ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅକୁ ପୁଣି ସମନ କଲା ସିବିଆଇ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ବିବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ । ଦିଲ୍ଲୀ ଅବକାରୀ ନୀତି ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ କେ…

ପୋଲିସ ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ନିହତ

କନ୍ଧମାଳ (ଆମ ଟିଭି): ଭାଙ୍ଗିଲା ମାଓବାଦୀଙ୍କ ଗଡ଼ । ପୋଲିସକୁ ବଡ଼ ସଫଳତା । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଜଙ୍ଗଲରେ ପୁଲିସ ଏନକାଉଣ୍ଟରେ ଦୁଇ ମହିଳା ମାଓବାଦୀ ନିହତ। ବିଶେଷ ସୂତ୍ରରୁ ଖବର ପାଇ…

କ୍ଷମା ମାଗିଲେ ବିବେଗ ଅଗ୍ନିହୋତ୍ରୀ: କାହିଁକି ଜାଣନ୍ତୁ?

ନୂଆଦିଲ୍ଲୀ (ଆମ ଟିଭି): ପୁଣି ବିବାଦରେ ‘ଦ କାଶ୍ମୀର ଫାଇଲ୍ସ’ । ଏହାର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ୨୦୧୮ର ଏକ ବିବାଦୀୟ ଟ୍ୱିଟ୍ ପାଇଁ କୋର୍ଟଙ୍କ ନିକଟରେ କ୍ଷମା ପ୍ରାଥନା କରିଛନ୍ତି…

ସଂସଦର ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ (ଆମ ଟିଭି): ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ । ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ମଙ୍ଗଳବାର ସର୍ବଦଳୀୟ ବୈଠକ କରିଛନ୍ତି । ଏହି ବୈଠକରେ କଂଗ୍ରେସ,…

ପଦ୍ମପୁରରେ ପଦ୍ମ ଫୁଟିବ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର (ଆମ ଟିଭି): ସରିଛି ପଦ୍ମପୁର ଉପନିର୍ବାଚନ । ଇଭିଏମରେ ସିଲ୍ ହୋଇଛି ସବୁ ପ୍ରାର୍ଥୀଙ୍କ ଭାଗ୍ୟ । ପଦ୍ମପୁରରେ କିଏ ଜିତିବ? ତାକୁ ନେଇ ଆରମ୍ଭ ହେଲାଣି କଳାପନା ଜଳ୍ପନା । ଏହାରି…

ପ୍ରିୟଙ୍କା ଗାନ୍ଧୀ ଆରମ୍ଭ କରିବେ ମହିଳା ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ (ଆମ ଟିଭି): ଭାରତ ଯୋଡ଼ୋ ଯାତ୍ରା ପରେ ଆରମ୍ଭ ହେବ ମହିଳା ଯୋଡ଼ୋ ଯାତ୍ରା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରମ୍ଭ କରିଥିବା ‘ଭାରତ ଯୋଡୋ’ ଅଭିଯାନରେ ଲୋକଙ୍କ ସମର୍ଥନ ବଢୁଥିବା…

ଗୁଜୁରାଟ ନିର୍ବାଚନରେ ପୁଣି ବାଜିମାତ କରିବ ବିଜେପି: EXIT POOLର ଆକଳନ

ନୂଆଦିଲ୍ଲୀ(ଆମ ଟିଭି):  ଗୁଜୁରାଟରେ ପୁଣି ବାଜିମାତ କରିବ ଆପ୍। ଗୁଜରାଟରେ ସବୁ ସରକାର ବିରୋଧୀ ହାଓ୍ବାକୁ ଭୁଲ ପ୍ରମାଣିତ କରି ବିଜେପି ପୁଣି ପାଇଁ ସରକାର ଗଢିବାର ସଂକେତ ଦେଉଛି ଏକଜିଟ…

୭ ଦିନିଆ ରିମାଣ୍ଡରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

ଭୁବନେଶ୍ୱର(ଆମ ଟିଭି): ଅର୍ଚ୍ଚନା ନାଗକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହାରି ଭିତରେ ଆଜି ଭୁବନେଶ୍ବର କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗ। ୭ ଦିନିଆ ରିମାଣ୍ଡ୍‌ରେ ବ୍ଲାକ୍‌ମେଲ୍‌…

ଇଣ୍ଡୋନେସିଆରେ ଆଗ୍ନେୟ ଉଦଗିରଣ: ୧୨ ହଜାର ଫୁଟ ଉପରକୁ ଉଠିଲା ଲାଭା

ନୂଆଦିଲ୍ଲୀ (ଆମ ଟିଭି): ଇଣ୍ଡୋନେସିଆରେ ଫାଟିଲା ଆଗ୍ନେୟ ଉଦଗିରଣ । ରବିବାର ଇଣ୍ଡୋନେସିଆର ମାଉଣ୍ଟ ସେମେରୋରେ ଅଚାନକ ଜ୍ୱାଳାମୁଖୀ ଫାଟିଛି । ଫଳରେ ପ୍ରାୟ ୧୨ ହଜାର ଫୁଟ ଉଚ୍ଚ ଏହି…

ଭାରତ ଯୋଡ଼ୋ ଯାତ୍ରାକୁ ସମର୍ଥନ କରୁନାହିଁ ଗଣମାଧ୍ୟମ: ଅଶୋକ ଗେହଲଟ୍

ଜୟପୁର(ଆମ ଟିଭି): କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଏବେ ରାଜସ୍ଥାନରେ ପ୍ରବେଶ କରିଛି। ଏହିପରିପ୍ରେକ୍ଷୀରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ…