୭୫ ପ୍ରତିଶତ କର୍ମଚାରୀ ଛଟେଇ କରିବ ଟ୍ୱିଟର

ୱାଶିଂଟନ (ଆମ ଟିଭି): ଟୁଇଟର ଏବେ ଏଲନ ମସ୍କଙ୍କ ହାତରେ । ଟ୍ୱିଟରକୁ କିଣିବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି ମାଲିକ ଏଲନ ମସ୍କ। ପ୍ରଥମେ କମ୍ପାନୀ ବଡ଼ ବଡ଼…

ଟୁଇଟର ବର୍ତ୍ତମାନ ସଠିକ୍ ଲୋକଙ୍କ ହାତକୁ ଯାଇଛି: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ (ଆମ ଟିଭି): ଟୁଇଟର ଏବେ ଦୁନିଆର ସବୁଠୁ ବଡ଼ ଧନୀ ବ୍ୟକ୍ତିଙ୍କ ହାତରେ । ଏହା ଉପରେ ଏବେ ଟିପ୍ପଣୀ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବର୍ତ୍ତମାନ…

ନବୀନ ନିବାସ ଘେରିବାକୁ ଛାତ୍ର କଂଗ୍ରେସର ଉଦ୍ୟମ

ଭୁବନେଶ୍ୱର (ଆମ ଟିଭି): ନବୀନ ନିବାସ ଘେରିଲା ଛାତ୍ର କଂଗ୍ରେସ । କାରଣ ଥିଲା, ‘ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦାୟୀ । ହେଲେ ନା…

ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପରେ ଫାଟ

ପୁରୀ (ଆମ ଟିଭି): ଶ୍ରୀମନ୍ଦିର ପରେ ଶ୍ରୀଗୁଣ୍ଡିଚା ମନ୍ଦିର । ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଛି। ନାଟମଣ୍ଡପର ୪ଟିରୁ ୩ଟି କଲମରେ ଫାଟ ଥିବା ଜଣାଯାଇଛି। ଏହାସହ…

ପୁଣି ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣଗ୍ରସ୍ତ: ଜାଣନ୍ତୁ କେଉଁଠି?

ବଲସାଡ (ଆମ ଟିଭି): ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଗୁଜରାଟ ବଲସାଡରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଈକୁ ଧକ୍କା ଦେବା ଯୋଗୁ ଟ୍ରେନର…

୩୧ରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ପୂରଣ ହେବ ଭୁବନେଶ୍ୱରରୁ ଜୟପୁର ବିମାନ ସେବା । ଆସନ୍ତା ୩୧ ତାରିଖରୁ ଭୁବନେଶ୍ବରରୁ ଜୟପୁରକୁ ବିମାନ ଚଳାଚଳ ସେବା ଆରମ୍ଭ ହେବ।…

ଅଣନିଶ୍ୱାସୀ ଦିଲ୍ଲୀବାସୀ: ବଢୁଛି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ (ଆମ ଟିଭି): ଅଣନିଶ୍ୱାସୀ ଦିଲ୍ଲୀ: ଲଠି ନିଶ୍ୱାସ ନେବା ବି କଷ୍ଟ । ଏଭଳି ସ୍ଥିତି ଏବେ ରାଜଧାନୀ ଦିଲ୍ଲୀରେ । ରାଜଧାନୀ ନୂଆଦିଲ୍ଲୀରେ ବଢ଼ୁଛି ବାୟୁ ପ୍ରଦ୍ୟୁଷଣ । ଧୀରେ ଧୀରେ…

ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ଚାକିରି: ଓଡ଼ିଶା ହାଇକୋର୍ଟ

କଟକ (ଆମ ଟିଭି): ଓଡ଼ିଶା ହାଇକୋର୍ଟ ଶୁଣାଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ଚାକିରି । କୌଣସି ସରକାରୀ କର୍ମଚାରୀଙ୍କର ଚାକିରିରେ ଥାଇ ମୃତ୍ୟୁ…

ପୁଣି ଶ୍ରୀମନ୍ଦିରରୁ ଖସିଲା ପଥର

ପୁରୀ (ଆମ ଟିଭି): ବିପଦରେ ପୁରୀ ଶ୍ରୀମନ୍ଦିର । ଏଭଳି ଖବର ଆସିବା ପରେ ଏବେ ସମସ୍ତେ ଚିନ୍ତାରେ । ବର୍ତ୍ତମାନ ସମୟରେ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ନେଇ ଆସିଚି ଏକ ବଡ଼ ଖବର । ପୁରୀ…

କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଅହମଦାବାଦ (ଆମ ଟିଭି): ଗୁଜୁରାଟ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୀତି ସେତେ ସରଗରମ ହେବାରେ ଲାଗିଛି । ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବଡ଼ଧରଣର ଓଲଟପାଲଟ…