ଆଉ ସିନେମା ହଲ୍ ଭିତରକୁ ଖାଦ୍ୟ ନେଇ ଯାଇପାରିବେନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ଆମ ଟିଭି): ଏଣିକି ଆଉ ସିନେମା ହଲ ଭିତରକୁ ଖାଦ୍ୟ ନେଇ ଯାଇପାରିବେ ନାହିଁ । ସିନେମା ହଲକୁ ବାହାର ଖାଦ୍ୟ ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସିନେମା ହଲରେ…

କୁଆଡ଼େ ଗଲେ ଡାକ୍ତର ଶୁଭଶ୍ରୀ କରଙ୍କ ପୁରୁଷ ବନ୍ଧୁ?

ଜୋଡ଼ା (ଆମ ଟିଭି): କେନ୍ଦୁଝର ଜୋଡ଼ା ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାରି ଭିତରେ ପ୍ରଶ୍ନ ଉଠୁଛି, କୁଆଡେ ଗଲେ ମୃତ ଡାକ୍ତର ଶୁଭଶ୍ରୀ କରଙ୍କ…

ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା

ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବ ଫାଇଭ୍ ଜି ସେବା । ଭୁବନେଶ୍ୱର, କଟକ ସମେତ ଅନ୍ୟ କେତେକ ସ୍ଥାନରେ ଏହି ସେବା ଆରମ୍ଭ ହେବାକୁ…

ପଶ୍ଚିମବଙ୍ଗରେ ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼

କୋଲକାତା (ଆମ ଟିଭି): ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼ । ପଶ୍ଚିମବଙ୍ଗରେ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ଲଗାତାର ଦ୍ୱିତୀୟ ଦିନ ପଥର…

ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ମିଳିଲା Z+ ସୁରକ୍ଷା: କାହିଁକି ଜାଣନ୍ତୁ?

କୋଲକାତା (ଆମ ଟିଭି): ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଜେଡ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି। ଗୁପ୍ତଚର ଏଜେନ୍ସିରୁ ପ୍ରାପ୍ତ ଇନପୁଟ ଆଧାରରେ ଗୃହ ମନ୍ତ୍ରଣାଳୟ ଏହି…

ଆଇପିଏଲରେ ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଫର୍ମକୁ ଫେରୁଛନ୍ତି ଦାଦା । ଆଇପିଏଲରେ ପୁଣି ଦେଖିବାକୁ ମିଳିବ ଦାଦାଙ୍କ ଦାଦାଗିରି । କାହିଁକି ନା, କିଛି ବର୍ଷର ବ୍ରେକ ପରେ ପୁଣିଥରେ ଆଇପିଏଲରେ ସାମିଲ…

ନବୀନଙ୍କ ବଡ଼ ଘୋଷଣା: ଆହୁରି ବର୍ଷେ ମିଳିବ ମାଗଣା ଚାଉଳ

ଭୁବନେଶ୍ୱର (ଆମ ଟିଭି): କେନ୍ଦ୍ର ରାସ୍ତାରେ ରାଜ୍ୟ । ପୁଣି ଆଉ ବର୍ଷେ ବଢିଲା ମାଗଣା ଚାଉଳ । ରାଜ୍ୟର ହିତାଧିକାରୀଙ୍କୁ ମିଳିବ ୫ କିଲୋ ମାଗଣା ଚାଉଳ । ୫ କିଲୋ ମାଗଣା ଚାଉଳ ଦେବାକୁ…

ଦିଲ୍ଲୀରେ ଯୁବତୀଙ୍କୁ ୧୨ କିମି ଘୋଷାଡ଼ି ନେବା ଘଟଣା: ସିନ୍ ରିକ୍ରିଏସନ କରିବ ପୋଲିସ

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ଯୁବତୀଙ୍କୁ ୧୨ କିଲୋମିଟର କାର୍ ଘୋଷାଡି ନେବା ଘଟଣା ଏବେ ସମସ୍ତଙ୍କ ମନରେ । ଏହି ମାମଲାରେ ପୁଲିସ ଆଜି ସିନ ରିକ୍ରିଏସନ କରିବ । ଗିରଫ ୫ଜଣ…

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ୍

ମୁମ୍ବାଇ (ଆମ ଟିଭି): ନୂଆ ବର୍ଷରେ ଆରମ୍ଭ ହେବାକୁ ଯାଉଛି ନୂଆ ସିରିଜ । ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ପ୍ରଥମ ଟି-୨୦ । ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ରାତି ୭ଟାରେ…

କିଛି ଦିନର ବିରତି ପରେ ପୁଣି ଆରମ୍ଭ ହେଲା ଭାରତ ଯୋଡ଼ୋ ଯାତ୍ରା

ଉତ୍ତରପ୍ରଦେଶ (ଆମ ଟିଭି): କିଛି ଦିନର ବ୍ରେକ ପରେ ପୁଣି ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡୋ ଯାତ୍ରା। ରାଜଧାନୀ ଦିଲ୍ଲୀରୁ ଏହି ଯାତ୍ରା ପୁଣି ଆରମ୍ଭ ହୋଇଛି। ଶୀତ ପାଇଁ ବିଶ୍ରାମ ପରେ ଆଜି…