନାଗପୁର (ଆମ ଟିଭି): ସଂସ୍କୃତ ଭାଷା କାହିଁକି ଦେଶର ସରକାରୀ ଭାଷା ହୋଇପାରିବନି । ପୂର୍ବତନ ପ୍ରଧାନ ବିଚାରପତି ଏସ୍ ଏ ବୋବଡେ ଆଜି ସଂସ୍କୃତ ଭାଷା ପାଇଁ ସ୍ବର ଉତ୍ତୋଳନ କରିଛନ୍ତି।…

ଇସ୍ରାଇଲର ଏକ ମନ୍ଦିରରେ ଫୁଟିଲା ଗୁଳି: ୭ଜଣଙ୍କ ମୃତ୍ୟୁ

ଇସ୍ରାଇଲ (ଆମ ଟିଭି): ମନ୍ଦିର ଭିତରେ ହଠାତ୍ ଫୁଟିଲା ଆଖିବୁଜା ଗୁଳି। ଜଣେ ବନ୍ଧୁକଧାରୀ ମନ୍ଦିର ଭିତରେ ପଶି ଆଖିବୁଜା ଗୁଳିମାଡ କରିଥିବା ଜଣାପଡ଼ିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି।…

ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି କୁମ୍ଭ ମେଳା

ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଆଜିଠୁ ଆରମ୍ଭ ହୋଇଛି ରାଜଧାନୀର ସବୁଠୁ ବଡ ଖଣ୍ଡଗିରି କୁମ୍ଭ ମେଳା । ସେଥିପାଇଁ ଖଣ୍ଡଗିରି ଓ ଉଦୟଗିରିରେ ଜମିଲାଣି ସାଧୁସନ୍ଥଙ୍କ…

ହକି ବିଶ୍ୱକପ୍: ଫାଇନାଲରେ ପ୍ରବେଶ କଲେ ଜର୍ମାନୀ-ବେଲଜିୟମ

ଭୁବନେଶ୍ୱର (ଆମ ଟିଭି): ସେମିଫାଇନାଲରେ କଡ଼ା ଟକ୍କର କରି ଫାଇନାଲରେ ପ୍ରବେଶ କଲେ ଜମାନୀ – ବେଲଜିୟମ । ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଜର୍ମାନୀ ଫାଇନାଲକୁ…

୪ଫାଳ ହୋଇଯିବ ପାକିସ୍ତାନ: ଯୋଗଗୁରୁ ରାମଦେବ

ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଏହାରି ଭିତରେ ଯୋଗଗୁରୁ ବାବା ରାମଦେବ ପାକିସ୍ତାନକୁ ନେଇ ବଡ ବୟାନ…