ଅକ୍ଟୋବର ୯ ତାରିଖ ସଧ୍ୟା ୬ଟା ୩୦ମିନିଟରେ ଜୀ ସାର୍ଥକର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ନବଦୂର୍ଗା’

ଭୁବନେଶ୍ବର(ଆମ ଟିଭି): ସୃଷ୍ଟିକୁ ରକ୍ଷା କରିବାକୁ ଧରାପୃଷ୍ଠରେ ଅବତରଣ କରିଛନ୍ତି ମା ଦଶଭୂଜା ଦୁର୍ଗା । ବିଭିନ୍ନ ରୂପରେ ଅବତାର ନେଇ ମା’ ଦର୍ଶନ ଦିଅନ୍ତି । ଭକ୍ତର ମନସ୍କାମନା ପୂରଣ…

ଲାଲୁଙ୍କ ପିଛା ଛାଡୁନି ବିବାଦ: ଲାଲୁ ଓ ତାଙ୍କ ପତ୍ନୀଙ୍କ ବିରୋଧର ଚାର୍ଜସିଟ୍ ଦାଖଲ କଲା CBI

ପାଟନା(ଆମ ଟିଭି): ଲାଲୁଙ୍କ ପିଛା ଛାଡୁନି ବିବାଦ। ସବୁବେଳେ କିଛି ନା କିଛି ପ୍ରସଙ୍ଗକୁ ନେଇ ବିବାଦରେ ରହିଥାନ୍ତି  ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ…

ଜ୍ଞାନବାପୀ ମାମଲାର ଶୁଣାଣି: ଅକ୍ଟୋବର ୧୧ରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ (ଆମ ଟିଭି): ଜ୍ଞାନବାପୀ ମାମଲାରେ ରାୟ ଶୁଣାଇଛନ୍ତି କୋର୍ଟ। ଏହି ମାମଲାର ଶୁଣାଣି କରି ଏହାର ଶୁଣାଣି ପରବର୍ତ୍ତୀ ତାରିଖରେ ଧାର୍ଯ୍ୟ କରିଛନ୍ତି। ତେବେ ମାମଲାର ଆଗାମୀ ଶୁଣାଣୀ…

ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ (ଆମ ଟିଭି): ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ତାହା ହେଉଛି ଦୁର୍ଘଟଣାଗ୍ରସ୍ତ ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସ । ନିକଟରେ ମୁମ୍ୱାଇ ଏବଂ ଗାନ୍ଧୀ…

୨୦୨୨ ପାଇଁ କିଏ ପାଇଲା ନୋବେଲ କିଏ ପାଇଲା ନୋବେଲ ଶାନ୍ତି ପୁରସ୍କାର?

ନୂଆଦିଲ୍ଲୀ (ଆମ ଟିଭି): ଚଳିତ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା ହୋଇ ଚାଲିଛି । ଏହାରି ଭିତରେ ଆଜି ୨୦୨୨ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି । ନୋବେଲ…

ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେବେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ (ଆମ ଟିଭି): ୨୦୨୪ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେନି। ଏହାରି ଭିତରେ  ମିଶନ ୨୦୨୪ ପାଇଁ କଂଗ୍ରେସ ଚଳାଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି…

ପରଲୋକରେ ଲୋକପ୍ରିୟ ଅଭିନେତା ଅରୁଣ ବାଲି

ନୂଆଦିଲ୍ଲୀ (ଆମ ଟିଭି): ମନୋରଂଜନ ଦୁନିଆଁରୁ ଆଉ ଏକ ଦୁଃଖଦ ଖବର ଆସି ପହଁଚୁଛି। ବଲିଉଡର ଜଣାଶୁଣା ତଥା ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କର ପରଲୋକ ହୋଇଯାଇଛି । ଅନେକ ସିରିଏଲ ସହ ଫିଲ୍ମରେ…

ଦିଲ୍ଲୀ ଉପରାଜ୍ୟପାଳଙ୍କ ଉପରେ ବର୍ଷିଲେ ଅରବିନ୍ଦ କେଜ୍ରିୱାଲ: କହିଲେ ଏମିତି…

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ଦିନକୁ ଦିନ ଏହା ଉଗ୍ର ରୂପ ଧାରଣ କରୁଛି। ବର୍ତ୍ତମାନ ଅରବିନ୍ଦ…

ଫରାସୀ ଲେଖିକା ଆନ୍ନି ଏର୍ନାକ୍ସଙ୍କୁ ଚଳିତ ବର୍ଷ ସାହିତ୍ୟରେ ମିଳିବ ନୋବେଲ

ନୂଆଦିଲ୍ଲୀ(ଆମ ଟିଭି): ଚଳିତ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା ଜାରି ରହିଛି। ଏହାରି ଭିତରେ ଆଜି ଘୋଷଣା ହୋଇଛି ସାହିତ୍ୟ ପାଇଁ ନୋବେଲ୍‌ ପୁରସ୍କାର । ଫରାସୀ…

ମେକ୍ସିକୋରେ ପୁଣି ଗୁଳିମାଡ: ୧୮ ଜଣଙ୍କର ମୃତ୍ୟୁ

ମେକ୍ସିକୋ (ଆମ ଟିଭି) : ପୁଣି ଆମେରିକାରେ ଫୁଟିଲା ଗୁଳି। ମେକ୍ସିକୋରେ ପୁଣି ଆଖି ବୁଜା ଗୁଳିମାଡ଼ ହୋଇଛି। ଏଥିରେ ୭ ପୋଲିସ କର୍ମୀ ଓ ମେୟର ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।…