ଭାରତ ଆସିବାକୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ(ଆମ ଟିଭି): ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହାରି ଭିତରେ ଭାରତକୁ ଶତ୍ରୁ ଭାବୁଥିବା ପାକିସ୍ତାନ ମୋଦୀଙ୍କୁ ପ୍ରଶଂସା କରିଛି । ଅନ୍ୟପଟେ ଭାରତ ଆସିବାକୁ…

ବିଜେପି ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ

ଭୁବନେଶ୍ୱର(ଆମ ଟିଭି): ଯାହା ଆଶା କରାଯାଉଥିଲା ଶେଷରେ ତାହା ହିଁ ହେଲା । ବିଜେପି ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ନେତା ଗିରିଧର ଗମାଙ୍ଗ । ଆଜି ବିଜେପି ଅଧ୍ୟକ୍ଷ ଜେପି…

ବିବାହ ବନ୍ଧନରେ ବାନ୍ଧି ହେଲେ କେ.ଏଲ ରାହୁଲ

ନୂଆଦିଲ୍ଲୀ (ଆମ ଟିଭି): ହାତରୁ ଦୁଇ ହାତ ହେଲେ କେ.ଏଲ ରାହୁଲ । ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର କେ.ଏଲ ରାହୁଲ ଓ ଅଭିନେତ୍ରୀ ଆଥେୟା ସେଟୀ । ୩ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ…

ଅଯଥା ହର୍ଣ୍ଣ ମାରିଲେ ଗଣିବେ ୧୦ ହଜାର ଜରିମାନା

ଭୁବନେଶ୍ୱର (ଆମ ଟିଭି): ଆପଣ ଯଦି ଗାଡ଼ି ଚଳାଉଥାନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ । କାରଣ ଏବେ ଅଯଥା ହର୍ଣ୍ଣ ବଜାଇଲେ ୧୦ ହଜାର ଟଙ୍କା ଜୋରିମାନା ଗଣିବେ ଗାଡ଼ି…

କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଜର୍ମାନୀ

ଭୁବନେଶ୍ୱର (ଆମ ଟିଭି): ଆଜି ହକି ବିଶ୍ୱକପର ଥିଲା ଦ୍ୱିତୀୟ କ୍ରସ ଓଭର ମ୍ୟାଚ୍ । ଫ୍ରାନ୍ସକୁ ହରାଇ କ୍ବାର୍ଟର ଫାଇନାଲରେ ଜର୍ମାନୀ । ୫-୧ ଗୋଲରେ ଫ୍ରାନ୍ସ ଠାରୁ ବିଜୟ ହାସଲ କରିନେଇଛି…

ଫେବୃଆରୀ ୧ରୁ ଆରମ୍ଭ ହେବ ତୋଷାଳି ମେଳା

ଭୁବନେଶ୍ୱର (ଆମ ଟିଭି): ପୁଣି ଦୁଲୁକିବ ଜନତା ମଇଦାନ । ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପର ବିଶାଳ ମହୋତ୍ସବ ୧୭ତମ ତୋଷାଳି ମେଳା ଆସନ୍ତା ଫେବ୍ରୁଆରୀ ୧ରୁ ଆରମ୍ଭ ହେବାକୁ ଯାଉଛି । ସବୁଥର ପରି…

‘ଦମନ’ ପରେ ବାବୁସାନ୍ ଆଊ ଏକ ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ

ଭୁବନେଶ୍ବର (ଆମ ଟିଭି) : ଓଲିଉଡରେ ଏବେ ଓଡ଼ିଆ ସିନେମାର ଲମ୍ବା ଲାଇନ। ଗୋଟିଏ ପରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରି ସଫଳତା ସାଉଁଟି ଚାଲିଛି। ସେଥିପାଇଁ ଓଡ଼ିଶା ଦର୍ଶକ ପୁଣି…

କମିବ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ (ଆମ ଟିଭି): ପାଖେଇ ଆସିଲାଣି ୨୪ ନିର୍ବାଚନ । କମିବ ପେଟ୍ରୋଲ, ଡିଜେଲ ଦର । ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ତୈଳ କମ୍ପାନୀଗୁଡିକୁ ଚିଠି ଲେଖି ତେଲ ଦର କମାଇବାକୁ…

ଗଡସେ ଫିଲ୍ମକୁ ମୋଦୀ ସରକାର ବ୍ୟାନ୍ କରିବେ କି?: ଓୱେସୀ

ନୂଆଦିଲ୍ଲୀ (ଆମ ଟିଭି): ବିବିସିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ତିଆରି ହୋଇଥିବା ଡକ୍ୟୁମେଣ୍ଟାରୀ ବିରୋଧରେ ବର୍ତ୍ତମାନ ନାନା ଝଡ଼ ସୃଷ୍ଟି ହୋଇଛି । ସେଠାରେ…

ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପାଇଁ ସମର୍ଥ: ସଞ୍ଜୟ ରାଉତ

ନୂଆଦିଲ୍ଲୀ (ଆମ ଟିଭି): କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ଏହାରି ଭିତରେ ଜାମ୍ମୁ-କାଶ୍ମୀରରେ ପହଞ୍ଚିସାରିଛି । ଭାରତ ଯୋଡ଼ୋ ଯାତ୍ରାର ନେତୃତ୍ବ ନେଉଥିବା କଂଗ୍ରେସ…